ଭୁଲରେ ମଧ୍ୟ ମହିଳା ମାନଙ୍କର ( ଏହି ଗୋଟିଏ ଜିନିଷ ) ଛୁଅଁନ୍ତୁ ନାହିଁ , ନଚେତ୍ ହୋଇପାରେ ଭୟଙ୍କର ଘଟଣା , ପ୍ରତ୍ୟେକ ପୁରୁଷ ଙ୍କୁ ଜାଣିରଖିବା ଦରକାର….

ଆଜି ଆମେ ଆପଣ ମାନଙ୍କୁ କହିବୁ କି ମହିଳା ମାନଙ୍କର କେଉଁ ଅଂଗକୁ ଛୁଇଁବା ଉଚିତ ନୁହେଁ । ଏମିତିରେ ଆପଣ ମାନଙ୍କ ଜୀବନ ସଂପୂର୍ଣ୍ଣ ରୂପରେ ଶେଷ ହୋଇଯିବ । ଏହା ଦ୍ୱାରା ଆପଣ ମାନଙ୍କ ଘରେ ବରବାଦି ହୋଇଯିବ । ଆପଣ ମାନେ ମଧ୍ୟ ଜାଣିଥିବେ କି ନାରୀ ଇଶ୍ୱରଙ୍କର ସର୍ବଶ୍ରେଷ୍ଟ ରଚନା ହୋଇଥାଏ । ସେମିତିରେ ଏହି ମହିଳା ବା ନାରୀ ମାନଙ୍କ ପାଇଁ ରାମାୟଣ ଏବଂ ମହାଭାରତ କ୍ଷେତ୍ରରେ ଯୁଦ୍ଧ ହୋଇଛି । ମହିଳା ମାନଙ୍କୁ ଦେବୀ ସ୍ୱରୂପ ମାନାଯାଇଥାଏ ଏବଂ କେତେକ ରୂପରେ ତାଙ୍କୁ ପୂଜା କରାଯାଏ । ମହିଳା ମାନଙ୍କୁ ଅତ୍ୟାଚର କରିବା ସବୁଠାରୁ ବଡ ପାପ ବୋଲି ମାନାଯାଏ ।

ଏମିତିରେ ବି କୌଣସି କ୍ଷେତ୍ରରେ ନାରୀ ବିନା କୌଣସି କାମ ହେବା ଉଚିତ ନୁହେଁ ବା କୌଣସି କାମ କରିବା ଅସମ୍ଭବ ଅଟେ । ଏମିତିରେ ଦେଖିବାକୁ ମିଳିଛି କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବଂ ଧାର୍ମିକ ଗ୍ରନ୍ଥ ମାନଙ୍କରେ ଏହି ମହିଳା ମାନଙ୍କ ପାଇଁ ବହୁତ କିଛି ସୂଚନା ରହିଛି ।

ଘରର ସୁଖଶାନ୍ତି ପାଇଁ ମହିଳା ମାନଙ୍କ ପାଇଁ କେତେକ ନିୟମ ମାନିବା ପାଇଁ ପଡିଥାଏ । ମାତ୍ର ପୁରୁଷ ମାନେ ଏହି କତାରୁ ବାହାରେ ରହିଯାଆନ୍ତି । ଆଜି ଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ଏମିତି ନିୟମ ବିଷୟରେ କହିବୁ ଯାହା ପୁରୁଷ ମାନଙ୍କୁ ମାନିବା ପାଇଁ ପଡିବ । ପୁରୁଷ ମାନଙ୍କୁ ମହିଳା ମାନଙ୍କର ଏହି ଅଂଗକୁ ଛୁଇଁବା ପାଇଁ ମନା ଅଟେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

କେଉଁ ମଧ୍ୟ ପୁରୁଷ ମହିଳା ମାନଙ୍କର ନାବିକୁ ଛୁଇଁବା ଉଚିତ ହୋଇନଥାଏ । ଏତିପାଇଂ କେବେବି ମହିଳା ମାନଙ୍କ ସହିତ ସମ୍ଭୋଗ କରିବା ସମୟରେ କେବେବି ଏହି ତାଙ୍କର ଏହି ଜିନିଷକୁ ଛୁଇଁବା ଉଚିତ ନୁହେଁ । କେବେବି ଆପଣ ମାନେ ସ୍ତ୍ରୀ ମାନଙ୍କ ସହିତ ଜୋର ଜବରଦସ୍ତ କରିବା ମଦଧ୍ୟ ଉଚିତ ହୋଇନଥାଏ । ପ୍ରତ୍ୟେକ ସମୟରେ ମହିଳା ମାନଙ୍କ ସହିତ ଶାଳିନତା ସହିତ ବ୍ୟବହାର କରିବା ଉଚିତ । ନାଭିକୁ ନଛୁଇଁବା ପଛରେ ମଧ୍ୟ ବହୁତ କାରଣ ରହିଛି ।

କୁହାଯାଏ କି ସ୍ତ୍ରୀର ନାଭି ପବିତ୍ର ହୋଇଥାଏ ଏହି ନାଭିରେ କାଳି ମାତାଙ୍କ ଶକ୍ତି ରହିଥାଏ । ଯେବେବି ମଧ୍ୟ କୌଣସି ପୁରୁଷ କୌଣସି ସ୍ତ୍ରୀର ନାଭିରେ ହାତ ମାରିଥାଏ ତେବେ ସେହି ସମୟରେ ମାତା କାଳି ରାଗି ଯାଇଥାନ୍ତି । ଏମିତି ମଧ୍ୟ ମହିଳା ମାନଙ୍କୁ ଦେବୀ ବୋଲି ମାନାଯାଇଥାଏ । ଏହା ସହିତ ମହିଳା ମାନଙ୍କ ନାଭିରେ ଦେବୀଙ୍କର ଶକ୍ତି ରହିଥାଏ । ତେବେ ଯେଉଁ ବି ପୁରୁଷ ଯେତେବେଳେ ମହିଳା ମାନଙ୍କର ନାଭିକୁ ଛୁଇଁଥାଏ ତେବେ ସେହି ସମୟରେ ମାତା କାଳି କ୍ରୋଧିତ ହୋଇଥାନ୍ତି । ତେଣଉ ଆପଣ ମାନେ କେବେବି ମହିଳା ମାନଙ୍କ ନାଭିକୁ ଛୁଇଁବା ଉଚିତ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment