Odisha News Portal

ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ କଣ ଫାଇଦା ମିଳିଥାଏ ! ଜାଣିବା ପାଇଁ ପୋଷ୍ଟଟି ନିଶ୍ଚିତ ପଢନ୍ତୁ ?

0 14

ଆଜି ଆମେ ଆପଣ ମାନଙ୍କୁ କହିବୁ କି ବିବାହ ପୂର୍ବରୁ ଶାରିରୀକ ସଂପର୍କ ରଖିବା ଠିକ ନା ଭୁଲ । କାହା ପାଇଁ ଏହା ଠିକ ଏବଂ କାହା ପାଇଁ ଭୁଲ ହୋଇଥାଏ , ଏହା ସହ ବିବାହ ପୂର୍ବରୁ ଶାରିରୀକ ସଂପର୍କ ରଖିଲେ କଣ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସେ ସମସ୍ତ କଥା ବିଷୟରେ କହିବୁ । ବିବାହ ପୂର୍ବୁର ଶାରିରୀକ ସଂପର୍କ ରଖିବା କାହା ପାଇଁ ଠିକ ହୋଇଥାଏ ତ ପୁଣି କାହା ପାଇଁ ଭୁଲ ହୋଇଥାଏ । ମାତ୍ର ଆପଣ ମାନେ କେବେବି ଏମିତି କଥା କରନ୍ତୁ ନାହିଁ , ଯଦି ଆପଣ ମାନେ ବିବାହ ପୂର୍ବରୁ ଶାରିରୀକ ସଂପର୍କ ରଖୁଛନ୍ତି ତେବେ ଆପଣ ମାନେ ନିଜ ଉପରେ ରିକ୍ସ ନେଉଛନ୍ତି ।

ତେବେ ଯଦି ଆପଣ ମାନେ ଅଜାଣତରେ ନିଜ ଉପରେ ରିକ୍ସ ନେଉଛନ୍ତି ଏବଂ ଏମିତି କଲେ ଆପଣ ମାନଙ୍କ ଉପରେ ଯେଉଁ ମୁସକିଲ ଆସିଥାଏ , ଯାହା ଦ୍ୱାରା ଲୋକମାନେ ବହୁତ ସାରା ଭୁଲ କରିଦିଅନ୍ତି । ତେବେ ଆପଣ ମାନେ ପୁଅ ହୁଅନ୍ତୁ କି ଝିଅ ଏହାର ଉପରେ କିଛି ମଧ୍ୟ ଫରକ ପଡିନଥାଏ ।


ବିବାହ ପୂର୍ବରୁ ଶାରିରୀକ ସଂପର୍କ ରଖିଲେ ସବୁଠୁ ବଡ ରିକ୍ସ ହୋଇଥାଏ କି 50 ପ୍ରତିଶତ ଯେଉଁ ମଣିଷ ସହିତ ଆପଣ ମାନେ ଶାରିରୀକ ସଂପର୍କ ରଖିଛନ୍ତି ସେହି ଆପଣଙ୍କର ବଡ ଶତ୍ରୁ ହୋଇଥାଏ । ବେଳେବେଲେ ଏମିତି ମଧ୍ୟ ହୋଇତାଏ କି ତୁମକୁ ବଦନାମ କରିବା ପାଇଁ ସେମାନେ ଷଡଯନ୍ତ୍ର ମଧ୍ୟ କରିପାରନ୍ତି । ଲୋକମାନଙ୍କୁ ତୁମ ବିଷୟରେ ଓଲଟା ସିଧା କଥାବାର୍ତ୍ତା ମଧ୍ୟ କରିପାରନ୍ତି , ଯାହା ଦ୍ୱାରା ସେ ତୁମର ବହୁତ ବଡ ଶତ୍ରୁ ହୋଇପାରନ୍ତି ।

ଯଦି ତମେ ମାନେ ବିବାହ ପୂର୍ବରୁ ଶାରିରକ ସଂପର୍କ ରଖୁଛନ୍ତି ତେବେ ସମାଜ ଆଗରେ ଏହା ଜଣାପଡିଲେ ତୁମେ ମାନେ ବଦନାମ ହୋଇପାର । ଏହା ଦ୍ୱାରା ତମେ ଅପମାନିତ ହେବା ସହିତ ନିଦର ପରିବାର ଲୋକମାନେ ମଧ୍ୟ ଅସୁବିଦାର ସମ୍ମୁଖୀନ ହୋଇପାରନ୍ତି । ଏହା ଦ୍ୱାରା ତମର ପରିବାର ଲୋକମାନେ ମଧ୍ୟ କିଛି ଖରାପ ଡିସିସନ ନେଇପାରନ୍ତି ।

ଯଦି ତମେ ମାନେ ବିବାହ ପୂର୍ବରୁ କାହା ସହିତ ଶାରିରୀକ ସଂପର୍କ ରଖୁଛ , ଯେତେବେଳେ ଲୋକମାନେ ଜାଣିପାରିବେ ତେବେ ସେମାନଙ୍କର ଆଗରେ ତମେ ଆଖି ମିଶାଇ ଚାଲି ପାରିବ ନାହିଁ । କାରମ ଏବେ ମଧ୍ୟ ଝିଅ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମାନାଯାଏ । ଏହା ସହିତ ଏମିତି କାମ କଲେ ତାହା ତମ ଜୀବନକୁ ବରବାଦ ମଧ୍ୟ କରିଦେଇଥାଏ । ତେଣୁ ଆପଣ ମାନେ ଯଦି ବିବାହ ପୂର୍ବରୁ ଶାରିରୀକ ସଂପର୍କ ରଖୁଛନ୍ତି ତେବେ ନିଶ୍ଚିତ ଥରେ ଭାବନ୍ତୁ କି ତମେ ତାହା ଠିକ କରୁଚ କି ଭୁଲ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।