ଭିଟାମିନ୍‌ ‘ଡି’ କାହିଁକି ଜରୁରୀ ? Dr. Madhav Shyam

ବର୍ତ୍ତମାନ ଅଧିକାଂଶ ଲୋକ ମାନଙ୍କ ଠାରେ ଭିଟାମିନ ଡି ର ଅଭାବ ଦେଖିବାକୁ ମିଳୁଛି , ଯାହାଫଳରେ ଶରୀରରେ ଅଧିକ ଥକ୍କାପଣ , କେଶ ଝଡିବା , ହାଡ ବିନ୍ଧିବା ଭଳି ଲକ୍ଷଣ ଗୁଡିକ ଦେଖାଯାଇଥାଏ । ଭିଟାମିନ ଡିର ଅଭାବ ହେବାର ଅନ୍ୟ ଏକ କାରଣ ହେଉଛି ସଠିକ୍ ମାତ୍ରାରେ ସୂର୍ଯ୍ୟଙ୍କ କିରଣ ଶରୀର ଉପରେ ନପଡିବା କାରଣରୁ ମଧ୍ୟ ଏହି ସମସ୍ୟା ଦେଖାଯାଏ ।

କେଉଁ ଉପାଦାନରୁ ମିଳିଥାଏ ଭିଟାମିନ ଡି :-

ମୁଖ୍ୟତଃ ସନ ଲାଇଟ୍ ଶରୀରରେ 90 % ହେଲ୍ପଫୁଲ କରିଥାଏ ଭିଟାମିନ ଡି ପାଇବା ପାଇଁ ଏବଂ କଡଲିଭରର , ସାଲମଣ୍ଡ , ମାର୍କେଲ ଏହି ଟାଇପର ମାଛ ଗୁଡିକ ଖାଇଲେ ଭିଟାମିନ ଡି ଲେବୁଲ ବହୁତ ବଢିଥାଏ । ଅଣ୍ଡାର କେଶର ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ତା ସହିତ ସୂର୍ଯ୍ୟକିରଣରେ ଭଲ ଭାବରେ ଫୁଟିଥିବା ଛତୁ ରେ ମଧ୍ୟ ଭିଟାମିନ ଡି ଲେବୁଲ ଅଧିକ ଥାଏ ।

ଭିଟାମିନ ଡି ଅଭାବ ହେଲେ କଣ ସମସ୍ୟା ହୋଇଥାଏ :-

ଭିଟାମିନ ଡିର ଅଭାବ ହେେ ଆପଣଙ୍କୁ ସର୍ବଦା ହାଲିଆ ଲାଗିଥାଏ , ଡିପରେସନ କୁ ମଧ୍ୟ ଚାଲିଯାଇଥାନ୍ତି । ଏହା ସହିତ ବୋନ ପେନ ମଧ୍ୟ ହୋଇଥାଏ , ଚାଲିବା ପାଇଁ ଅସୁବିଧା ଦେଖାଯାଏ । ଭିଟାମିନ ଡି ଡେଫିସିଏନସି ରେ ଅଧିକ ହେୟାର ଫଲ ହୋଇଥାଏ , ଏହିସବୁ କାରଣ ଦେଖାଗଲେ ଆପଣ ଡକ୍ଟରଙ୍କ ସହ ପରାମର୍ଶ କରିବା ଉଚିତ୍ ।

ଭିଟାମିନ ଡିର ଅଭାବ ଦୂର କରିବେ କେମିତି :-

ଯଦି ଆପଣ ପାରିବେ ଆପଣଙ୍କ ଡାଇଟେରି ସୋଜକୁ ବଢାଇ ପାରିବେ , ଯଦି ଆପଣ 15 ଏମେଲର କଡଲିଭର ଖାଇଲେ ତ ପାଖାପାଖି 15 ଶହ ୟୁନିଟ୍ ଭିଟାମିନ ଡି ରହିଥାଏ । ତା ସହିତ ଆପଣ ଏଗ୍ ବା ଫେଟି ଫିସ୍ ଗୁଡିକ ଖାଇଲେ ବା ଛତୁ ର ସେବନ କଲେ ଭିଟାମିନ ଡିର ଲେବୁଲ ବଢିଥାଏ । ଯଦି ଆପଣଙ୍କ ଠାରେ ମେଜର କେସ୍ ଦେଖାଯାଏ ତେବେ ଆପଣ ସଫିସିଏଣ୍ଟ ଫେଟ ଜାତୀୟ ଖାଦ୍ୟ ଖାଇବା ପରେ ମେଡିକେସନ ନେବା ଉଚିତ୍ । ତାହିତ ପ୍ରତିଦିନ ଗୋଟେ ଲେଖାଏ 8 ୱିକ ପର୍ଯ୍ୟନ୍ତ ଖାଇବା ଦ୍ୱାରା ତାହା ନରମାଲ ଲେବୁଲ କୁ ଆସିଯାଏ । ଡାକ୍ତରଙ୍କ ପରାମର୍ଶ ନେଇ ଭିଟାମିନ ଡି ଲେବୁଲ ଅନୁସାରେ ଆପଣଙ୍କ ପାଇଁ ଯାହା ଟ୍ରିଟମେଣ୍ଟ ଡେସକ୍ରାଇବ କରିବେ ତାକୁ ନେବେ ।

ଏହାର ଜଟିଳତା :-

ଭିଟାମିନ ଡିର ଅଭାବ 2 ପ୍ରକାର ରୋଗ କରେ , ଗୋଟେ ପିଲା ମାନଙ୍କୁ ଏବଂ ଆଡଲ୍ଟ ମାନଙ୍କୁ ହୋଇଥାଏ । ପିଲା ମାନଙ୍କ ଠାରେ ଦେଖାଗଲେ ତାର ଗ୍ରୋଥ ଭଲ ଭାବରେ ହୋଇ ପାରି ନଥାଏ , ଠିକ୍ ଭାବରେ ଚାଲିପାରିନଥାଏ ଏବଂ ବୋନ ଗୁଡିକ ବହୁତ ୱିକ ମଧ୍ୟ ହୋଇଯାଏ । ଆଡଲ୍ଟ ମାନଙ୍କ ଠାରେ ବୋନ ଗୁଡିକ ବହୁତ ଦୁର୍ବଳ ହୋଇଯାଏ , ପଞ୍ଜରାରେ ପେନ ହୋଇଥାଏ । ତେଣୁ ଏ ସବୁ ମେଜର କେସ୍ ରେ ଡକ୍ଟରଙ୍କ ପରାମର୍ଶ କରି ମେଡିକେସନ ନେବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment