କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ସାମ୍ନାକୁ ଆସିଲା ବଡ଼ ଖୁଲାସା ! ଆଉ ଘରୁ ମିଳିଲା ଏମିତି ରୂପା ଗ୍ଲାସ ,.ଦେଖନ୍ତୁ video

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ କଳାକାନାମା କୁ ନେଇକି ବର୍ତ୍ତମାନ ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟି ପତି ଯନ୍ତ୍ରୀ ଜଣଙ୍କ | ଆଉ ତାଙ୍କର ଘର ଦ୍ୱାର ସମେତ ସମସ୍ତ ପ୍ରକାରର ଡକୁମେଣ୍ଟସ ମଧ୍ୟ ଚଢ଼ାଉ କରିବାରେ ଲାଗିଛି ପୋଲିସ | ଆଉ ଘଟଣା ର ସତ ଜାଣିବାକୁ ଚେଷ୍ଟା କରିଛି , ତାହା ସହିତ ରୁପା ଗ୍ଲାସ ରେ ପାଣି ପିଇବା ଠାରୁ ଆରମ୍ଭ କରିକି ରାଜ ପ୍ରସାଦ ଭଳି ଘର ପଛରେ ଥିବା ରହସ୍ୟ କୁ ମଧ୍ୟ ଛାନ ବିନ କରିବାରେ ଲାଗିଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ଉଦଳା ଡିଭିଜନ RWSS ରେ କାମ କରୁଥିବା ଆଶିଷ୍ଟେଣ୍ଟ ଇଂଜିକିଉଟିଭ ଅଫିସର ରବି ନାରାୟଣ ପଣ୍ଡା ଙ୍କ ନାଁ ରେ ଅଭିଯୋଗ ଆସିଛି ବୋଲି କୁହାଯାଉଛି | ଆଉ ଯାହା ଜଣା ପଡିଛି କି ଭିଜିଲାନ୍ସ ଜାଲରେ କୋଟିପତି ଜଣଙ୍କ ଛନ୍ଦି ହୋଇଛନ୍ତି ଆଉ ଚାକିରୀ ଥିଲା ମାତ୍ର 6 ମାସ, ଆଉ ବର୍ତ୍ତମାନ ତାଙ୍କର ଘର ସମ୍ପତ୍ତି ଉପରେ ଛାନ ବିନ ଚାଲିଛି | ତେବେ ଯାହା ଜଣା ପଡିଛି କି ଏକ ବେଳରେ 8 ଟି ଜାଗାରେ ଚଢ଼ାଉ ହୋଇଛି ବୋଲି ଯାହା ସୂଚନା ମିଳିଛି | ଆଉ ସମସ୍ତ ସ୍ଥାନରେ ତନା ଘୋନା ଜୋର ସୋର ରେ ଚାଲିଛି |

ଆଉ ଯାହା କୁହାଯାଉଛି କି 8 ଟି ଜାଗାକୁ ରେଡ କରିଛି ଭିଜିଲାନ୍ସ, ଆଉ ତାହା ଭିତରେ 4 ଟି ଜାଗା ଭୁବନେଶ୍ୱର ରେ ଅଛି ବୋଲି ଜଣା ପଡିଛି ଆଉ ତାହା ଉପରେ ମଧ୍ୟ ଚଢାଉ କରାଯାଇଛି | ତେବେ ଯାହା ଜଣା ପଡିଛି କି ବାପା ଜଣଙ୍କ RWSS ରେ କାମ କରୁଥିବା ବେଳେ ପୁଅ ଜଣଙ୍କ କ୍ଲାସ 1 ରେ କଣ୍ଟ୍ରାକ୍ଟର ଭାବରେ କାମ କରୁଥିବା କଥା କୁହାଯାଇଛି | ଆଉ ଯାହା ଜଣା ପଡିଛି କି ଆଲିସନ ଘରେ ରହୁଥିଲେ ସେମାନେ ଆଉ ଘର କୌଣସି ରାଜ ମହଲ ଠାରୁ କମ ନୁହଁ ବୋଲି କୁହାଯାଉଛି |

ତେବେ ଏହି ଘର କରିବା ପାଇଁ ଦେଢ଼ କୋଟି ଟଙ୍କା ର ଲୋନ ଆଣିବା କଥା ମଧ୍ୟ କୁହାଯାଉଛି | ଆଉ ତାହା ସହିତ ଘରର ସମସ୍ତ ଜିନିଷ ନାମୀ ଦାମୀ କମ୍ପାନୀ ର ବୋଲି କୁହାଯାଉଛି | 25-30 ଟି ଦାମୀ ଘଣ୍ଟା ମଧ୍ୟ ତାଙ୍କ ଘରୁ ମିଳିଛି ଆଉ ପ୍ରତେକ ଘଣ୍ଟା ର ମୂଲ୍ୟ ଲକ୍ଷେ ରୁ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି | ଆଉ ତାହା ସହିତ ସୁନା ରୁପା ଅନେକ ପ୍ରକାରର ଜିନିଷ ର ଖୋଳତାଳ କରୁଛି ଭିଜିଲାନ୍ସ | ଆଉ ଏଭଳି ଘଟଣା ଘଟିଥିବା ପରେ ମଧ୍ୟ ରବି ନାରାୟଣ ପଣ୍ଡା ସତ କୁ ମାନିବାକୁ ଅରାଜି ଅଛନ୍ତି ଆଉ ନିଜ ଟଙ୍କା ରେ ଘର କରିଛନ୍ତି ବୋଲି କହୁଛନ୍ତି |ତେବେ ଭିଜିଲାନ୍ସ ଘର ସହିତ ତାଙ୍କର ବ୍ୟାଙ୍କ ପାସବୁଲ ଓ ସମସ୍ତ ସମ୍ପତ୍ତି ର ତୋନାଘୋନା ଚଳେଇଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

Leave a Comment