Odisha News Portal

ଦେଖନ୍ତୁ କେମିତି ବିବାହର ଗୋଟିଏ ଦିନ ପରେ ସ୍ବାମୀ ସହ ମିଶି ଫୋଟୋ ଉଠାଇଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ ! କଣ ସତରେ ଏମିତି କଲେ……

ବିବାହ ପରେ ଏବେ ପୂରା ବ୍ୟସ୍ତ ଓଡିଆର ଏହି ଚୁଲବୁଲି ନାୟିକା । ଆମେ ଆପଣ ମାନଙ୍କୁ କହୁଛୁ ଓଡିଆର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟଙ୍କ ବିଷୟରେ । ବିବାହ ପରେ ଏବେ ପୂରା ବ୍ୟସ୍ତ ହୋଇ ଯାଇଛନ୍ତି ମାତ୍ର ଫଟୋ ତ ଛାଡୁଛନ୍ତି ସୋସିଆଲ ମିଡିଆରେ ମାତ୍ର ବ୍ୟସ୍ତ ଥିବାରୁ ଖୁବ ଜଣା ପଡୁଛନ୍ତି । ତେବେ ଆପଣ ମାନଙ୍କୁ ଏହି କଥାଟି ବହୁତ ଝଟକା ଭଳି ଲାଗିଥାଇ ପାରେ କାହିଁକିନା ଏଲିନା ପୁଣି କେତେବେଳେ ବିବାହ କଲେ ତାହା କେହି ଜାଣି ନାହାନ୍ତି କେମିତି । ତେବେ ଏମିତି କିଛି ଘଟଣା ଏବଂ ଏମିତି କିଛି କାରଣ ଘଟିଛି ଯେଉଁଥିପାଇଁ ଏଲିନା ବିବାହ କରି ନେଇଛନ୍ତି ।

ତେବେ ନିକଟରେ ଆସିବାକୁ ଯାଉଛି ଚଳଚ୍ଚିତ୍ର ଅରୁନ୍ଧତୀ ୟେଉଁଥିରେ ଏଲିନା ନଜର ଆସିବେ ଏକ ବିବାହ କରିଥିବା ଚରିତ୍ରରେ । ଏଥିରେ ଏଲିନା ଲିଡ ଭୂମିକାରେ ଅଭିନୟ କରିବା ସମୟରେ ଅନ୍ୟ ଅନ୍ୟ ବଡ ବଡ ଆକ୍ଟର ମାନେ ମଧ୍ୟ ରହିଛନ୍ତି ।

ଯେଉଁଥିରେ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ମିହିର ଦାସଙ୍କ ଭଲି ବଡ ବଡ ଆକ୍ଟର ରହିଛନ୍ତି । ତେବେ ଏଲିନାଙ୍କ ଅପଜିଟରେ ଏକ ନବାଗତା ନାୟିକା ଭାବେ ଅବର୍ତ୍ତୀର୍ଣ୍ଣ ହୋଇଛନ୍ତି ହେଣ୍ଡସମ ହ୍ୟାଣ୍ଡ । ଯେଉଁଥିରେ କି ଏହି ଚଳଚ୍ଚିତ୍ରରେ ଏଲିନା ସେହି ହିରୋ ସହ ରୋମାଣ୍ଟିକ ହେବାର ମଧ୍ୟ ଦୋଖା ଯାଇଛି ।

ଏହା ସହ ସେହି ଅରୁନ୍ଧତୀ ଚଳଚ୍ଚିତ୍ରଟି ଏବେ ସୁଟିଙ୍ଗ ଚାଲିଅଚି ଏହା ସହ ତାହା ବହୁତ ଶୀଘ୍ର ପ୍ରେକ୍ଷାଳୟକୁ ମଧ୍ୟ ଆସିଯିବ । ସୁଟିଂ ସମୟର ଫଟୋ ଗୁଡିକ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ କି ଏଲିନା ମଥାରେ ସିନ୍ଦୁର ଏବଂ ହାତରେ ଚୁଡି ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ପରେ ଫଟୋ ଫଟୋ କ୍ଲିକ କରି ନିଜର କୋ ଆକ୍ଟରଙ୍କ ସହିତ ଛାଡିବାର ଦେଖିବାକୁ ମିଳୁଛି ଏବଂ ଏହା ବହୁତ ମାତ୍ରାରେ ବାଇରାଲ ହେବାରେ ଲାଗିଛି ।

ତେବେ ଏଲିନା ବିବାହ ବନ୍ଧନରେ ବାନ୍ଦି ହେଲେ ଏବଂ ତାଙ୍କର ଗୁପ୍ତରେ ହୋଇଗଲା ବୋଲି ଏହି କଥାକୁ ସଂପୂର୍ଣ୍ଣ ଭାବରେ ମିଛ ବୋଲି କହିଛନ୍ତି ଏଲିନା । ଏଲିନା କହିଛନ୍ତି ତାଙ୍କର ନୂଆ ଚଳଚ୍ଚିତ୍ର ଅରୁନ୍ଧତୀ ସୁଟିଂ ହେବାର ଲାଗିଛି ଯେଉଁଥିରେ ସେ ବିବାହିତାର କ୍ୟାରେକଟର କରୁଛନ୍ତି । ଏହା ସହିତ ସେ ଏକ ଦମଦାର କ୍ୟାରେକଟରରେ ଲୋକ ମାନଙ୍କ ସାମ୍ନାକୁ ଆସିବେ ଏବଂ ଲୋକମାନେ ମଧ୍ୟ ଆଗରୁ ଯେମିତି ତାଙ୍କୁ ପସନ୍ଦ କରୁଥିଲେ ଏବେ ମଧ୍ୟ ସେମିତି ପସନ୍ଦ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।