Intersting Quession –ଭାରତ ର କେଉଁ ରାଜ୍ୟ କୁ ପାଞ୍ଚ ନଦୀ ର ଦେଶ କହି ଥାନ୍ତି ? ଆପଣ କହିପାରିବେ କି ଏହାର ଉତ୍ତର …..
ମନୁଷ୍ୟ ମଧ୍ୟରେ ଜ୍ଞାନ ଭରପୁର ହୋଇ ରହିଛି ମାତ୍ର ଯିଏ ତାର ସଠିକ ଫାଇଦା ଉଠିପାରିବ ସେ ଦୁନିଆରେ ସବୁଠୁ ଆଗରେ ରହିବ । ଭଗବାନ ପ୍ରତ୍ୟେକ ମନୁଷ୍ୟକୁ ସମାନ ଭାବରେ ଜ୍ଞାନ ପ୍ରଦାନ କରିଥାନ୍ତି ମାତ୍ର କେହି କେହି ତାର ସଠିକ ବିନିଯୋଗ କରିପାରନ୍ତି ନାହିଁ । ଏହି ଜ୍ଞାନ ମାଧ୍ୟମରେ ଆମେ ଏକ ଉଚ୍ଚ ବ୍ୟକ୍ତି ଭାବେ ପରିଗଣିତ ହେଉ । ପାଠ ପଢି ସାରା ଦୁନିଆରେ ନାମ କରାଉ । ମାତ୍ର ବେଲେ ବେଳେ କଣ ହୋଇଥାଏ କି ଆମେ ମାନେ ଏତେ ପାଠ ପଢିଥିଲେ ମଧ୍ୟ ବେଳେ ବେଳେ କେତେକ ସମୟରେ ସାଧାରଣ ପ୍ରଶ୍ନର ଉତ୍ତର ପ୍ରଦାନ କରିପାରିନଥାଉ । ଯାହା ଦ୍ୱାରା କି ଆମେ ମାନେ ସେହିଠାରେ ବହୁତ ଅପମାନିତ ହେଉ ।
ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଯାହା ଆମେ କେବେ ଜାଣି ନ୍ ଥିବା। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ବଢ଼ି ଥାଏ। ତେବେ ଆସନ୍ତୁ ଜାଣିବା ଏମତି କିଛି ପ୍ରଶ୍ନ ଯାହା ଆଇଏସ ପରୀକ୍ଷା ରେ ପଚରା ଯାଇଥିଲା , ତେବେ ଆସନ୍ତୁ ଜାଣିବା ପ୍ରଶ୍ନ ଗୁଡିକ କଣ ଓ ତାର ଉତ୍ତର କଣ ।
1–କିଏ ଭାରତ ର କୁଳ ବୃଦ୍ଧ ନାମ ରେ ପରିଚିତ ?
ଉତ୍ତର:-ଦାଦା ଭାଇ ନରୋଜି
2–ଭାରତ ର ସର୍ବଧିକ୍ ନଗର ଯୁକ୍ତ ରାଜ୍ୟ ଟି କେଉଁଠି ?
ଉତ୍ତର:- ଉତ୍ତର ପ୍ରଦେଶ
3–ଉତ୍କଳ ମଣି ଗୋପୋବନ୍ଧୁ ଦାସ କେଉଁ ଜିଲ୍ଲା ରେ ଜନ୍ମ ଗ୍ରହଣ କରି ଥିଲେ ?
ଉତ୍ତର:- ପୁରୀ
4–କିଚକ ବଧ କାବ୍ୟ କିଏ ରଚନା କରିଥିଲେ ?
ଉତ୍ତର:- ଗଙ୍ଗାଧର ମେହେର
5–ଜିଗର ଶବ୍ଦ ଅର୍ଥ କଣ ?
ଉତ୍ତର;- ବାରମ୍ବାର ଅନୁରୋଧ କରିବା
6–ଗଛର ଉଚ୍ଚ ସ୍ଥାନ ରେ ଥିବା ଡାଳ ବା ଫଳ କାଟିବା ପାଇଁ ବ୍ୟବହାର ହେଉଥିବା ଦା ପରି ଧାରୁଆ ଅସ୍ତ୍ର କି କଣ ?
ଉତ୍ତର:- କାଟେଣୀ
7–ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ କିଏ ?
ଉତ୍ତର;- ଚକ୍ରବର୍ତି ରାଜ ଗୋପାଳଚାରି
8–ଭାରତ ର କେଉଁ ରାଜ୍ୟ କୁ ପାଞ୍ଚ ନଦୀ ର ଦେଶ କହି ଥାନ୍ତି ?
![]()
ଉତ୍ତର:-ପଞ୍ଜାବ
9–ରବିନ୍ଦ୍ର୍ ନାଥ ଠାକୁର ଙ୍କର ସମାଧି ପୀଠ କେଉଁଠାରେ ଅବସ୍ତିତ ?
ଉତ୍ତର:- ଶାନ୍ତି ନିକେତନ୍
10–2008 ଆଇ ପି ଏଲ ର ବିଜେତା କିଏ ?
ଉତ୍ତର:- ରାଜସ୍ଥନ ରୟଲସ୍
11–ଭାରତ ର କେଉଁ କେନ୍ଦ୍ର ସାସିତ ଅଞ୍ଚଳ ଟି ସବୁଠୁ ସାକ୍ଷର ?
ଉତ୍ତର:- ଚଣ୍ଡୀଗଡ଼
12–ଚାପସରି ଅଳଙ୍କାର ନାରୀ ମାନେ କେଉଁଠି ପିନ୍ଧନ୍ତି ?
ଉତ୍ତର:- ବେକରେ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।