Odisha News Portal

ବିବାହର ପ୍ରଥମ ରାତିରେ କନିଆଁ ସ୍ବାମୀ ଏବଂ ପୁରା ପରିବାରଙ୍କୁ ପଠାଇଦେଲା ହସ୍ପିଟାଲ ! ପୁରା ଘଟଣା ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ ?

ଭାରତରେ ବିବାହକୁ ବହୁତ ହିଁ ସିରିୟଲ ନିଆଯାଇଥାଏ । ବିବାହ ଏମିତି ଏକ ବନ୍ଧନ ଅଟେ ଯାହା କେବଳ ବିଶ୍ୱାସ ଏବଂ କେବଳ ବିସ୍ୱାସ ଉପରେ ବଞ୍ଚି ରହିଥାଏ । ଏହି ବନ୍ଧନ ସାତ ଜନ୍ମ ପର୍ଯ୍ୟନ୍ତ ଚାଲିଥାଏ । ଏହି କାରଣରୁ ବାପା ମା ନିଜ ପିଲା ମାନଙ୍କର ବିବାହରେ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି ଏବଂ ରାସ୍ତାରେ ବହୁତ ଯାଞ୍ଚ କରିଥାନ୍ତି । ମାତ୍ର ବେଳେ ବେଳେ ଏମିତି ହୋଇଥାଏ କି ଆପଣ ମାନେ ଯେତେ ଚେଷ୍ଟା କଲେ ଯେତେ କାମ କଲେ ମଧ୍ୟ ଆପଣ ମାନଙ୍କୁ ଧୋକା ମିଳିଥାଏ । ଏହା ସହିତ ଏବେକା ସମୟରେ ଏହି ସମସ୍ତ ଘଟଣା ଘଟିବା ବହୁତ ସାମାନ୍ୟ କଥା ଅଟେ ।

ଆପଣ ମାନେ ଆଜିକା ସମୟରେ ଯେତେ ଯାଞ୍ଚ କଲେ ମଧ୍ୟ କେଉଁଟି ନା କେଉଁଠି ଆପଣ ମାନଙ୍କୁ ନିଶ୍ଚିତ ରୂପରେ ଧୋକା ମିଳିବ । ଏହିପରି ଏକ ମାମଲା ଉତ୍ତର ପ୍ରଦେଶରେ ସାମ୍ନାକୁ ଆସିଛି ଯେଉଁଠାରେ ଏକ ଦୁଲହନ ପରିବାରର ସମସ୍ତ ସଦସ୍ୟାଙ୍କ ସହିତ ଧୋକା କରିଦେଲା ।

ବାପା ମା ନିଜର ଝିଅର ବିବାହ ପାଇଁ ବହୁତ ଧୁମ ଧାମରେ ତାହାର ଆରମ୍ଭ କରୁଥିଲେ । ବିବାହର ସମସ୍ତ ପ୍ରସ୍ତୁତ ଆରମ୍ଭ ହୋଇଥିଲା । ମାତ୍ର ସେମାନେ ଏହି କଥାରେ ଅଜଣା ଥିଲେ କି ସେମାନେ ଯେଉଁ ଘରେ ବିବାହ କରିବା ପାଇଁ ଯାଉଛନ୍ତି ତାହା ଏକ ଚୋରର ଗେଙ୍ଗ ଅଟେ । ଏହି ମାମଲା ଉତ୍ତର ପ୍ରଦେଶର ଥାନା ଶିକହାଦାବାଦର ଅଟେ ।

ଧର୍ମେନ୍ଦ୍ର ବିବାହର ସମସ୍ତ କାମ ବହୁତ ଧୁମଝଧାମରେ କରିଥିଲେ । ମାତ୍ର ସେ ଏହି କଥାରେ ଅଜଣା ଥିଲେ କି ବିବାହର ପ୍ରଥମ ଦିନରେ ହିଁ ନିଜ ସହିତ ଏବଂ ନିଜର ପିରବାର ସହିତ ଧୋକା ହେବାର ଅଛି । ବିବାହର ପ୍ରଥମ ଦିନରେ ହିଁ ଜିଅ ଜଣକ ତାର ସ୍ୱାମୀ ଏବଂ ପରିବାର ଲୋକଙ୍କୁ ହସ୍ପିଟାଲ ପହଞ୍ଚାଇ ଦେଇଥିଲା ।

ଏହି ବିବାହରେ ପୁଅ ଏବଂ ଝିଅର ପରିବାର ଲୋକ ବହୁତ ହିଁ ଖୁସି ଥିଲେ । ଏହି କାରଣରୁ ଦୁହେଁ ଦୁହିଁଙ୍କ ପ୍ରତି ସକ କରିବାକୁ ଠିକ ଭାବିଲେ ନାହିଁ । ଏହା ପରେ ସେମାନଙ୍କର ବିବାହ କରିଦେଲେ । ବିବାହର ସମସ୍ତ କାର୍ଯ୍ୟ ସରିବା ପରେ ବୋହୂ ଘରକୁ ଆସିଲା । ପରିବାର ଲୋକ ତାହାର ଆଦର ସମ୍ମାନ ସହିତ ଘରକୁ ସ୍ୱାଗତ କରିଲେ ।

ସ୍ୱାଗତ ଏମିତି ଥିଲା ଯାହାକୁ ଦେଖିକରି ନୂଆ କରି ଆସିଥିବା ଲୋଭୀ ବୋହୂର ମନ ସେଥିରେ ଲାଗିଗଲା । ବିବାହ ପରେ ବୋହୂର ଘରୁ ଯେଉଁ ମିଠା ଆସିଥିଲା ସେହି ମିଠାରେ ନିଶା ମିଶା ଯାଇଥିଲା । ଯାହା ପରେ ତାହାକୁ ଖାଇବା ଦ୍ୱାରା ଲୋକମାନେ ବେହୋସ ହୋଇଗଲେ । ସେମାନେ ବେହୋସ ହେବା ପରେ କନ୍ୟା ଜଣକ ସେ ଘରର ସମସ୍ତ ଟଙ୍କା ଏବଂ ଗହଣା ପତ୍ର ନେଇକରି ଘରୁ ପଳେଇ ଆସିଲା । ଏହା ପରେ ସେହି ଘରର ଲୋକମାନେ ଥାନାରେ ଏହି ମାମଲା ଦର୍ଜ କରିଛନ୍ତି । ଏହା ପରେ ମାମଲାର ଯାଞ୍ଚ ଚାଲିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।