ଦେଖନ୍ତୁ ଭିଡିଓ – ବିବାହ ନ କରିବାରୁ ଫେକ୍ ଏକାଉଣ୍ଟ ଖୋଲି 10ରୁ ଅଧିକ ଅନ୍ତରଙ୍ଗ ଫଟୋ ସବୁ ଭାଇରାଲ୍ କରିଲା ଯୁବକ ଆଉ ତାପରେ

ଏବେ ସମାଜ ଆଧୁନିକ ସମାଜରେ ପରିଣତ ହେବାରେ ଲାଗିଛି । ତେବେ ଲୋକମାନେ ମଧ୍ୟ ଆଧୁନିକ ହେବାରେ ଲାଗିଛନ୍ତି । ତେବେ ଆଜିକା ସମୟରେ ଅନେକ ପ୍ରକାର ଘଟଣା ଘଟୁଛି , ଯାହା ସମାଜ ପାଇଁ ବହୁତ ଖରାପ ଅଟେ । ଯାହା ସମାଜ ପାଇଁ କଳଙ୍କ ସୃଷ୍ଟି କରୁଛି ଏବଂ ଏପରି ସବୁ ଘଟଣା ଅତି ଲଜ୍ୟାଜନକ ହୋଇ ପଡିଛି । ଏହି ସମାଜରେ ପ୍ରତ୍ୟେକ ବ୍ୟକ୍ତି ନିଜର ସୁବିଧା କଥା ପ୍ରଥମେ ଚିନ୍ତା କରିଥାନ୍ତି । ନିଜର ସ୍ୱାର୍ଥ ପାଇଁ ସେମାନେ କିଛି କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଏବେ ସମାଜରେ ଗୋଟିଏ ପରେ ଗୋଟିଏ ଅନ୍ୟାୟ ଅତ୍ୟାଚାର ହେବାରେ ଲାଗିଛି ।

ବିଶେଷ କରି ନାରୀ ମାନଙ୍କ ପ୍ରତି ଅଧିକ ଅତ୍ୟାଚାର ହେଉଛି ନାରୀମାନେ କେବେବି ନିଜକୁ ସୁରକ୍ଷିତ ମନେ କରିପାରୁନାହାନ୍ତି । ଅନେକ ସମୟରେ ଦୁଷ୍କର୍ମର ଶିକାର ହେଉଛନ୍ତି । ଏହା ସହିତ ବିଶେଷ କରି ଏମିତି କିଛି ହେଉଛି କି ପ୍ରେମ କରି ଅନେକ ସମୟରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି ,

କାରଣ ଯାହାକୁ ବିଶ୍ୱାସ କରି ପ୍ରେମ ହୋଇଥାଏ ଅନେକ ସମୟରେ ଦେଖାଯାଏ କି ସେ ହିଁ ବିଶ୍ୱାସ ଘାତକ କରୁଛି , ଯାହା ଦ୍ୱାରା ଏବେ ପ୍ରେମ ପ୍ରତି ମଧ୍ୟ ଘୃଣା ଆସିବାରେ ଲାଗିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ କଥା ବିଷୟରେ କହିବୁ , ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ , ତେବେ ଆଶ୍ଚର୍ଯ୍ୟ ହେବେ ନାହିଁ କାହିଁକିନା ଏମିତି କଥା ହୁଏତ ଆପଣ ମାନେ ବହୁତ ସମୟରେ ଶୁଣିଥିବେ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି କଥାଟି ।

ଆପଣ ମାନେ ତ ଜାଣନ୍ତି ଆଜିର ଯୁଗ ସ୍ମାର୍ଟ ହେବାରେ ଲାଗିଛି । କାହିଁକିନା ଏବେ ସମସ୍ତ କଥା ଆମେ ସୋସିଆଲ ମିଡିଆ ମାଧ୍ୟମରେ ବହୁତ ଜଲଦି ଜାଣିପାରୁ । ସାରା ଦେଶ ରେ ପ୍ରତ୍ୟେକ ଲୋକ ଏହି ସୋସିଆଲ ସାଇଟ ଗୁଡିକୁ ବ୍ୟବହାର କରୁଛନ୍ତି । ଅନେକ ଲୋକ ଅଛନ୍ତି ଯେଉଁ ମାନେ ଏହି ସୋସିଆଲ ସାଇଟ ଗୁଡିକୁ ଖରାପ କାମ ପାଇଁ ବ୍ୟବହାର କରିଥାନ୍ତି ,

 

ତେବେ ଆପଣ ମାନେ ଜାଣି ଥିବେ କି ଆଜି କାଲି ସୋସିଆଲ ମିଡିଆରେ କେତେ ଝିଅ ଙ୍କର ଅଶ୍ଳୀଳ ଫୋଟୋ ବା ଭିଡିଓ ଦେଖିବାକୁ ମିଳେ। ତେଣୁ ଏହି ସବୁ କିଛି ଖରାପ ଲୋକ ନିଜର ସୁବିଧା ପାଇଁ ଭାଇରଲ କରି ଦେଇ ଥାନ୍ତି । ସେମିତି କିଛି କଥା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ତେବେ ସୂଚନା ଯୋଗ୍ୟ କି ଜଣେ ଯୁବକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଏବଂ ଯେତେବେଳେ ସେ ସେହି ଯୁବତୀକୁ ବିବାହ କରିବା ପାଇଁ କହିଲେ ସେହି ସମୟରେ ଯୁବତୀ ଜଣକ ବିବାହ ପାଇଁ ମନା କରିଦେଲେ ।

ତେବେ ମନା କରିବା ମାତ୍ରେ ହିଁ ସେହି ଯୁବକ ଜଣକ ଯୁବତୀ ସହିତ ଉଠେଇଥିବା ଅନ୍ତରଙ୍ଗ ଫଟୋ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ କରିଦେଲେ । ଏପରି ଏକ ଘଟଣା ଘଟିବା ପରେ ଯୁବତୀ ଜଣକ ପୋଲିସର ସାହାର୍ଯ୍ୟ ନେଇଥିଲେ ଏବଂ ତା ପରେ ପୋଲିସ ସେହି ଅଭିଯୁକ୍ତକୁ ମଧ୍ୟ ଧରିଥିଲା । ଅଭିଯୁକ୍ତର ବୟାନ ଅନୁସାରେ ସେ ଏକା ନୁହେଁ ବରଂ ତା ସହିତ ଆଉ ଜଣେ ମିଶିକରି ଏହି ଫଟୋ ଭାଇରାଲ କରିଛନ୍ତି । ସେହି ଦୁଇ ଯୁବକଙ୍କର ନାମ ହେଉଛି ରଙ୍ଗିଲା ଏବଂ ରାଜୁ । ସେମାନେ ଦୁଇ ଜଣ ସତ ମାନିବା ପରେ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment