Odisha News Portal

ବୃହଷ୍ପତି ଚଳନ, ଆଜିଠାରୁ ଭାଗ୍ୟ ଖୋଲିଲା ଏହି ପାଞ୍ଚୋଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ , ଅପାର ଧନଲାଭ ହେବା ସହିତ ଭାଗ୍ୟରେ ବଡ ପରିବର୍ତ୍ତନ ହେବ…..

ବୃହସ୍ପତି ଚଳନ ଯାହାକି ନଭେମ୍ବର 20 ତାରିଖ ଦିବା 1.21 ମିନିଟ ସମୟରେ ବୃହସ୍ପତି ଉତ୍ତରସାର ନକ୍ଷତ୍ର ଦୁଇ ପାଦ ମକରକୁ ସଞ୍ଚାର କରିସାରିଛନ୍ତି । ଯାହାକି କିଛି ରାଶି ମାନଙ୍କ ପାଇଁ ବହୁତ ହିଁ ଶୁଭ ଫଳ ପ୍ରଦାନ କରିବ ତ କିଛି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ହିଁ ଅଶୁଭ ପ୍ରଭାବ ରହିବାର ଅଛି । ତେବେ ଏହି କ୍ରମରେ ଯେଉଂ ରାଶି ମାନଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ ତେବେ ସେହି ରାଶି ମାନେ ହେଉଛନ୍ତି –
ବୃଷ ରାଶି, କର୍କଟ ରାଶି, କନ୍ୟା ରାଶି, ଧନୁ ରାଶି ଏବଂ ମୀନ ରାଶି

ଏହି ରାଶିର ଜାତକ ମାନଙ୍କ ପାଇଁ ଏହି ବୃହସ୍ପତିଙ୍କ ଗୋଚର ବହୁତ ହିଁ ଶୁଭ ଫଳ ପ୍ରଦାନ କରିବ । ଆପଣ ମାନଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିବ । ଧନ ଜନିତ ସମସ୍ୟା ଦୂର ହେବ , ପାରିବାରିକ ସମସ୍ୟା ମଧ୍ୟ ଦୂର ହେବ ।

ତାସହିତ ଶରୀରକୁ ନେଇ ଯନ୍ତ୍ରଣା ଆପଣ ଯେଉଂମାନେ ବି ବହୁ ଦିନ ଧରି କୌଣସି ବି ରୋଗରେ ପିଡିତ ହୋଇ ଅଛନ୍ତି ସେମାନଙ୍କର ମଧ୍ୟ ସ୍ବାସ୍ଥ୍ୟରେ ସୁଧାର ଆସିବ । ମାତାପିତାଙ୍କର ଆଶିର୍ବାଦ ଆପଣଙ୍କ ଉପରେ ରହିବ । ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ଏହି ସମୟ ଠାରୁ ଆପଣଙ୍କ ଜୀବନରେ ଅନେକ ଅନେକ ସଫଳତା ଦେଖିବାକୁ ମିଳିବ । ଏହି ରାଶି ପରିବର୍ତ୍ତନ କାରଣରୁ ଏମାନଙ୍କର ଭାଗ୍ୟ ବଜଳିବାକୁ ଯାଉଛୁ । ଚାଲନ୍ତୁ ଜାଣିନେବା ସେହି ରାଶି ଗୁଡିକ ବିଷୟରେ ।

1.ବୃଷ ରାଶି୍-

ବୃହସ୍ପତି ଚଳନ ହେତୁ ଗୁରୁଗ୍ରହଙ୍କ କୃପା ଏହି ରାଶିର ସମସ୍ତ ବ୍ୟକ୍ତିଙ୍କ ମନସ୍କାମନା ପୂରଣ ହେବାକୁ ଯାଉଛି । ଏମାନଙ୍କ ଜୀବନରେ ସମସ୍ତ କାର୍ଯ୍ୟ ସହଜ ହେବାକୁ ଲାଗିବ ।
2. କର୍କଟ ରାଶି -଼
ଏହି ରାଶିଙ୍କ ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ ଚଳନ ହେତୁ ଜୀବନରେ ବହୁତ ଅଧିକ ସରକରାତ୍ମକ ଫଳ ଦେଖିବାକୁ ମିଳିବ । ଧନରେ ବୃଦ୍ଧି , ପାରିବାରିକ ଜୀବନରେ ସୁଖଶାନ୍ତି ଏବଂ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବେ ।
3. କନ୍ୟା ରାଶି –
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଜୀବନରେ ନୂଆ ନୂଆ ଅବସର ପ୍ରାପ୍ତି ହେବ । କୌଣସି ନୂଆ ଯୋଜନା ପ୍ରସ୍ତୁତ କରିବେ । ଏହି ରାଶିର ବ୍ୟକ୍ତିଙ୍କୁ ପ୍ରଚୁର ଧନ ପ୍ରାପ୍ତି ମଧ୍ୟ ହେବ ।

4. ଧନୁ ରାଶି –

ପରିବାରରେ ଖୁସିର ବାତାବରଣ ରହିବ । ଏହି ରାଶିର ବ୍ୟକ୍ତିଙ୍କ ପାଖରେ ଆତ୍ମ ବିଶ୍ବାସ ଦେଖିବାକୁ ମିଳିବ ଏବଂ ଅଟକି ରହିଥିବା ସମସ୍ତ କାର୍ଯ୍ୟ ସହଜରେ ପୂରଣ ହୋଇଯିବ ।
5. ମୀନ ରାଶି –
ସମସ୍ତ ଅଟକି ରହିଥିବା କାର୍ଯ୍ୟ ସହଜରେ ହିଁ ହେବାକୁ ଲାଗିବ ଏବଂ ଅଟକି ରହିଥିବା ଧନ ମଧ୍ୟ ପାଖକୁ ଫେରି ଆସିବ । ଏହି ସମୟ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ହିଁ ଶୁଭ ଫଳ ନେଇ ଆସିବ ।

ମିଥୁନ ରାଶି , ସିଂହ ରାଶି , ତୁଳା ରାଶି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଏହି ବୃହସ୍ପତିଙ୍କ ଚଳନ ଆପଣ ମାନଙ୍କ ପାଇଁ ଅତ୍ୟନ୍ତ ଅଶୁଭ ରହିବାର ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।