Odisha News Portal

ଆଶ୍ଚର୍ଯ୍ୟଜନକ ଘଟଣା !ବିବାହର ସାତ ଦିନ ପରେ କନିଆଁ ଜନ୍ମ ଦେଲା ସନ୍ତାନ ! ପିଲାର ପିତା ନାଁ ଶୁଣି ସ୍ବାମୀର ଏମିତି ଅବସ୍ଥା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ……

ଆଜିର ସମାଜରେ ଏବେକା ସମୟରେ ଯେଉଁ ଅପରାଧର ମାମଲା ସାମ୍ନାକୁ ଆସୁଛି ତାହା ତ ବହୁତ କିଛି କଥା ରହିଥାଏ । ମାତ୍ର ଆଜି ଆମେ ଆପଣ ମାନଙ୍କୁ ଯେଉଁ ମାମଲା ବିଷୟରେ କହିବୁ ତାହା ଉନ୍ରାବ ଜିଲ୍ଲାର ଅଟେ । ଯେଉଁଠାରେ ବିବାହର 17 ଦିନ ପରେ ଜଣେ ମହିଳା ଜନ୍ମ ହେଲେ ଏକ ସନ୍ତାନକୁ । ତେବେ ସେହି ମହିଳାଟି ଲକ୍ଷ୍ମୌର ବନତ୍ରା ଥାନା କ୍ଷେତ୍ରରେ ରଙୁଥିବା ବାପା ମା ଏବଂ 11 ଜଣ ଲୋକଙ୍କ ଉପରେ ଶାରିରୀକ ଶୋଷଣର ଆରୋପ ଲଗାଇଥିଲେ । ଏହି ମାମଲାଟି ବଲ୍ଥରା ଥାନାର ଅଟେ ବୋଲି କୁହାଯାଉଛି । ତେବେ ଏହି ବନ୍ଥରା ଥାନାର ଏସିପି ଆଇଜିଙ୍କୁ ଏତ ପତ୍ର ଦେଇ କରି ତାଙ୍କର ବନ୍ଥରା ପୋଲିସଙ୍କର ବିବେଚନା କରିବାର କଥା କହିଥିଲେ । ତାଙ୍କ କହିବା ପରେ ସେହି ରିର୍ପୋଟ ଉନ୍ରାବରେ ଦର୍ଜ ହୋଇଥିଲା ।

ଏହା ଦର୍ଜ ହେବା ପରେ ଏସିପିଙ୍କର ସେହି କଥାକୁ ସେଠିକାର ଆଇଜି ତାହାକୁ ଗ୍ରହଣ କରିନଥିଲେ । ଏହା ସହିତ ସେ ଉନ୍ରାବ ପୋଲିସର ବିବେଚନା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହା ପରେ ସେହି ଥାନାର ମହିଳା ପୋଲିସ ଏହି ଘଟଣାର ଯାଞ୍ଚ କରିବା ଆରମ୍ଭ କରିଦେଇଥିଲେ ।

ତେବେ ପ୍ରକୃତ ଘଟଣା ବିଷୟରେ କୁହାଯାଉଚି କି ଲକ୍ଷ୍ମୌର ବନ୍ଥାରା ଥାନାରେ ଏହି ମହିଳାର ବିବାହ 19 ଅପ୍ରେଲ 2019 ରେ ହୋଇଥିଲା ଉନ୍ରାବ କ୍ଷେତ୍ର ର ଏକ ଗାଁରେ ହୋଇଥିଲା । ଏହା ପରେ ବିବାହର 17 ଦିନ ପରେ ଅର୍ଥାତ 6 ମଇରେ ସେହି ବୋହୂଟି ଏକ ସନ୍ତାନ ଜନ୍ମ ଦେଲା ।

ତେବେ ବିବାହରେ 17 ଦିନ ପରେ ସନ୍ତାନ ଜନ୍ମ ହେବା ପରେ ଶାଶୁଘର ଲୋକମାନେ ଯେତେବେଳେ ବୋହୂକୁ ଏହି କଥା ବିଷୟରେ ପଚାରିଲେ ତେବେ ସେ କହିଲା ତାର ପିତା ଏହା ସହ ତାର ଚେଚର ଭାଇ ବ୍ୟତୀତ ଗାଁର ପୂର୍ବ ପ୍ରଧାନ ସମେତ 11 ଜଣ ଲୋକଙ୍କ ଉପରେ 13 ବର୍ଷ ବୟସରେ ଶାରିରୀକ ଶୋଷଣ କରିବାର ଆରୋପ ଲଗାଇଥିଲା ।

ଏହା ପରେ ତାର ଶାଶୁଘର ଲୋକମାନେ ପୀଡିତାକୁ ନେଇ କରି 28 ଡିସେମ୍ବର ରେ ଏସିପି ସହିତ ଦେଖା କରିଥିଲେ । ଏହା ପରେ ଏହି ମାମଲାର ଗଭୀରତାକୁ ଦେଖିକରି ମହିଳା ଥାନା ପ୍ରବାରୀ ସୁନୀତା ଚୌରାସିଆଙ୍କୁ ରିର୍ପୋଟ ଦର୍ଜ କରିବାର ନିର୍ଦ୍ଦେଶ ଦେଇଥିଲେ । ତାହା ପରେ ଦିନ ଅର୍ଥାତ 29 ଡିସେମ୍ବରକୁ ମହିଳା ଥାନା ପୋଲିସ ରିର୍ପୋଟ ଦର୍ଜ କରି ଏହି ବିଷୟରେ ଯାଞ୍ଚ କରିବା ଆରମ୍ଭ କରିଦେଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।