ବିବାହିତ ମହିଳା ଙ୍କୁ କେମିତି ପଟେଇବେ , ଅତି ସହଜ ବଶିକରଣ , କେବଳ ଏହି ଗୋଟିଏ ମନ୍ତ୍ର କହିଦିଅନ୍ତୁ …..

ତେବେ ଆଜି୍ ଆମେ ଆପଣ ମାନଙ୍କୁ ଗୋଟିଏ ନିଆରା କଥା ବିଷୟରେ କିଛି ଜଣାଇବାକୁ ଯାଉଛୁ । ତେବେ କଣ ଆପଣ ଜଣେ ବିବାହିତା ମହିଳାଙ୍କୁ ପସନ୍ଦ କରୁଛନ୍ତି କି ? ଆପଣ ଚାହୁଁଛନ୍ତି କି ସେ ବି ତୁମକୁ ପସନ୍ଦ କରନ୍ତୁ ? ସେ ବି ତୁମକୁ ପ୍ରେମ କରନ୍ତୁ ଏବଂ ଆପଣ ସେ ବିବାହିତା ମହିଳାଙ୍କୁ ନିଜ ଆୟତରେ ରଖିବାକୁ ଚାହୁଁଛନ୍ତି କି ? ତାଙ୍କୁ ବଶୀଭୂତ କରି ନିଜ କାବୁରେ ରଖିବାକୁ ଚାହୁଁଛନ୍ତି କି ? ତେବେ ସେ ସବୁ ସମ୍ଭବ କେବଳ ଏହି ଉପାୟ ଦ୍ବାରା । ଏହି ଉପାୟକୁ ଆପଣାନ୍ତୁ ନିହାତି ସଫଳତା ପାଇବେ ।

ହଁ ଆଜ୍ଞା ଏହା ଏକ ବହୁତ ଶକ୍ତିଶାଳୀ ଉପାୟ । ଏହି ଉପାୟକୁ ପ୍ରୟୋଗ କରି ଆପଣ କୌଣସି ବି ବିବାହିତ ମହିଳାଙ୍କୁ ନିଜ ବଶରେ କରି ପାରିବେ । ଉପାୟଟି ସଂମ୍ପୂର୍ଣ୍ଣ ସରଳ, ତେବେ ଏମିତି ଦୁଇଟି ଶବ୍ଦ କହି ଯେକୌଣସି ମହିଳା ବା ନାରୀଙ୍କୁ ନିଜ ବଶରେ କରି ପାରିବେ ।

ହି ଉପାୟକୁ କରିବା ପାଇଁ ଆବଶ୍ୟକ ସାମଗ୍ରୀ ହେଉଛି –
1. ଯାହାକୁ ବଶରେ କରିବେ ତା ପାଦ ତଳର ମାଟି2. ନାଲି କପଡା3. ଗୋଟିଏ ଲେମ୍ବୁ 4. ଗୋଟିଏ ଚାମଚ ସିନ୍ଦୁର5. ଦୁଇଟି ବାଦାମ ଚଣା6. ଗୋଟିଏ ନାଲି ସୂତା7. ଆପଣଙ୍କର ମୁଣ୍ଡର ଗୋଟିଏ ବାଳ

ଉପାୟଟି କେମିତି କରିବେ –

ଆପଣ ପୂ୍ର୍ବରୁ ଯେଉଁ ଲେମ୍ବୁ ନେଇଛନ୍ତି ତାହାକୁ ଦୁଇ ଭାଗରେ କାଟି ଦିଅନ୍ତୁ । ଏହାପରେ ଉଭୟ ଫାଳର ମଝି ଭାଗରେ ଯାହାକୁ ବଶି କରଣ କରିବାକୁ ଚାହୁଁଛନ୍ତି ତାହାର ପାଦ ତଳର ମାଟିକୁ ଲଗେଇ ଦିଅନ୍ତୁ । ଏହାପରେ ଦୁଇ ଭାଗ ମଝିରେ ଆପଣଙ୍କର ମୁଣ୍ଡର ସେହି ବାଳକୁ ରଖି ଦିଅନ୍ତୁ ଏବଂମ ସେହି ଦୁଇ ଭାଗକୁ ଯୋଡି ଦେଇ ତାହାକୁ ନାଲି ସୁତାରେ ବାନ୍ଧି ଦିଅନ୍ତୁ । ପରେ ସେହି ଲେମ୍ବୁକୁ ନେଇ ଆପଣ ନେଇଥିବା ନାଲି କପଡା ଉପରେ ରଖି ଦିଅନ୍ତୁ । ତାପରେ ଆପଣଙ୍କର ଡାହାଣ ହାତରେ ସେହି ଦୁଇଟି ବାଦାମ ଚଣା ଧରନ୍ତୁ ଏବଂ ଏହି ମନ୍ତ୍ରକୁ ଶହେ ଏକସ୍ତରି ଥର ଜପ କରନ୍ତୁ ।

ମନ୍ତ୍ରଟି ହେଉଛି – ଗୌର ବନ୍ଧୀ ଭବନ୍ତୁ ।

ଏବେ ଦୁଇ ବାଦାମ ଉପରେ ମନ୍ତ୍ରକୁ ଫୁଙ୍କି ଦିଅନ୍ତୁ । ଗୋଟିଏ ଚଣା ଆପଣଙ୍କ ପାଖରେ ରଖନ୍ତୁ ଏବଂ ଅନ୍ୟଟି ଲେମ୍ବୁୁ ପାଖରେ ରଖନ୍ତୁ । ତାପରେ ସେହି ବାଦାମ ଏବଂ ଲେମ୍ବୁୁକୁ ସେହି ନାଲି କପଡାରେ ବାନ୍ଧି ଦିଅନ୍ତୁ । ଏହାପରେ ଏହାକୁ ନେଇ କୌଣସି ଏକ ଚଉରା ପାକରେ ରଖି ଦିଅନ୍ତୁ । ସାବଧାନ ଯେମିତି ରଖିବା ସମୟରେ ଆପଣଙ୍କୁ କେହି ନ ଦେଖନ୍ତି । ତାପରେ ଯେତେବେଳେ ସେହି ବ୍ୟକ୍ତିଙ୍କ ସାମ୍ନାକୁ ଯାଉଛନ୍ତି ଆପଣଙ୍କ ପାଖରେ ଥିବା ବାଦାମକୁ ଖାଇକି ଯାଆନ୍ତୁ ଏବଂ ତା ସାମ୍ନାରେ ଏହି ମନ୍ତ୍ରକୁ ତିନି ଥର ମନେମନେ ଜପ କରନ୍ତୁ । ଦେଖିବେ ସେହି ବ୍ୟକ୍ତି ବହୁତ ଶିଘ୍ର ଆପଣଙ୍କ ପ୍ରେମରେ ପଡିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment