ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମାନବସା ଗୁରୁବାର ରେ ମା ଲକ୍ଷ୍ମୀ ଙ୍କର ମୂତ୍ତି ପିଉଛି କ୍ଷୀର, ଆଉ ଚାମଚ ରେ କ୍ଷୀର ଦେଖେଇବାରୁ କ୍ଷୀର କୁ ପିଇ ଯାଉଛନ୍ତି ମା | ଆଉ ଏହି ଭଳି ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ କରେଇଛି | ଆଉ ଯାହା ବର୍ତ୍ତମାନ ଚାରିଆଡେ ଚୋର୍ଚ୍ଚା ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କରଞ୍ଜପୋଡ଼ା ଗ୍ରାମରେ | ଆଉ ଯେଉଁଠି ସେହି ଗ୍ରାମର ଜଣେ ଲୋକ ଙ୍କ ଘରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା | ଆଉ ଏହି ଘଟଣା ଟି ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଭାବିବାକୁ ଲାଗିବେ ସତରେ ଗୋଟିଏ ମୂର୍ତ୍ତି କେଉଁଭଳି ଭାବରେ କ୍ଷୀର କୁ ପିଇ ପାରୁଛି ବୋଲି | ତେବେ କୁହାଯାଏ ଭକ୍ତି ରେ ଶକ୍ତି ରହିଥାଏ ବୋଲି | ଆଉ ଯଦି ଆମେ ମାନେ ଭକ୍ତି ର ସହିତ ପୂଜା ଅର୍ଚନା କରୁଥିବା ମା ଙ୍କର ଆରାଧନା କରୁଥିବା ତେବେ ମା ଆମର ଡାକ ନିହାତି ଶୁଣିବେ |
ଆଉ ସେହି କଥା ବର୍ତ୍ତମାନ ସତ ହୋଇଛି ଆଉ ଯାହା ଦେଖିବାକୁ ମିଳିଛି କି ଭକ୍ତି ବଳରେ ମା ଆଜି ଜଣେ ଭକ୍ତ ଙ୍କର ହାତରୁ କ୍ଷୀର କୁ ପିଇ ଛନ୍ତି | ଆଉ ଏହି ଘଟଣା ଟି ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି | ତେବେ ଆଜିକାଲି କେତେକ ସ୍ଥାନରେ ଆପଣ ମାନେ ଦେଖିବାକୁ ପାଉଥିବେ କି ଠାକୁର ଙ୍କର ମୂର୍ତ୍ତି କ୍ଷୀର ପିଉ ଥିବାର | ଆଉ ବର୍ତ୍ତମାନ ମାଣ ବସା ଗୁରୁବାରରେ ଏହିଭଳି ମା ଙ୍କର କ୍ଷୀର ପିଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଛି ବୋଲି କୁହାଯାଉଛି | ଆଉ ଏହି ଘଟଣା ଟି ସମସ୍ତଙ୍କ ବେଶ ଆଶ୍ଚର୍ଯ୍ୟ କୋରେଇଛି |
ଆଉ ଯେଉଁଠି ମାଣ ବସା ଗୁରୁବାର ରେ ମା ଙ୍କର ଏହି ଭଳି ପ୍ରତିଭା କୁ ଦେଖି ସମସ୍ତେ ପ୍ରାୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ବୋଲି କୁହାଯାଉଛି || ଆଉ ଏହି ଘଟଣା ଟି ଲୋକ ମାନେ ଦେଖିବା ପରେ ଲୋକ ମାନେ ଏଭଳି ଘଟଣା ଦେଖିକି ଆଶ୍ଚର୍ଯ୍ୟ ହୋଇଛନ୍ତି ଆଉ ମୋବାଇଲ ରେ ଏହି ଘଟଣା ର ଭିଡ଼ିଓ ମଧ୍ୟ ଉଠାଉଥିବାର ଦେଖିବାକୁ ମିଳିଛି | ଆଉ ଯାହା ବର୍ତ୍ତମାନ ଗୋଟିଏ ମୋବାଇଲ ରୁ ଆଉ ଗୋଟିଏ ମୋବାଇଲ କୁ ଘୁରି ବୁଲୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।