Odisha News Portal

ବିଚ୍ ବଜାର ଉପରେ ସ୍ବାମୀକୁ ଘୋଷାଡି ଘୋଷାଡି ମାଡ଼ ମାରିଲା ସ୍ତ୍ରୀ, ଭାଇରାଲ୍ ହେଉଛି ଭିଡିଓ , ପ୍ରକୃତ କାରଣ ଜାଣିଲେ ଆପଣଙ୍କ ହୋସ ରହିବନି….

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ୟ୍ୟ ଚକିତ ହୋଇଯିବେ । ତେବେ ଆଜିକା ସମାଜରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ ଏହି ବନ୍ଧନରେ ଦୁଇ ଅଜଣା ବ୍ୟକ୍ତି ପରସ୍ପରକୁ ଚିହ୍ନି ଥାନ୍ତି । ଏମିତିରେ ତ ଏବେ ପ୍ରାୟ ଅଧିକାଂଶ ଲୋକ ପ୍ରେମ ବିବାହ କରୁଛନ୍ତି । ତେବେ ଆଜି ଆମେ ଏମିତି ଏକ ପ୍ରେମ ବିବାହ ସଂପର୍କରେ କହିବୁ ଯେଉଁଥିରେ ଆପଣ ମାନେ ସେହି କଥାକୁ ଶୁଣିଲେ ବହୁତ କ୍ରୋଧିତ ପ୍ରାକାଶ କରିବେ । ଭାବିପାରିବେ ନାହିଁ କି ଭୁଲଟି କାହାର ଅଟେ ।

ତେବେ ଆପଣ ମାନେ ତ ଜାଣିଥିବେ ଅନେକ ପ୍ରେମ ବିବାହରେ ପ୍ରଥମେ ବିବାହ ହେବା ପରେ ଜୀବନ ଖୁସିରେ ଚାଲିଥାଏ ମାତ୍ର ପରେ ପରେ ସେଥିରେ ଅନେକ ସମସ୍ୟା ଦେଖିବାକୁ ମିଲିଥାଏ ତେବେ ସମସ୍ତଙ୍କ କ୍ଷେତ୍ରରେ ଏହା ହୋଇନଥାଏ ମାତ୍ର କେତେକଙ୍କ କ୍ଷେତ୍ରରେ ମଧ୍ୟ ଏମିତି ହୋଇଥାଏ । ତେବେ ଆମେ ଆପଣ ମାନଙ୍କୁ ଯେଉଁ କଥାଟି କହିବୁ ସେଥିରେ ପ୍ରେମ ବିବାହ ପରେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଛି ।

ବିଚ ବଜାର ଉପରେ ଜୋତାରେ ମାଡ , ସେ ପୁଣି ଆଉ କେହି ନୁହେଁ ନିଜର ସ୍ତ୍ରୀ ବାଡଉଛି ସ୍ୱାମନୀକୁ ଦୋକାନ ଭିତରୁ ଘୋଷାଡି ଘୋଷାଡି ଆଣି ବିଚ ରାସ୍ତାରେ ହେଉଛି ମାଡ । କେତେବେଳେ ଚାପୁଡା ଉପରେ ଚାପୁଡା ତ କେତେବେଳେ ଜୋତାରେ ପିଟୁଛନ୍ତି ଏହି ମହିଳା ଜଣକ । ତେବେ ସ୍ତ୍ରୀର ଅଭିଯୋଗ ଶୁଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେବେ ।

ନିଜର ପାଖରେ ନରଖିବାକୁ ନିଜର ସ୍ୱାମୀ ଗୋରୁ ଗାଈ ଭଳି ପିଟୁଛି ସ୍ତ୍ରୀ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣାଟି ଘଟିଛି ତାଳଚେରର ଶର୍ମା ଛକରେ । ସହର ମଝିରେ ସ୍ୱାମୀକୁ ନିର୍ଧୁମ ପିଠିଛି ସ୍ତ୍ରୀ । ସ୍ୱାମୀ ଜଣକ ସ୍ତ୍ରୀ ଠାରୁ ମାଡ ଖାଉଥିବା ବେଳେ ତାଙ୍କୁ କେହି ମଧ୍ୟ ଅଟକାଇ ନଥିଲେ । ବାଇରାଲ ହୋଇଥିବା ଏହି ଭିଡିଓରେ ସ୍ୱାମୀ ଜଣକ ଦୋକାନରେ ଥିବା ସମୟରେ ସ୍ତ୍ରୀ ଆସି ମାଡ ମାରିଥିଲେ । ମିଳିଥିବା ଧବର ଅନୁଯାୟୀ ଏ ଦୁହେଁ ମିଶିକରି ପ୍ରେମ ବିବାହ କରିଥିଲେ । ଝିଅଟିର ଘର କାମାକ୍ଷା ନଗର ହୋଇଥିବା ସମୟରେ ପୁଅଟି ତାଳଚେରରେ ରହେ ।

 ତେବେ ବିବାହର କିଛି ବର୍ଷ ପରେ ସ୍ୱାମୀଙ୍କ ସହ ମତାନ୍ତର ହେବାରୁ ସ୍ତ୍ରୀ ଜଣକ ସ୍ୱାମୀ ଉପରେ କେସ କରିଥିଲେ । ଯାହାକି ଏବେ ମଧ୍ୟ ବିଚାର ଧୀନ ରହିଛି । କୋର୍ଟରେ ମାମଲା ପହଞ୍ଚିବା ପରଠାରୁ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହି ଆସୁଛନ୍ତି । ମାତ୍ର ବର୍ତ୍ତମାନ ଏବେ ମହିଳା ଜଣକ ନିଜର ସ୍ୱାମୀ ପାଖରେ ରହିବା ପାଇଁ ଜିଦ ଧରି ବସିଛନ୍ତି । ଯେଉଁଥିରେ ସ୍ୱାମୀ ଅରାଜି ହୋଇଥିଲେ , କେବଳ ଏହି କଥାକୁ ନେଇକରି ସ୍ତ୍ରୀ ଜଣକ ଏପରି କାଣ୍ଡ ଘଟାଇଛନ୍ତି ବୋଲି କୁହାଯାଇଛି । ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।