Odisha News Portal

ବିନା ମେଡିକାଲ ଚେକପ୍ କରି କିପରି ଜାଣିବେ ଗର୍ଭରେ ପୁଅ ଅଛି ନା ଝିଅ-ପୁଅ ହବାର 5-ଟି ଲକ୍ଷ୍ୟଣ ଦେଖି ଜାଣନ୍ତୁ

ସୃଷ୍ଟିର ନିୟମ ହେଉଛି ପୁଅ ଝିଅ ପରସ୍ପରକୁ ବିବାହ କରିବେ ଏବଂ ନିଜ ନିଜର କୂଳ ରକ୍ଷା କରିବେ । ଏହାସହିତ ଆଗାମୀ ପିଢିର ନୂତନ ସୃଷ୍ଟି କରିବେ । ତେବେ ସମାଜରେ ବିବାହକୁ ଏକ ପବିତ୍ର ବନ୍ଧନର ମାନ୍ୟତା ଦିଆ ଯାଇଛି । ପ୍ରତ୍ୟେକ ପୁଅ ଝିଅଙ୍କ ଜୀବନରେ ଏହା ଆସିଥାଏ । ଏହାକୁ ନେଇ ସେମାନେ ବହୁତ କିଛି ସ୍ବପ୍ନ ଦେଖିଥାନ୍ତି । ତେବେ ବିବାହ ପରେ ସଂପର୍କକୁ ନିବିଡ, ସୁଦୃଢ ତଥା ମଧୁରମୟ କରିବା ପାଇଁ ସେମାନଙ୍କ ଭିତରେ ଉତ୍ତମ ଶାରିରୀକ ସଂପର୍କ ରହିବା ନିହାତି ଆବଶ୍ୟକ । ଉତ୍ତମ ଶାରିରୀକ ସଂପର୍କ ରହିଲେ ସଂପର୍କ ମଧୁରମୟ ତଥା ସୁନ୍ଦର ହୋଇଥାଏ । ଆଉ ଏହି ସଂପର୍କରୁ ତଥା ଭଲପାଇବାରୁ ହିଁ ସୃଷ୍ଟି ହୋଇଥାଏ ତାଙ୍କର ଭଲପାଇବାର ପ୍ରତିକ । କିନ୍ତୁ ଆମ ସମାଜରେ ବହୁତ ଜଣ କୁହନ୍ତି କି ଆମକୁ ଝିଅ ଦରକାର ନାହିଁ ପୁଅ ଦରକାର ।

ପୂର୍ବକାଳରେ ଯଦି ଝିଅଟିଏ ହେଉଥିଲା ତେବେ ସେହି କନ୍ୟା ସନ୍ତାନଟି ଜନ୍ମ ହେବା ମାତ୍ରେ ହିଁ ତାକୁ ମାରିଦେଉଥିଲେ କିମ୍ବା ପିଲାଟିକୁ ସେହି ଡାକ୍ତରଖାନାରେ ହିଁ ଛାଡି ପଳେଇଆସୁଥିଲେ । ସରକାର ଏକ ନିୟମ କରିଲେ କି କେହି ବି ଗର୍ଭବତୀ ସମୟରେ ପିଲାର ଲିଙ୍ଗ ନିରୁପଣ କରିପାରିବେନି । ଏହା ହେଉଛି ଏକ ଆଇନଗତ ଅପରାଧ । ତେବେ ଆମେ ଆଜି ଆପଣ ମାନଙ୍କୁ କହିବୁ କେଉଁ ପରି ଭାବରେ ଆପଣ ମାନେ ବିନା ଅଲ୍ଟ୍ରାସାଉଣ୍ଡରେ ଜାଣିପାରିବେ କି ଗର୍ଭରେ ଥିବା ପିଲାଟି ପୁଅ ନା ଝିଅ ।


ଯଦି ଆପଣଙ୍କୁ ଗର୍ଭବତୀ ସମୟରେ ନିଦ କମ୍ ହେଉଛି କିମ୍ବା ଠିକ୍ ଭାବରେ ନିଦ ହେଉନି, ତେବେ ଆପଣଙ୍କର ପୁଅଟିଏ ହେବ । ଯଦି ଆପଣଙ୍କୁ ଠିକ୍ ଭାବରେ ନିଦ ହେଉଛି କିମ୍ବା ଅଧିକ ଶୋଇବାକୁ ଇଚ୍ଛା ହେଉଛି ତେବେ ଆପଣ ମାନେ ଜାଣିପାରିବେ ସେହି ପିଲାଟି କନ୍ୟା ସନ୍ତାନ ହେବ ।ଏହାସହିତ ଯଦି ଅଧିକ ଅଳସୁଆ ଲାଗୁଛି କିମ୍ବା କୌଣସି କାମ କରିବାକୁ ଇଚ୍ଛା ହେଉନି, କୌଣସି କାମରେ ମନ ଲାଗୁନି ତେବେ ଆପଣଙ୍କର ଝିଅଟିଏ ହେବ ।

ତେବେ ଯଦି ପ୍ରଗ୍ନେନ୍ସି ଟାଇମରେ ଭଲ ଲାଗୁଛି ବା ସବୁ କାମ କରିବାକୁ ଭଲ ଲାଗୁଛି ଏବଂ ଆପଣ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛନ୍ତି, ତେବେ ଆପଣଙ୍କର ପୁତ୍ର ସନ୍ତାନଟିଏ ହେବ । ଏହାସହିତ ଯଦି ବଡ ପେଟଟିଏ ବାହାରିଛି ତେବେ ଆପଣଙ୍କର ଝିଅଟିଏ ହେବ ଏବଂ ,ଯଦି ଛୋଟ ପେଟ ବାହାରିଛି ତେବେ ଆପଣଙ୍କର ପୁଅଟିଏ ହେବ । ଯଦି ଆପଣ ପ୍ରେଗ୍ନେନ୍ସି ସମୟରେ ଅଧିକ ସମୟ ବାମ କଢ ମାଡି ଶୋଉଛନ୍ତି ତେବେ ଆପଣଙ୍କର ପୁଅଟିଏ ହେବ ଏବଂ ଯଦି ଡାହାଣ କଢ ମାଡି ଶୋଉଛନ୍ତି ତେବେ ଝିଅଟିଏ ହେବ ।


ଯଦି ଜଣେ ପ୍ରେଗ୍ନେନ୍ସି ମହିଳାଙ୍କର ନାକ ପୂର୍ବଠାରୁ ମୋଟା ହୋଇଯାଇଛି ତେବେ ତାଙ୍କର ପୁଅ ହେବ । ଆଉ ଯଦି ନାକରେ କୈାଣସି ପରିବର୍ତ୍ତନ ନାହିଁ ଏବଂ ନାକ ପୂର୍ବ ପରି ପୁରା ସେମ୍ ଅଛି ତେବେ ଝିଅ ହେବ । ଏହାସହିତ ଯଦି ଜଣେ ଗର୍ଭବତୀ ମହିଳାଙ୍କର ନାଭି ବାହାରକୁ ବାହାରିଛି ତେବେ ତାଙ୍କର ପୁଅ ହେବ ଏବଂ ଯଦି ନାଭିଟି ଭିତରକୁ ଅଛି ତେବେ ତାଙ୍କର ଝିଅ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।