Odisha News Portal

ଦେଖନ୍ତୁ ଭିଡିଓ , ବିବାହ ପରେ ଶାଶୁଘରେ କେମିତି ରହୁଛନ୍ତି ଦିପ୍ତିରେଖା , ଶାଶୁ ଶଶୁର ଏବଂ ସ୍ବାମୀ ଙ୍କ ସହିତ କେମିତି ଦିନ କାଟୁଛନ୍ତି ଜାଣନ୍ତୁ…..

ଗତ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଦି ହୋଇଛନ୍ତି ଓଲିଉଡର ଲୋକପ୍ରିୟ ଗାୟିକା ଦିପ୍ତିରେଖା ପାଢି । ଓଲିଉଡର ଫେମସ ସିଙ୍ଗର ବା ମେଲୋଡି କୁଇନ ଦିପ୍ତିରେଖା ଏବେକା ସମୟରେ ବିବାହ ବନ୍ଧନରେ ଆବଦ୍ଧ । । ଦିପ୍ତି ରେଖା ପ୍ରଥମେ ରାଜକନ୍ୟା ସିରିଏଲରେ ନିଜର ଜୀବନ ଆରମ୍ଭ କରି ପରେ ସଂଙ୍ଗିତ ଜୀବନରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ମାତ୍ର ପରେ ବହୁତ କମ ସମୟରେ ସେ ଲୋକମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ତାହା ପୁଣି ହେଉଛି ଗୋଟିଏ ସିଙ୍ଗର ହିସାବରେ ।

ଦିପ୍ତିଙ୍କ କଣ୍ଟ ଏତେ ମଧୁର ଯେ ତାଙ୍କର ସ୍ୱରକୁ ସମସ୍ତେ ପସନ୍ଦ କରନ୍ତି ଏବଂ ତାଙ୍କର ସମସ୍ତ ଗୀତକୁ ଲୋକମାନେ ବହୁତ ଭଲ ପାଇବା ମଧ୍ୟ ଦେଇଥାନ୍ତି । ପ୍ରେମାନନ୍ଦଙ୍କ ସଂଙ୍ଗିତର ଅନେକ ରୋମାଣ୍ଟିକ ଏବଂ ହିଟ ସଙ୍ଗ ଓଡିଆ ସଂଙ୍ଗିତ ଜଗତକୁ ପ୍ରଦାନ କରିଛନ୍ତି ।

ଏହା ସହ ଆଇଟମ ସଙ୍ଗରେ ମଧ୍ୟ ନିଜର କଣ୍ଟଦାନ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି ଦିପ୍ତିରେଖା । ଦିପ୍ତିରେଖା ପ୍ରାୟ 200 ଅଧିକ ସମସ୍ତ ଗୀତ ଯେମିତିକି ଭଜନ , ଆଇଟମ ଏବଂ ପିଲ୍ମରେ ଗାଇ ଲୋକମାନଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି । ତେବେ ଏବେ ତ ଦିପ୍ତି ବିବାହ ବନ୍ଧନରେ ବାନ୍ଦି ହୋଇସାରିଛନ୍ତି , ତେବେ ଏହା ପରେ ସେ କଣ କରୁଛନ୍ତି ଆଜି ଆମେ ଆପଣ ମାନଙ୍କୁ ସେ ବିଷୟରେ କହିବୁ ।


ଦିପ୍ତି ଗତ କିଛି ଦିନ ତଳେ ଖୋର୍ଦ୍ଦାର ଶିଳ୍ପପତି ସୌମ୍ୟରଞ୍ଜନଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ବର୍ତ୍ତମାନ ତାଙ୍କର ଶାଶୁଘର ଅର୍ଥାତ ଭୁବନେସ୍ୱରରେ ରହୁଛନ୍ତି । ଦିପ୍ତିରେଖା ପାଢିଙ୍କ ବାହାଘରରେ ଓଲିଉଡର ସମସ୍ତ ଗାୟକ ଏବଂ ଗାୟିକା ମାନେ ଯୋଗଦାନ କରିଥିଲେ । ବିବାହ କରି ଦିପ୍ତି ଏବେ ଶାଶୁଘରେ ବହୁତ ଖୁସିରେ ରହିଛନ୍ତି , ତେବେ ଏବେ ହିଁ ତାଙ୍କର ବିବାହ ହୋଇଛି , ସମସ୍ତଙ୍କ ସହ ମିଶିବା ପାଇଁ ତାଙ୍କୁ କିଛି ସମୟ ଲାଗିବ । ଏହା ବ୍ୟତୀତ ମଧ୍ୟ ଦିପ୍ତି ତାଙ୍କର ଶାଶୁଘରେ ବହୁତ ଖୁସିରେ ରହିଛନ୍ତି ବୋଲି ଜଣାପଡୁଛି ।

ଦିପ୍ତି ଜଣେ ସିଙ୍ଗର ଏବଂ ତାଙ୍କର ସ୍ୱାମୀ ଜମେ ବିଜନେସ ମ୍ୟାନ ଅଟନ୍ତି । ବିବାହରେ ଦୁଇ ଜଣ ବହୁତ ଖୁସି ଥିଲେ , ଏହା ସହ ଏହି ବିବାହ ସମସ୍ତ କୋଭିଡ ନିୟମକୁ ମାନି କରି କରାଯାଇଛି । ବହୁତ ନିଡାଡମ୍ବରରେ ଏହି ବିବାହ ହୋଇଛି । ତେବେ ଦିପ୍ତିଙ୍କର ଫ୍ୟାନ ମାନଙ୍କ ମନରେ ଏବେ ଏହି କଥା ଉଙ୍କି ମାରୁଛି କି । ଦିପ୍ତି ହଠାତ କାହିଁକି ଲକଡାଇନ ସମୟରେ ବିବାହ କଲେ । ତେବେ ଦିପ୍ତିଙ୍କର ବିବାହ ଜୀବନ କିପରି ଆଗକୁ ଶୁଭମୟ ହେବ ଆମର ସେ ନେଇ ଭଗବାନଙ୍କ ନିକଟରେ କାମନା କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।