Odisha News Portal

ଅଜବ ପରମ୍ପରା ! ବିବାହ ପୂର୍ବରୁ ସଂପର୍କ ରଖିଲେ ଏହିଠାରେ ତାହାକୁ ମାନାଯାଏ ଶୁଭ , ରହିଛି ଏହି ଖାସ୍ କାରଣ ଯାହା ପାଇଁ ବିବାହ ଆଗରୁ ଶାରୀରିକ ସମ୍ପର୍କ ରଖାଯାଏ ?

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯେଉଁ କଥାଟି ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଆପଣ ମାନେ କେବେ ଦେଖିଛନ୍ତି କି ବିବାହ ପୂର୍ବରୁ କେହି ଯୁବତୀ ପିଲା ଜନ୍ମ କରିବା ଏହା ସହିତ ତାର ଘର ଲୋକମାନେ ଏହାକୁ ବିରୋଧ ନକରିବା । ତେବେ ଏହା ଆପଣ ମାନେ କେବେ ଦେଖିନଥିବେ କାରଣ ଏହି ପ୍ରକାର କଥା କେବେ ମଧ୍ୟ ହୋଇନଥାଏ । ମାତ୍ର ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥା କହିବୁ ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି କଥାଟି ।

ବାହାଘର ପୂର୍ବରୁ ଯୁବକ ଯୁବତୀ ଏକାଠି ରୁହ , ଏମିତି ଅନୁମତି ଦିଅନ୍ତି ଘର ଲୋକେ । ଏପରିକି ବିବାହ ପୂର୍ବରୁ ଯୁବତୀ ଗର୍ଭବତୀ ହେଲେ କିଛି ଯାଏ ଆସେ ନାହିଁ । ତେବେ ଏହି ଗର୍ଭବତୀ ହେବାକୁ ଶୁଭ ବୋଲି ଭାବି ନିଅନ୍ତି ପରିବାର ଲୋକେ । ଲିଭ ଇନରେ ରହିଲେ ଉଭୟ ଯୁବକ ଯୁବତୀ ପରସ୍ପରକୁ ବୁଝିପାରନ୍ତି ।

ଯେଉଁଥିପାଇଁ ପରିବାର ଲୋକେ ଯୁକବ ଯୁବତୀ ମାନଙ୍କୁ ଲିଭ ଇଲରେ ରହିବା ପାଇଁ ଅନୁମତି ପ୍ରଦାନ କରିଥାନ୍ତି । ତେବେ ଏହାକୁ କେହି ବିରୋଧ ନକରି ସମସ୍ତେ ସମର୍ଥନ କିରଥାନ୍ତି । ବିବାହ ପୂର୍ବରୁ ଯୁବକ ଯୁବତୀ ଲିଭ ଇନରେ ରହିବା ଠିକ ନୁହେଁ ବୋଲି ଭାରତରେ ବିଶ୍ୱାସ କରାଯାଏ । ପରିବାର ଲୋକେ ନିଭ ଇନ ସଂପର୍କକୁ ବିରୋଧ ମଧ୍ୟ କରିଥାନ୍ତି ।

ଏମିତିକି ଗ୍ରାମର ଲୋକମାନେ ଲିଭ ଇନ ସଂପର୍କକୁ ପାପ ବୋଲି କହିଥାନ୍ତି । ସେଥିପାଇଁ ତ ଲିଭ ଇନରେ ରହୁଥିଲେ ସେମାନଙ୍କୁ ସମାଜ ଖରାପ ନଜରରେ ଦେଖିଥାଏ । ମାତ୍ର ଭାରତରେ ଏମିତି ଏକ ରାଜ୍ଯ ଅଛି ଯେଉଁଠାରେ ଯୁବତୀ ଲିଭ ଇନରେ ରହିଲେ ସେଠାରେ କାହାକୁ କୌଣସି ଫରକ ପଡିନଥାଏ ବରଂ ଏହାକୁ ସମସ୍ତେ ସମର୍ଥନ ମଧ୍ୟ କରିଥାନ୍ତି । ଯଦି ଆପଣ ମାନେଏହାକୁ ମନ ଗଢା କାହାଣୀ ବୋଲି ଭାବୁଛନ୍ତି ତଥାପି ଏ କଥାଟି ସତ୍ୟ ଅଟେ । ରାଜସ୍ଥାନରେ ରହୁଥିବା ଗରାସିୟା ସଂପ୍ରଦାୟ ବିବାହ ପୂର୍ବରୁ ଯୁବକ ଯୁବତୀ ପିଲା ଜନ୍ମ ହେବାକୁ ଶୁଭ ବୋଲି ମନେ କରିଥାନ୍ତି ।

ଗରୀସିୟା ସଂପ୍ରଦାୟରେ ପ୍ରଥମ ବିବାହ ମେଳା ହୋଇଥାଏ , ମେଳାରେ ଯୁବକ ଯୁବତୀ ମାନେ ପରସ୍ପରକୁ ପସନ୍ଦ କରିଥାନ୍ତି । ଏହା ପରେ ସେମାନେ ବିବାହ ନକରି ଲିଭ ଇନରେ ରହିଥାନ୍ତି । ଏହା ପରେ ସେମାନଙ୍କର ସନ୍ତାନ ପ୍ରାପ୍ତି ପରେ ପର ସ୍ପରକୁ ବିବାହ କରିଥାନ୍ତି । ଏହି ପରମ୍ପରା ବହୁତ ଆଗରୁ ଏହିଠାରେ ଚଳି ଆସୁଛି । ଭାରତରେ ଲିଭ ଇନ ସଂପର୍କ ପାଇଁ ଆଇନ ମଧ୍ୟ ରହିଛି । ଏହି ନିୟମ ପାଳନ କରି ଯୁବକ ଯୁବତୀ ଲିଭ ଇନରେ ରହିପାରିବେ । ମାତ୍ର ଭାରତୀୟ ସମାଜରେ ଆଜି ଯାଏ ଏହି ପ୍ରଥାକୁ ମାନ୍ୟତା ମିଳିନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।