Odisha News Portal

ଗାଡି ଚାଳକ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ ! ବିନା ଏୟାରବ୍ୟାଗ ରେ ଚାଲିବନି ଗାଡି , ନଚେତ ହୋଇପାରେ ମୋଟା ଅଙ୍କର ଫାଇନ୍…ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ?

0 49

ସରକାର ସର୍ବଦା ଲୋକମାନଙ୍କର ହିତ ପାଇଁ ନିୟମ ମାନ ତିଆରି କରିଥାନ୍ତି , ଯେଉଁଥିପାଇଁ ସେମାନେ ଖୁସିରେ ଜୀବନ ଯାପନ କରିବେ । କେୂେ ଏବେକା ସମୟରେ ମଧ୍ୟ କେନ୍ଦ୍ର ସରକାର ଗାଡି ଚାଳକ ମାନଙ୍କ ପାଇଁ ଏକ ନୂଆ ନିୟମ ଆରମ୍ଭ କରିଛନ୍ତି । ଯାହା ଦ୍ୱାରା ସେମାନେ ସୁରକ୍ଷିତ ରହିବା ସହିତ ଲୋକମାନେ ମଧ୍ୟ ସୁରକ୍ଷିତ ରହିବେ । କାରଣ ଆପଣ ମାନେ ତ ଜାଣିଛନ୍ତି ଏବେକା ସମୟରେ ବହୁତ ମାତ୍ରାରେ ଏକ୍ସିଡେଣ୍ଟ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଅନେକ ଲୋକମାନେ ଏହା ଦ୍ୱାରା ମୃତ୍ୟୁବରଣ କରୁଛନ୍ତି ।

ତେଣୁ ସରକାର ଯାତ୍ରୀ ମାନଙ୍କର ସୁରକ୍ଷା ପାଇଁ ବିଶେଯ ଧ୍ୟାନ ଦେଉଛନ୍ତି । ତେବେ ଏହି ନିୟମ ଏବେ କାର ଚଳାଉଥିବା ୟାତ୍ରୀ ମାନଙ୍କ ପାଇଁ ଲାଗୁ କରାଯାଇଛଛି । ଏଣିକି କାରରେ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବେ କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କାରରେ ଏୟାରବ୍ୟାଗ ଲଗାଇବା ବାଧ୍ୟତାମୂଳକ କରାଯିବ ବୋଲି ନିଷ୍ପତ୍ତି ନେଇଛି ।

ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ଦେଶର ସମସ୍ତ ପ୍ରକାର କାରରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହାସହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଦେଶରେ ଲାଗୁ ହେବାକୁ ଯାଉଥିବା ନୂଆ ନିୟମ ଅନୁସାରେ, ବର୍ତ୍ତମାନ ସମୟରେ ରାସ୍ତାରେ ଚାଲୁଥିବା ଗାଡି ଗୁଡିକ 1 ଜୁନ 2021 ସୁଦ୍ଧା ଏବଂ ନୂଆ ମଡେଲ କାର ଗୁଡିକ 1 ଏପ୍ରିଲ 2021 ସୁଦ୍ଧା କାରରେ ଏୟାରବ୍ୟାଗ ଲଗାଇବେ ।

ଯାତ୍ରା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଯାନ ବାହାନ ଗୁଡିକରେ ସୁରକ୍ଷା ବୈଶିଷ୍ୟ କରିବା ଉଚିତ , ତେଣୁ ଏ କ୍ଷେତ୍ରରେ କେନ୍ଦ୍ର ସରକାର କେବେ ହେଲେ ମଧ୍ୟ ଭୁ କାମ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି ।

ଏଥିପାଇଁ ଯାନବାହନରେ ସୁରକ୍ଷା ବୈଶିଷ୍ଟ୍ୟ ସହିତ କାରବାର କରୁଥିବା ଅଟୋମୋବାଇଲ୍‌ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍‌)କୁ ସଂଶୋଧନ କରିବା ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠା (ଡ୍ରାଫ୍ଟ) ବିଜ୍ଞପ୍ତିରେ ପ୍ରସ୍ତାବ ଦିଆଯାଇଛି ।

କାରଗୁଡିକରେ ସ୍ପିଡ୍ ଆଲର୍ଟ,ସିଟ୍ ବେଲ୍ଟ ରିମାଣ୍ଡର ଏବଂ ରିଭର୍ସ ପାର୍କିଂ ସେନସର ଏବେ ଅନେକ କାରରେ ଲାଗିଛି ମାତ୍ର ଯେଉଁଟା ନିତାନ୍ତ ଆବଶ୍ୟକ ଏୟାରବ୍ୟାଗ ତାହା କାରରେ ଲାଗିନାହିଁ ।

ମାତ୍ର ଏବେ ଠାରୁ ସମସ୍ତ କାରରେ ଏୟାର ବ୍ୟାଗ ଲାଗିବା ବାଧ୍ୟତାମୂଳକ ବୋଲି ସରକାର କହିଛନ୍ତି । ତେବେ ସରକାରଙ୍କର ଏପରି ନିଷ୍ପତ୍ତି ଦ୍ୱାରା କାରର ଦାମରେ ବୃଦ୍ଧି ମଧ୍ୟ ଘଟିପାରେ ବୋଲି ଅନୁମାନ କରାଯାଉଛି । କାରର ଦାମ ବୃଦ୍ଧି ବେଲେ ମଧ୍ୟ ଯାତ୍ରୀ ମାନଇଁ ପାଇଁ ଏହା ସୁରକ୍ଷିତ ଅଟେ , ସେମାନେ କପିର ସୁରକ୍ଷାରେ ରହିବେ ଏଥିପାଇଁ ସରକାର ଏପରି ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।