Odisha News Portal

ଏତେ ଦିନ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ ପପୁଲାର SINGER ଦିପ୍ତୀରେଖା,! ଜାଣନ୍ତୁ ସେ କାହାଙ୍କୁ କଲେ ବିବାହ….ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫୋଟୋ…

ବିବାହ କରିଲେ ଓଲିଉଡ ପପୁଲାର ସିଙ୍ଗର ଦିପ୍ତୀରେଖା । ଏକ ଘରୋଇ ଚ୍ୟାନାଲରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପପୁଲାର ସିରିଏଲ୍ ରାଜକନ୍ୟାର ଲିଡ୍ ଆର୍ଟିଷ୍ଟ ଭାବେ ସେ ଘରେ ଘରେ ଖୁବ୍ ପରିଚିତ ଥିଲେ । ପରେ ସେ ନିଜର ଅଭିନୟ କ୍ୟାରିୟରକୁ ଛାଡି ସଂଗୀତ ଦୁନିଆରେ ପାଦ ରଖିଲେ । ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦଙ୍କ ଗାଇଡେନ୍ସରେ ସେ ନିଜର ସଂଗୀତ କ୍ୟାରିୟରେ ବହୁତ ସଫଳତା ମଧ୍ୟ ପାଇଛନ୍ତି ଏବଂ ଆଗକୁ ଓଲିଉଡ ଇଣ୍ଡଷ୍ଟ୍ରକୁ ତାଙ୍କର ସୁମଧୁର କଣ୍ଠରେ ଅନେକ ଗୁଡିଏ ଗୀତ ଭେଟିଦେବେ । ତେବେ କୋଭିଡର ଏହି ଜଟିଳ ପରିସ୍ଥିତିରେ ସରକାରଙ୍କ କୋଭିଡ ନିୟମକୁ ମାନି ଖୁବ୍ ନିରାଡମ୍ବର ଭାବରେ ଦିପ୍ତୀଙ୍କ ବିବାହ କାର୍ୟ୍ୟ ସରିଛି ।

ଖୌର୍ଦ୍ଧାର ବିଜେନେସ୍ ମ୍ୟାନ ସୌମ୍ୟରଞ୍ଜନଙ୍କୁ ଦିପ୍ତୀରେଖା ନିଜର ଜୀବନସାଥୀ ରୂପେ ବାଛିଛନ୍ତି । ଏହି ଅବସରରେ ଓଡିଶା ସିନେମା ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ କଳାକାର ମାନେ ଯୋଗ ଦେଇ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆଶିର୍ବାଦ କରିଥିଲେ ।

ତେବେ ଏହି କଥା ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ ଏବେ ଦିପ୍ତିରେଖା ଙ୍କୁ ଭଲ ପାଉଥିବା ଅନେକ ଫ୍ୟାନ୍ ଙ୍କ ମଧ୍ୟରେ ଏବେ ଦୁଃଖର ଛାୟା ଖେଳି ଯାଇଛି । କାହିଁକି ନାଁ ଦିପ୍ତି ରେଖା କେବଳ ଗୀତ ମାଧ୍ୟମରେ ନୁହେଁ ବରଂ ତାଙ୍କ ରୂପ ମାଧ୍ୟମରେ ମଧ୍ୟ ଲୋକ ମାନଙ୍କର ହୃଦୟକୁ ବେଶ୍ ଜିଣିଥିଲେ ।

ତେବେ ଦିପ୍ତି ରେଖା ଙ୍କ କଣ୍ଠ ଯେତିକି ସୁନ୍ଦର ସେ ଦେଖିବୂାକୁ ମଧ୍ୟ ସେତିକି ସୁନ୍ଦର । ଏହା ଛଡା ଦିପ୍ତି ରେଖା ଙ୍କୁ ଆପଣ ମାନେ ଜାଣିଥିବେ , ଅନେକ ଓଡିଆ ହିଟ୍ ଗୀତରେ ଦିପ୍ତିରେଖା କଣ୍ଠ ଦାନ କରିଛନ୍ତି । ଯେତେବେଳେ ଓଡିଶା ରେ କୌଣସି ହିଟ୍ ଗୀତଟିଏ ଆଗକୁ ଆସେ ତାହା ଦିପ୍ତିରେଖା ଙ୍କ କଣ୍ଠ ରୁ ପ୍ରାୟତଃ ଶୁଣିବାକୁ ମିଳେ । ଆଉ ଏହା ସହିତ ଦିପ୍ତିରେଖା ଙ୍କ ଉପରେ ଭରଷା ରଖନ୍ତି ମ୍ୟୁଜିକାଲ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ।

ପ୍ରେମାନନ୍ଦ ଙ୍କ ସମସ୍ତ ଗୀତରେ ଦିପ୍ତିରେଖା ଙ୍କୁ ଆପଣ ମାନେ ନିଶ୍ଚୟ ପାଇବେ । ତାଙ୍କର ସୁନ୍ଦରତା ପାଇଂ ମଧ୍ୟ ସେ ଅନେକ ଚଳଚିତ୍ରରେ ଅଭିନୟ କରି ସାରିଛନ୍ତି । ତେବେ ଗୋଟିଏ ଚଳଚିତ୍ରରେ ସେ ଉଭୟ ଗୀତ ଗାଇବା ସହିତ ଅଭିନୟ କରୁ ଥିବାର ନଜରର ଆସିଥିଲେ । ଆଉ ଏହା ପୂର୍ବରୁ ସେ ପ୍ରଥମେ ପ୍ରଥମେ ଗୀତ ଗାଇଥିଲେ ଏବଂ ତାପରେ ସେ ଏକ ଧାରାବାହିକରେ ହିରୋଇନ୍ ଭାବେ ଅଭିନୟ କରିଥିଲେ ।


ଏହାପରେ ପୁଣି ଥରେ ନିଜର ଗୀତ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଗୀତରେ ବହୁତ ସଫଳତା ପାଇବା ପରେ ସେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଦିପ୍ତୀରେଖା ଙ୍କ ବିବାହ ବନ୍ଧନରେ ତାଙ୍କର ସିଙ୍ଗର ବନ୍ଧୁ ମାନଙ୍କ ସହିତ ମ୍ୟୁଜିକ ଡାଇରେକ୍ଟର ପ୍ରେମାନନ୍ଦଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା । ଏଥିରେ ଦିପ୍ତୀରେଖା ବହୁତ ଖୁସି ଥିବାର ଜଣାପଡିଥିଲେ । ବିବାହ ପରେ ମଧ୍ୟ ତାଙ୍କର କ୍ୟାରିୟର ଉପରେ ଏହା କୌଣସି ପ୍ରଭାବ ପକେଇବ ନାହିଁ ଆଉ ସେ ଯେମିତି ଆଗରୁ ଗୀତ ଗାଉଥିଲେ ସେମିତି ଗାଇବେ ବୋଲି ସ୍ପଷ୍ଟ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।