Odisha News Portal

ବିବାହିତା ମହିଳା ମରିଗଲେ ବି ପିନ୍ଧନ୍ତୁ ନାହିଁ ଏହି 3ଟି ଜିନିଷ !ନଚେତ୍ ଖୁବ୍ ଶିଘ୍ର ସ୍ବାମୀ ଉପରେ ପିବଦ ଆସିପାରେ ?

ଆଜି ଆମେ ଜାଣିବା ବିବାହିତା ମହିଳା ମାନେ ଏହି ତିନୋଟି ଜିନିଷ ପିନ୍ଧିବା ଦ୍ବାରା ସ୍ବାମୀଙ୍କର ଖୁବ୍ ଶିଘ୍ର ହୋଇପାରେ ମୃତ୍ୟୁ । ବାହାଘର ପରେ ଆପଣଙ୍କ ସ୍ବାମୀ ଆପଣଙ୍କୁ କହିଲେ ମଧ୍ୟ ଏହି ତିନୋଟି ଜିନିଷ ଭୂଲରେ ବି ପିନ୍ଧିବେ ନାହିଁ । ଜଣେ ବିବାହିତ ମହିଳାଙ୍କୁ ଭୂଲରେ ବି ଏହି ତିନୋଟି ଜିନିଷ ପିନ୍ଧିବା ଉଚିତ ନୁହେଁ । ଏହା ପିନ୍ଧିବା ଦ୍ବାରା ଆପଣ ଆପଣଙ୍କ ସ୍ବାମୀଙ୍କର ମୃତ୍ୟୁର କାରଣ ବନିପାରନ୍ତି । ହିନ୍ଦୁ ଧର୍ମର ସଂସ୍କୁତିରେ ବାସ୍ତୁଶାସ୍ତ୍ରକୁ ବହୁତ ମହତ୍ବ ଦିଆ ଯାଇଛି । ଆମେ ଯେକୌଣସି ବି କାମ କରିବା ପୂର୍ବରୁ ବାସ୍ତୁ ବିଷୟରେ ନିଶ୍ଚିୟ ବିଚାର କରିଥାନ୍ତି । କାରଣ ଭବିଷ୍ୟତରେ ଯେମିତି କୌଣସି ଅସୁବିଧା ନଆସୁ ।

ଆଜିକାଲିର ଆଧୁନିକ ସମୟରେ ବିବାହିତ ମହିଳାମାନେ କିଛି ଏପରି ଜିନିଷ ପିନ୍ଧିଥାନ୍ତି କି ଯାହା ବିଷୟରେ ସେମାନଙ୍କୁ ଜଣାନଥିବ । ଏହାଦ୍ବାରା ତାଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପଡିଥାଏ । ଏହାବ୍ୟତିତ ସ୍ବାମୀଙ୍କ ଜୀବନ ଉପରେ ସଂକଟ ଆସିଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ତିନୋଟି ଜିନିଷ ଯାହା ବିବାହିତ ମହିଳାମାନେ ପିନ୍ଧିବା ଆଦୌ ଉଚିତ ହୋଇନଥାଏ ।

1. ଧଳା ଶାଢି –

ଶାସ୍ତ୍ରରେ ଏହା କୁହାଯାଇଛି କି କୌଣସି ବି ମହିଳାଙ୍କୁ ସଂମ୍ପୂର୍ଣ୍ଣ ଧଳାରଙ୍ଗର ସାଢି ପିନ୍ଧିବା ଉଚିତ ନୁହଁ । ଏହା କରିବା ଦ୍ବାରା ଆପଣଙ୍କ ମାନସମ୍ମାନ ଉପରେ ଆଞ୍ଚ ଆସିପାରେ । ଏହାର କାରଣ ହେଉଛି ଧଲା ରଙ୍ଗର ଶାଢି ପିନ୍ଧିବା ଦ୍ବାରା ପରିବ୍ରତା ଧର୍ମ ନଷ୍ଟ ହୋଇଥାଏ ଏବଂ ସ୍ବାମୀ ସ୍ତ୍ରୀଙ୍କ ସଂପର୍କରେ ନକରାତ୍ମକ ଉର୍ଜା ଆଗମନ ହୋଇଥାଏ । ଯଦି ଆପଣ ଧଳା ରଙ୍ଗର ଶାଢି ପିନ୍ଧିବାକୁ ଚାହୁଁଛନ୍ତି ତେବେ ଏପରି ଧଳାଶାଢି ପିନ୍ଧୁନ୍ତୁ ଯେଉଁଥିରେ ଅନ୍ୟରଙ୍ଗ ମିଶିଥିବ ।

2. ପାଦରେ ସୁନା ଧାତୁ ପିନ୍ଧିବା –

ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ପାଦରେ ସୁନାର ପାଉଁଜି ପିନ୍ଧିଥାନ୍ତି କିନ୍ତୁ ଏହା ବିବାହିତା ମହିଳା ପାଇଂ ସଂମ୍ପୂର୍ଣ୍ଣ ଅଶୁଭ ମାନା ଯାଇଥାଏ । ପାଦରେ ସୁନା ପିନ୍ଧିବା ଦ୍ବାରା କୁବେର ମହାରାଜାଙ୍କ ଅପମାନ ହୋଇଥାଏ । ଯାହା ଫଳରେ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ସୁନାକୁ ପାଦରେ ପିନ୍ଧୁନ୍ତୁ ନାହିଁ ।

3. ସିନ୍ଦୁର ଏବଂ ମଙ୍ଗଳ ସୂତ୍ରର ମହତ୍ବ ।

ହିନ୍ଦୁଧର୍ମରେ ସିନ୍ଦୁର ଏବଂ ମଙ୍ଗଳସୂତ୍ରର ବହୁତ ମହତ୍ବ ରହିଛି । ଯଦି ବିବାହିତା ମହିଳା ସିନ୍ଦୁର ନଲଗାଇବେ ତେବେ ଏହା ଶାସ୍ତ୍ରରେ ପାପ ବୋଲି ମାନାଯାଇଥାଏ । ମଙ୍ଗଳସୂତ୍ରରେ ସୁନା ଏବଂ ପିତ୍ତଳ ନ ଲାଗିଲେ ଚଳିବ କିନ୍ତୁ ହଳଦିଆ ସୂତା ରେ କଳା ପୋଥି ଲାଗିଥିବା ଆବଶ୍ୟକ ।ଏଭଳି ମାନ୍ୟତା ରହିଛି କି ମଙ୍ଗଳସୂତ୍ରରେ ହଳଦିଆ ଅଂଶ ମାତା ପାର୍ବତୀ ଏବଂ କଳା ଅଂଶ ଭଗବାନ ଶିବ ହୋଇଥାନ୍ତି । ସେଥିପାଇଂ ପ୍ରତ୍ୟେକ ବିବାହିତ ମହିଳାଙ୍କୁ ମଙ୍ଗଳ ସୂତ୍ର ପିନ୍ଧିବା ଉଚିତ ।