ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଚାରିଆଡେ ଭାଇରାଲ ହେବାକୁ ଲାଗିଛି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ଗୋଟିଏ ଘଟଣା | ଆଉ ଯେଉଁଠି କୁହାଯାଉଛି କି ନବ ଦାସ ଙ୍କର ମୃତ୍ୟୁ ଭୁବନେଶ୍ୱର ରେ ନୁହଁ ଗାନ୍ଧିଛକ ନିକଟରେ ଏକ ହସ୍ପିଟାଲ ରେ ହୋଇଥିଲା ବୋଲି | ଆଉ ଯେଉଁ ଘଟଣା ବିଷୟରେ ବୟାନ ଦେଇଛନ୍ତି ବିରୋଧୀ ଦଳ ର ନେତା ଜୟ ନାରାୟଣ ମିଶ୍ର ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ ସ୍ୱାସ୍ଥ୍ୟ ମନ୍ତ୍ରି ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଥିଲେ ASI ଗୋପାଳ ଦାସ | ଆଉ ଯେଉଁଠି କୁହାଯାଉଛି କି ଗୋଟିଏ ପରେ ଗୋଟିଏ ସତ ଘଟଣା ଆମ ମାନଙ୍କ ସାମ୍ନା କୁ ଆସୁଛି ନବ ଙ୍କର ମୃତ୍ୟୁ କୁ ନେଇକି | ଆଉ ଯେଉଁଠି କୁହାଯାଉଛି କି ନବ ଦାସ ଙ୍କର ମୃତ୍ୟୁ ଭୁବନେଶ୍ୱର ରେ ନୁହଁ ଝାଡ଼ସୁଗୁଡା ରେ ହୋଇ ସାରିଥିଲା | ଆଉ ଭୁବନେଶ୍ୱର ର ଆପୋଲ ହସ୍ପିଟାଲ ରେ ନୁହଁ ଝାଡ଼ସୁଗୁଡା ନିକଟରେ ଥିବା ହସ୍ପିଟାଲ ରେ ହୋଇ ଯାଇଥିଲା | ଆଉ ଏହି ଭଳି କିଛି ଅଭିଯୋଗ ବର୍ତ୍ତମାନ ଆଣିଛନ୍ତି ବିରୋଧୀ ଦଳ ର ନେତା ଜୟ ନାରାୟଣ ମିଶ୍ର |
ଆଉ ଯାହା କୁହାଯାଉଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ଜିଲ୍ଲା ସଦର ହସ୍ପିଟାଲ କୁ ପ୍ରଥମେ ନିଆ ଯାଇଥିଲା | ଆଉ ଯେଉଁଠି ଗୁଳି ଟି ନବ ଦାସ ଙ୍କର ବାମ ପଟରେ ଲାଗିକି ବାହାରକୁ ବାହାରି ଯାଇଥିଲା ପିଠି ପଟ ଦେଇ, ଆଉ ଯାହା ଫଳରେ ପ୍ରବଳ ରକ୍ତ ସ୍ରାବ ମଧ୍ୟ ହୋଇଥିଲା | ଆଉ ହସ୍ପିଟାଲ କୁ ଯିବା ପରେ ବର୍ତ୍ତମାନ ECG ରିପୋର୍ଟ ସାମ୍ନା କୁ ଆସିଛି | ଆଉ ଯେଉଁଠି ସେହି ରିପୋର୍ଟ ରେ ଥିବା ନାମ, ଡେଟ ଓ ସମୟ ମଧ୍ୟ ନବ ଦାସ ଙ୍କ ନାଁ ରେ କୁହାଯାଉଛି |
ତାହା ସହିତ ଡାକ୍ତରୀ ରିପୋର୍ଟ ଅନୁସାରେ ଯଦି ଏହି ରିପୋର୍ଟ କୁ ଦେଖା ଯିବ ତାହେଲେ ଲୋକେ ବ୍ୟକ୍ତି ଜଣଙ୍କୁ ମୃତ ବୋଲି କହିବେ | ଆଉ ଯେଉଁ ଘଟଣା କୁ ନେଇକି ଜୟ ନାରାୟଣ ମିଶ୍ର କହିଛନ୍ତି କି ଯଦି ନବ ଙ୍କର ମୃତ୍ୟୁ ଘଟିଥିଲା ତାହେଲେ କଣ ପାଇଁ ଖାଲି ଖାଲି ନବ ଦାସ ଙ୍କୁ ଏୟାର କ୍ରାଫ୍ଟ କରି ନିଆଯାଇଥିଲା ଭୁବନେଶ୍ୱର କୁ ଚିକିତ୍ସା ପାଇଁ ବୋଲି ପ୍ରଶ୍ନ ଉଠିଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।