Odisha News Portal

ଦେଖନ୍ତୁ ଭିଡିଓ – ଓଲିଉଡ ଅଭିନେତ୍ରୀ ଭୂମିକା ସୋସିଆଲ ମିଡ଼ିଆ ରେ ଲୋକମାନ ଙ୍କୁ ଏମିତି କିଛି କହିଲେ ଶୁଣିଲେ ଆପଣ ଙ୍କ ମନରେ ପ୍ରଶ୍ନ ଉଙ୍କିମାରିବ ?

କରୋନା ମହାମାରୀ ଏହାର ନାମ ଶୁଣିଲେ ସମସ୍ତେ ଭୟଭୀତ ହୋଇଯିବେ ନିଶ୍ଚିତ କାରଣ ଏହା ପାଇଁ ପ୍ରତ୍ୟେକ ବ୍ୟକ୍ତି ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି କରୋନା ମହାମାରୀ ବିଶ୍ୱରେ ଆସିବା ଦିନଠାରୁ ପ୍ରତ୍ୟେକ ମନୁଷ୍ୟ ଜୀବନରେ ଅନେକ ପ୍ରଭାବ ଦେଖିବାକୁ ମିଳିଛି । ଏହା ସହିତ ସେମାନଙ୍କର ଜୀବନଶୈଳାରେ ମଧ୍ୟ ବହୁତ ପରିବର୍ତ୍ତନ ହୋଇଛି । କରୋନା ପାଇଂ ପ୍ରତ୍ୟେକ ଲୋକ 9 ମାସ ଧରି ଘରେ ବସିକରି ରହିଲେ କୌଣସି ପ୍ରକାରେ ସେମାନେ ବାହାରକୁ ବାହରି ପାରିଲେ ନାହିଁ କାରଣ ସାରା ଦେଶରେ ସରକାର ଲକଡାଉନ ଘୋଷଣା କରିଥିଲେ।

ଘରେ ବସିବା ଦ୍ୱାରା ସେମାନଙ୍କର ଅନେକ ଆର୍ଥିକ କ୍ଷତି ମଧ୍ୟ ହୋଇଥିଲା ମାତ୍ର ଏହା ବ୍ୟତୀତ ଯେଉଁ ବ୍ୟକ୍ତି ମାନେ ସେମାନଙ୍କର ଘର ଲୋକଙ୍କୁ ସମୟ ଦେଇ ପାରୁନଥିଲେ ସେଥିରେ ବଡ ପରିବର୍ତ୍ତନ ଦେଖାଗଲା । ପ୍ରତ୍ୟେକ ଘରର ଲୋକମାନେ ଘରେ ରହି ସେମାନଙ୍କର ପରିବାର ଲୋକ ସହ ଜୀବନ ବିତାଇବାକୁ ଲାଗିଲେ ଏବଂ ଏଥିରେ ବହୁତ ଖୁସି ମଧ୍ୟ ହେଲେ ।

ଆପଣ ମାନେ ଏହି ସମୟରେ ଜାଣିବାକୁ ମଧ୍ୟ ଚାହୁଁଥିବେ କି ଆପଣଙ୍କର ପ୍ରିୟ ହିରୋଇନ ମାନେ ଏହି କରୋନା ମହାମୀର ସମୟରେ ସେମାନଙ୍କର ଘରେ ରହିଥିବା ଲକଡାଉନ ଲାଇଫକୁ କିପରି କଟାଉଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ ଆଗ ଧାଡିର ଓଲିଉଡର ହିରୋଇନଙ୍କର ଲକଡାଉନ ଲାଇଫ ବିଷୟରେ କହିବୁ ।

ତେବେ ତାଙ୍କୁ ଆପଣ ମାନେ ବହୁତ ଭଲ ପାଆନ୍ତି ଏବଂ ଛେଟ ବେଳଟାରୁ ତାଙ୍କର ଆକ୍ଟିଙ୍ଗକୁ ବହୁତ ପସନ୍ଦ କରିଛନ୍ତି । ତାଙ୍କର ପିଲ୍ମ ରୁମକୁ ଝୁମାନାରେ ସେ ବହୁତ ଫେମସ ହୋଇଯାଇଥିଲେ , ତେବେ ସେ ହେଉଛନ୍ତି ଭୂମିକା ଦାସ । ଆମେ ଆପଣଙ୍କୁ ଓଲିଉଡର ଚୁଲବୁଲି ନାୟିକା ଭୂମିକାଙ୍କର ଲକଡାଉନ ଲାଇଫ ବିଷୟରେ କହିବୁ ।

ଅଭିନେତ୍ରୀ ଭୂମିକା କହିଛନ୍ତି କି ଏହି ଲକଡାଉନରେ ସେ କୌଣସି ଫିଲ୍ମ ସୁଟିଂ କରିନାହାନ୍ତି ବରଂ ଘରେ ରହି ସୁରକ୍ଷିତ ଜୀବନ ଯାପନ କରିଛନ୍ତି ଏହା ସହିତ ଅନ୍ୟ ମାନଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ ମଧ୍ୟ କହିଛନ୍ତି । ଭୂମିକା ପ୍ରତ୍ୟେକ ଦିନ ସକାଳେ ଉଠିକରି ଯୋଗ କରିବା ପାଇଁ ପସନ୍ଦ କରନ୍ତି ଏବଂ ସେ ଏହି ସମୟରେ ସେଥିପ୍ରତି ବିଶେଷ ଧ୍ୟାନ ମଧ୍ୟ ଦେଇଛନ୍ତି ।

ସେ କହିଛନ୍ତି କି ତାଙ୍କୁ ଚିତ୍ର ଆଙ୍କିବା ପାଇଁ ଭଲ ଲାଗେ ଯେଉଁଥିପାଇଁ ଘରେ ରହିବା ସମୟରେ ସେ ବହୁତ ସୁନ୍ଦର ସୁନ୍ଦର ଚିତ୍ର ମଧ୍ୟ ଆଙ୍କିଛନ୍ତି । ଏହା ସହିତ ଘରେ ରହିକରି ନୂଆ ନୂଆ ଆଇଟମର ରୋଷେି କରି ଖାଇବାକୁ ମଧ୍ୟ ପସନ୍ଦ କରନ୍ତି ।

ପାଠ ପଢିବା ସହିତ ତାଙ୍କୁ ଲୁଡୁ ଖେଳିବାରେ ଭଲ ଲାଗେ ତେଣୁ ଏହି ଲକଡାଉନ ସମୟରେ ସେ ଘରର ସମସ୍ତ ପରିବାର ସହିତ ବସି ଲୁଡୁ ମଧ୍ୟ ଖେଳଇଛନ୍ତି । ବହୁତ ସୁନ୍ଦର ଏବଂ ସୁରକ୍ଷିତ ଭବରେ ଘରେ ରହିକରି ସେ ନିଜର ଲକଡାଉନସ ସମୟ ଅତିବାହିତ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।