Odisha News Portal

ବିନା ବିବାହରେ ମଧ୍ୟ Tiger Shroff ଏହି ଅଭିନେତ୍ରୀଙ୍କ ସହ ମାଲଦିବ୍ସରେ କରିଲେ ହନିମୁନ୍ ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ହନୁମୁନ୍ ଫୋଟୋ…..

0 3

ବଲିଉଡରେ ପ୍ରତ୍ୟେକ ଦିନ କିଛି ନାଁ କିଛି ସବୁବେଳେ ଖାସ୍ ଖବର ସାମ୍ନାକୁ ଆସି ଥାଏ । ତେବେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଚଳିତ ବର୍ଷ ଅନେକ ରହସ୍ୟ ମୟ ଘଟଣା ସବୁ ଗୋଟିଏ ପରେ ଗୋଟିଏ ସାମ୍ନା କୁ ଆସି ବାରେ ଲାଗିଛି । ପ୍ରତିଦିନ ଏପରି ଘଟଣା ସବୁ ସାମ୍ନାକୁ ଆସୁଛି ଯାହା ଆମର ପ୍ରଂଶସକ ମାନେ ଶୁଣି ବିଶ୍ବାସ କରି ପାରୁ ନାହାଁନ୍ତି । ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ ବଲିଉଡର ନାମୀଦାମୀ ଅଭିନେତ୍ରା ଟାଇଗର ଶର୍ଫ ଏବଂ ଅଭିନେତ୍ରୀ ଦିଶା ପଟାନିଙ୍କୁ ଜାଣିଥିବେ ।

ତେବେ ଏହି ନିକଟରେ ଗୋଟିଏ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା ଯେ ଅଭିନେତ୍ରୀ ଦିଶା ପଟାନି ଏବଂ ଅଭିନେତା ଟାଇଗର ସଫ ମଧ୍ୟରେ ରିଲେସନ କିଛି ଭଲ ଚାଲୁନଥିଲା । ଆଉ ଟାଇଗରଙ୍କୁ ମଧ୍ୟ ଦିଶାଙ୍କ ଠାରୁ ଦୂରେଇ ରହିବାକୁ କୁହା ଯାଇଥିଲା କାରଣ ଟାଇଗରଙ୍କ ମାଆଙ୍କୁ ଦିଶାଙ୍କର ବୋଲ୍ଡ ନଜର ଆଦୌ ପସନ୍ଦ ନୁହେଁ । କିନ୍ତୁ ଏବେ ଦିଶାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ରୁ ଜଣା ଯାଉଛି କି ସେ ଟାଇଗରଙ୍କ ସହ ତାଙ୍କ ପରିବାରକୁ ମଧ୍ୟ ରାଜି କରାଦେଇଥିବର ଖୁସି ଜଣାପଡିଛି ।


କାହିଁକି ନାଁ ବର୍ତ୍ତମାନ ସେମାନେ ଦୁଇଜଣ ମାଳଦ୍ୱିପରେ ନିଜର ସିକ୍ରେଟ୍ ହନିମୁନ ପାଳନ କରୁଛନ୍ତି । ଏମାନେ କିଛି ଦିନ ପୂର୍ବରୁ 2 ଜଣ ଯାକ ଏକାସଙ୍ଗେ ମୁମ୍ବାଇ ଏୟାରପୋର୍ଟ ରେ ନଜର ଆସିଥିଲେ । ସେମାନେ ଉଭୟେ ଏକା ସାଙ୍ଗେ ନିଜର କ୍ୱାଲିଟି ଟାଇମ୍ ସ୍ପେଣ୍ଡ ସହିତ ସିକ୍ରେଟ ହନିମୁନ ସେଲିବ୍ରେଟ୍ କରିବା ପାଇଁ ମାଳଦ୍ଵିପ ଯାଉଥିଲେ ।

ଏହା ସହିତ ଦିଶା ଏବଂ ଟାଇଗର ଙ୍କ ବହୁତ୍ ହଟ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ତେବେ ଆକ୍ସନ ହିରୋ ନିଜର ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ କି ସେ ସମୁଦ୍ର ମଧ୍ୟକୁ ଓଲଟା ଡେଇଁ ବାର ଦେଖିବାକୁ ମିଳୁଛି ଏବଂ ଏହି ଭିଡ଼ିଓ ମଧ୍ୟ ଭାଈରାଲ୍ ହୋଇଯାଇଛି । ସେହି ଭିଡ଼ିଓରେ ସେ ଏକ ହଳଦିଆ ସର୍ଟସ୍ ସହିତ ସର୍ଟଲେଶ ଅବସ୍ଥାରେ ଅଛନ୍ତି ।


ତେବେ ତାଙ୍କର ଫ୍ୟାନ ମାନେ ତାଙ୍କର ଏହି ବେଶ୍ କୁ ବହୁତ୍ ପସନ୍ଦ କରୁଛନ୍ତି । ଆଉ ଏହି ଅବସ୍ଥାରେ ସେ ସମୁଦ୍ର ମଝିରେ ଏବଂ ସୁଇମିଂ ପୁଲରେ ଫଟୋ ଶୁଟ୍ କରିଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଉଛି ସେ ଏକା ସେଠାରେ ନାହାନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ଦିଶା ମଧ୍ୟ ତାଙ୍କ ସାଙ୍ଗେ ଅଛନ୍ତି । ଦୁଇଜଣ ଯାକ ଏକା ସ୍ଥାନରେ ଫଟୋ ଉଠାଇ ନିଜ ନିଜ ଇନଷ୍ଟାଗ୍ରାମ୍ ଅପଲୋଡ଼ କରିଛନ୍ତି । କିନ୍ତୁ ଦୁଇଜଣ କିଛି ଏମିତି ଉଭୟଙ୍କର ଏକସଙ୍ଗେ ଫଟୋ ଅପଡେଟ କରିନାହାନ୍ତି ।


ଆପଣଙ୍କ ଜାଣିବା ପାଇଂ କହି ରଖୁଛୁ କି ନାଲି ରଙ୍ଗର ବେକିନି ପିନ୍ଧା ଦିଶାଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଭଇରାଲ୍ ହେଉଛି । ଦିଶାଙ୍କ ଏହି ଫଟିରେ ସମୁଦ୍ର କୂଳରେ ପୋଜ ଦେଇ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ସେହି ଫଟୋ ରେ ଦୀସା ବହୁତ୍ ହଟ ଏବଂ ସେକ୍ସି ମଧ୍ୟ ନଜର ଆସିଥିଲେ । ଆପଣ ମାନେ ଜାଣିଲେ ଆଶର୍ଯ୍ୟ ହେବେ ଯେ ଦିଶାଙ୍କ ଏହି ଫଟୋରେ ଟାଇଗରଙ୍କ ମାଆ ମଧ୍ୟ ବହୁତ୍ ଭଲ କମେଣ୍ଟ୍ ଦେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।