Odisha News Portal

ବିବାହ ପରେ ମହିଳା ମାନେ କାହିଁକି ମୋଟା ପଡିଯାଆନ୍ତି , କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…..

ଓଜନ ବଢିବା ମହିଳା ମାନଙ୍କର ସବୁଠୁ ବଡ ସମସ୍ୟା ଅଟେ । ଏହା ସହିତ ବିବାହ ପରେ ମୋଟା ହେବା ସବୁଠାରୁ ବଡ ସମସ୍ୟା ହୋଇ ଛିଡା ହୋଇଥାଏ । ଆପଣ ମାନେ ତ ନିଶ୍ଚିତ ଶୁଣିଥିବେ କି ତାର ବିବାହ ପରେ ସେ ମୋଟା ହୋଇଗଲା । ଆମର ଭାରତରେ ଏର ପରୀକ୍ଷାରୁ ଜଣାପଡିଛି କି 100 ରୁ 80 ପ୍ରତିଶତ ଦମ୍ପତ୍ତି ମାନଙ୍କର ଓଜନ ବଢିଥାଏ । ଏହି ଓଡନ ବଢିବା ବିଶେଷ କରି ମହିଳା ମାନଙ୍କ ପାଖରେ ଦେଖା ଦେଇଥାଏ । ତେବେ କଣ ପାଇଁ ମହିଳା ମାନେ ମୋଟା ପଡିଯାଆନ୍ତି ଆସନ୍ତୁ ଜାଣିବା ।

1–ଦାୟିତ୍ୱହୀନତା


ଝିଅ ମାନେ ନିଜର ଓଜନ ଏବଂ ସୁନ୍ଦରତା ଉପରେ ବିଶେଷ ବାବରେ ଧ୍ୟାନ ଦେଇଥାନ୍ତି । ଏଥିପାଇଁ ନିୟମିତ ବାବରେ ସେମାନେ ବ୍ୟାୟାମ ମଧ୍ୟ କରିଥାନ୍ତି । ମାତ୍ର ବିବାହ ପରେ ସେମାନେ ନିଜ ଜୀବନରେ ଏତେ ବ୍ୟସ୍ତ ହୋଇଯାଆନ୍ତି କି ନିଜର ଶରୀର ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ କି ବ୍ୟାୟାମ ମଧ୍ୟ କରନ୍ତି ନାହିଁ । ଯାହା ଦ୍ୱାରା କି ସେମାନଙ୍କର ଓଜନ ଧୀରେ ଧୀରେ ବଡିବା ପାଇଁ ଲାଗେ ।

2–ନଶୋଇବା

ବିବାହ ପରେ ସୋଇବାର ସମୟ ମଧ୍ୟ ବଦଳି ଯାଇଥାଏ । ଏହା ପରେ କେତେ ସଥର ଟିକ ବାବରେ ମହିଳା ମାନେ ଶୋଇ ପାରିନଥାନ୍ତି । ଏହା ହେଉଚି ମହିଳା ମାନଙ୍କର ଓଜନ ବଢିବାର ବହୁତ ବଡ କାରଣ ହୋଇଥାଏ ।

3–ପ୍ରାଥମିକାତ ବଦାଳାଇବା

ବିବାହ ପରେ ଝିଅ ମାନଙ୍କର ପ୍ରାଥମିକତା ବଦଳି ଯାଇଥାଏ । ଝିଅ ମାନେ ବିବାହ କରିବା ପରେ ନିଜର ସ୍ୱାମୀ ଏବଂ ଅନ୍ୟ ସଦସ୍ୟଙ୍କ ଉପରେ ନିଜର ଖାଇବା ଟାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସମସ୍ତ ରୁଟିନକୁ ବଦଳାଇ ଦେଇଥାନ୍ତି । ଯେଉଁଥିପାଇଁ ସେମାନଙ୍କ ନିଜର ଶରୀରକୁ ସମୟ ଦେବା ପାଇଁ ଟାଇମ ମିଲେ ନାହିଁ । ଯେଉଁଥିପାଇଁ ମହିଳା ମାନଙ୍କର ଓଜନ ଧୀରେ ଧୀରେ ବଜିବାରେ ଲାଗିଥାଏ ।

4–ହରମୋନ ବଦଳିଯିବା

ବିବାହିତ ଜୀବନର ଆରମ୍ଭ ସହିତ ମହିଳା ମାନଙ୍କର ହରମୋନ ମଧ୍ୟ ବଦଳିଥାଏ । ବିବାହିତ ମହିଳା ମାନେ ସମ୍ବଦ୍ଧ ରଖିଲେ ଓଜନ ବଢିବାର ସମ୍ଭାବନା ବହୁତ ଅଧିକ ରହିଥାଏ । ଏହା ବ୍ୟତୀତ ଆପମ ମାନେ ନିଜେ ସୁରକ୍ଷିତ ରହିବା ପାଇଁ ନିରୋଧକ ଔଷଧ ମଧ୍ୟ ବ୍ୟବହାର କରିଥାନ୍ତି । ଯାହା ଆପଣଙ୍କର ଶରୀରର ଓଜନ ବଢିବାରେ ବହୁତ ସହାୟକ ହୋଇଥାଏ ।

5–ବାହାରର ଖାଦ୍ୟ ଖାଇବା

ନୂଆ ବିବାହ କରିଥିବା ଦମ୍ପତ୍ତି ମାନେ ହୋଟେଲରେ ଖାଦ୍ୟ ଖାଇଥାନ୍ତି । ଯାହା ଦ୍ୱାରା ଅଦିକ କ୍ୟାଲେରୀ ଯୁକ୍ତ ଖାଦ୍ୟ ଖାଇବାରୁ ସେମାନଙ୍କର ଓଜନ ବଡି ଯାଇଥାଏ ।

6–ବୟସ

ବର୍ତ୍ତମାନ ସମୟରେ 28 ରୁ 30 ବର୍ଷର ଲୋକମାନେ ବିବାହ କରିଥାନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି କି 30 ବର୍ଷ ବୟସରେ ଲୋକମାନଙ୍କ ଶରୀରରେ ମେଟାବୋଲିଜିମ କମିଯାଇଥାଏ । ଏଥିପାଇଁ 30 ବର୍ଷ ପାର ପରେ ଲୋକମାନଙ୍କ ମୋଟାପଣ ବଡିବାକୁ ଲାଗେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।