Odisha News Portal

ବିବାଦର ଏତେ ଦିନ ପରେ ବର୍ଷା ଅନୁଭବ ଏକାଠି ହେବା ପରେ ଦେଖନ୍ତୁ କେମିତି ଚଳୁଛନ୍ତି ? କଣ ସତରେ ପୁଣି ଏକା ହୋଇ ସଂସାର ଆରମ୍ଭ କରିବେ….

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ କଥା ବିଷୟରେ କହିବୁ ଯାହା ଶୁଣିଲେ ହୁଏତ ଆପଣ ମାନେ ଟିକେ ଖୁସି ହୋଇପାରନ୍ତି । ତେବେ ଆପଣ ମାନେ ତ ଜାଣଇଥିବେ କି ଏହି ଗତ କିଛି ମାସ ହେଲା ବର୍ଷା ଏବଂ ଅନୁଭବଙ୍କର ବିବାଦ ବହୁତ ମାତ୍ରାରେ ଦେଖିବାକୁ ମିଳିଥିଲା । ବିବାଦ ଏତେ ବଢି ଯାଇଥିଲା କି ଯାହା ଦ୍ୱାରା ଦୁହେଁ କୋର୍ଟର ଦ୍ୱାରସ୍ତ ମଧ୍ୟ ହୋଇଥିଲେ । ବର୍ଷା ଅନୁଭବଙ୍କ ନାମରେ ବହୁତ ଅଭିଯୋଗ ଆଣିଥିଲେ ଏବେ ଅନୁଭବ ତାଙ୍କୁ ବହୁତ କଷ୍ଟ ପ୍ରଦାନ କରୁଥିଲେ ବୋଲି ମଧ୍ୟ କହିଥିଲେ । ତାହା ପରେ ଅନୁଭବ ମଧ୍ୟ ଦିଲ୍ଲୀର ପିଟିଆଲା ହାଉସ କୋର୍ଟରେ ବର୍ଷାଙ୍କ ବିରୁଦ୍ଧରେ ଛାଡପତ୍ର ଦାୟର ମଧ୍ୟ କରିଥିଲେ ।

ସେମାନଙ୍କ ମଧ୍ୟରେ ଏପରି ହଠାତ ଏକ ପରିବର୍ତ୍ତନ ସମସ୍ତ ଓଡିଶା ବାସୀ ଏବଂ ତାଙ୍କର ଫେନ ମାନଙ୍କର ମନରେ ଏକ ପ୍ରକାର ଆଶ୍ଚର୍ଯ୍ୟ ମନୋଭାବ ଆଣିଥିଲା । ତେବେ ତାହାର ଏବେ ଶେଷ ହୋଇଛି କାରଣ ଏବେ ସେହି ଦମ୍ପତ୍ତିଙ୍କର ବିବଦର ଶୁଣାଣି ହୋଇଛି । ତେବେ କଣ ରହିଛି ତାଙ୍କର ବିବାଦର ଶୁଣାଣି ଆସନ୍ତୁ ଜାଣିବା ।

ଗତ କିଛି ଦିନ ହେବ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଅନୁଭବ ଏବଂ ବର୍ଷାଙ୍କୁ ବୁଝିବା ପାଇଁ ଆପୋଶ ବୁଝାବଣା କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ସେମାନେ ଏବେ କେମିଚି ଚଶୁଛନ୍ତି ଏବଂ କଣ କରୁଛନ୍ତି । ତେବେ ଆପଣ ମାନେ ତ ନିଶ୍ଚିତ ରୂପରେ ଜାଣିଥିବେ କି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟ ଦର୍ଶିନୀଙ୍କ ମଧ୍ୟରେ ଘରୋଇ ବିବାଦ ଲାଗି ରହିଥିଲା ।

ସଂପର୍କର ଅଡୁଆ ଖିଅ ଭିତରେ ଏମାନେ ଛନ୍ଦି ହୋଇ ଯାଇଥିଲେ । ଯେଉଁଥିପାଇଁ ଦୁହେଁ କୋର୍ଟର ଦ୍ୱାରସ୍ତ ମଧ୍ୟ ହୋଇଥିଲେ ଏବଂ ଦୁହେଁ ଦୁହିଁଙ୍କ ମଧ୍ୟରେ କୋର୍ଟରେ ପିଟିସନ ମଧ୍ୟ ଦାଖଲ କରିଥିଲେ । କିଛି ଦିନ ପରସ୍ପରକୁ ଉପେକ୍ଷା କରିବା ପାଇଁ ମଧ୍ୟ ପଛେଇ ନଥିଲେ । ସେମାନଙ୍କର ସଂପର୍କରେ ପୂର୍ଣ୍ଣଚ୍ଛେଦ ମଧ୍ୟ ପଡିବାକୁ ଯାଉଥିଲା କିନ୍ତୁ ସେମାନେ କୌଣସି କାରଣ ସତ୍ତ୍ୱେ ବାହାରକୁ ବାହାରିବା ପାଇଁ ବାଟ ମଧ୍ୟ ଖୋଜିଥିଲେ ।

ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପରିବାରିକ ବିବାଦ ସୁପ୍ରିମ କୋର୍ଟରେ ପହଞ୍ଚିବା ପରେ ବର୍ଷାଙ୍କ ପକ୍ଷରୁ କରାଯାଇଥିବା ଟ୍ରାନ୍ସଫର ପିଟିସନ ମାମଲାର ଶୁଣାଣି ହୋଇଛି । ଦିଲ୍ଲୀର ପଟିଆଲା ହାଉସ ପରିବାରିକ ମାମଲାରେ ଅନୁଭବଙ୍କ ଦ୍ୱାରା ଦାଖଲ ହୋଇଥିବା ଛାଡପତ୍ର ମାମଲା ଉପରେ ସ୍ଥଗିତ ଆଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅନୁଭବ ଏବଂ ବର୍ଷା ଉଭୟ ପକ୍ଷ ମଧ୍ୟରେ ମିସିବା ବା ସହମତି ଭିତ୍ତିକ ଆଲୋଚନା ବା ସମାଧାନ ପାଇଁ ଉଭୟ ପକ୍ଷର ଓକିଲଙ୍କୁ ପରାର୍ମଶ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।