ଏହି ଖାସ୍ କାରଣ ପାଇଁ ବିରାଟ କୋହଲି ଓ ଗାଙ୍ଗୁଲି ଯିବେ ଜେଲ ! କାରଣ ଜାଣିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେନି….

ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ କ୍ରିକେଟ ଖେଳ ହେଉଛି ଆମ ଦେଶର ସବୁଠାରୁ ଲୋକପ୍ରିୟ ଖେଳ ଅଟେ । କ୍ରିକେଟ ଟିମ୍ ରେ ଖେଳୁଥିବା 11 ଜଣ ଖେଳାଳି ନିଜ ଦେଶ ପାଇଁ କଠିନ ପରିଶ୍ରମ କରି ଦେଶକୁ ଚାମ୍ପିଆନ୍ କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଦଳର କ୍ୟାପଟାନ୍ ବିରାଟ କୋହଲିଙ୍କୁ ନେଇ ଗୋଟିଏ ବହୁତ ବଡ ଖବର ସାମ୍ନାକୁ ଆସିଛି । ତେବେ ଚାଲନ୍ତୁ ଜାଣିନେବା କଣ ରହିଛି ସଂମ୍ପୂର୍ଣ୍ଣ ଖବର , ସେଥିପାଇଁ ଆପଣ ମାନେ ଆମର ଏହି ଲେଖାଟିକୁ ଷେଶ ପୁର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ତେବେ ଯାଇ ସଂମ୍ପୂର୍ଣ୍ଣ ଘଟଣା ବିଷୟରେ ଭଲ ଭାବରେ ଜାଣି ପାରିବେ ଏବଂ ବୁଝି ମଧ୍ୟ ପାରିବେ ।

ତେବେ ମାଡ୍ରାସ ହାଇକୋର୍ଟ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବିସିସଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନୋଟିସ ପଠାଇଛନ୍ତି । ତେବେ ଏହି ନୋଟିସ ଅନଲାଇନ୍ ଫ୍ୟାଣ୍ଟାସି ସ୍ପୋର୍ଟସ ଆପର ବିଜ୍ଞାପନକୁ ନେଇ ଜାରି କରା ଯାଇଛି । କୋର୍ଟ ସମସ୍ତଙ୍କୁ ଏହି ବିଜ୍ଞାପନ ବାବଦରେ ଜବାବ ମାଗିଛନ୍ତି । ହାଇକୋର୍ଟ ମଦୁରାଇ ବେଞ୍ଚର ଜଷ୍ଟିସ ଏନ କିରୁବାକରନ ଓ ବି ପୁଗଲେନ୍ଧି ଏହି ଭଳି ଆପ୍ ର ବିଜ୍ଞାପନ ନେଇ ଅନ୍ୟ କେତେ ଜଣଙ୍କୁ ମଧ୍ୟ ନୋଟିସ ପଠାଇଛନ୍ତି ।


ତେବେ ମହମ୍ମଦ ରିଜଭି ନାମରେ ଜଣେ ଓକିଲ ଏହି ମାମଲା ରେ କୋର୍ଟ ରେ ଆବେଦନ କରି ଥିଲେ । ସେ କହିଥିଲେ ଯେ, ତାମିଲନାଡୁ ରେ ଗତ କିଛିଦିନ ଧରି ଏକ ଆପ୍ ରେ ଯୁବକଙ୍କୁ ଟଙ୍କା ଲଗାଇବା ପାଇଁ କୁହାଯାଉଛି । ଜଣେ ଯୁବକ ଏହି ଆପରେ ଟଙ୍କା ଲଗଇବା ପରେ କ୍ଷତି ହେବାରୁ ଆତ୍ମହତ୍ୟା କରି ଥିଲେ । ତେବେ କୋର୍ଟ ଏହି ଆପ୍ ମାଲିକଙ୍କ ଉପରେ ସେଲିବ୍ରିଟିଙ୍କ ଉପଯୋଗ କରି କୋଟି କୋଟି ଟଙ୍କା ଆୟ କରି ଥିବା ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଗତ ଅଗଷ୍ଟ ମାସ ରେ ଏପରି ଏକ ମାମଲା କୋର୍ଟରେ ପହଁଞ୍ଚି ଥିଲା ।


ତେବେ ବର୍ତ୍ତମାନ ର ସବହୁଠୁ ବଡ କଥା ହେଉଛି , ଏହି ଆପ୍ ରେ ବହୁ ବଡ ବଡ ଏବଂ ନାମୀଦାମୀ ସେଲିବ୍ରେଟିଙ୍କୁ ଉପଯୋଗ କରା ଯାଇଛି । ଯାହାଫଳରେ ଆପ୍ ମାଲିକ ବହୁ ଟଙ୍କା ରୋଜଗାର କରି ପାରିବ । କିନ୍ତୁ ଏହା ଫଳରେ ବର୍ତ୍ତମାନ ସେହି ସେଲିବ୍ରେଟି ମାନେ ଦ୍ବନ୍ଦ ଘେରରେ ଫସି ଯାଇଛନ୍ତି ।

ସେମାନଙ୍କ ଭିତରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମଧ୍ୟ ବାଦ ପଡି ନାହାଁନ୍ତି । ତେବେ ରୟାଲ ଚ୍ୟାଲେଞ୍ଜର୍ସ୍ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହିଲୀ ବର୍ତ୍ତମାନ ସମୟରେ ବହୁତ ବଡ ସମସ୍ୟାରେ ଫସି ଯାଇଛନ୍ତି ଏବଂ ତାଙ୍କ ପାଖକୁ କୋର୍ଟର ନୋଟିସ ମଧ୍ୟ ଜାରି ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment