Odisha News Portal

ଭିଡିଓ ଭାଇରାଲ୍ ପରେ ଟଙ୍କା ପାଇ ବଢି ଯାଇଥିଲା ଘମଣ୍ଡ, ଆଜି ପୁଣି ଏହି କାରଣରୁ ରାସ୍ତା କଡ଼କୁ ଆସିଗଲେ ବୃଦ୍ଧ ଦମ୍ପତି…

ଭଗବାନ ସମସ୍ତଙ୍କୁ କିଛି ନା କିଛି ସୁଯୋଗ ଦେଇଥାନ୍ତି। ଯଦି କେହି ସୁଯୋଗକୁ କେହି ହାତ ଛଡା କରନ୍ତି। ପରେ ତାଙ୍କୁ ଅନେକ କଷ୍ଟ କରିବା ପାଇଁ ପଡ଼ିଥାଏ। ଆମ ସମାଜରେ ଏପରି ଲୋକ ଅଛନ୍ତି, ଯେଉଁ ମାନେ ଜିରରୁ ହିରୋ ହୋଇଥାନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ଅଛନ୍ତି, ଯେଉଁ ମାନେ କିଛି ହାସଲ କରିବା ପରେ ନିଜ ଅତିତକୁ ଭୁଲି ଯାଇଥାନ୍ତି। କାହାକୁ ବି ପଚାରନ୍ତି ନାହିଁ, ଗର୍ଭ ଅହଂକାର ସେହି ଲୋକ ମାନଙ୍କ ବଢି ଯାଇଥାଏ। ତେବେ ଏପରି ସମୟ ଆସେ ଯେ ତାଙ୍କର ସେହି ଗର୍ବ ଦମ୍ଭ ସବୁ ଭାଙ୍ଗି ଯାଇଥାଏ। ପୁଣି ହିରୋ ରୁ ଜିରୋ ବନିଯାଇଥାନ୍ତି। ଏପରି ଅନେକ ଅନେକ ଲୋକ ଅଛନ୍ତି, ଯେଉଁ ମାନେ ନିଜର ଆତ୍ମ ଗର୍ବ ପାଇଁ ରାସ୍ତା କଡ଼କୁ ନେଇ ଆସିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ବ୍ୟକ୍ତିଙ୍କ ବିଷୟରେ କହିବା ପାଇଁ ଯାଉଛୁ। ଆପଣ ମାନେ ସମସ୍ତେ ଜାଣିଛନ୍ତି, ଗତ ବର୍ଷ ବାବା କି ଢ଼ାବା ଖୁବ ଚର୍ଚ୍ଚା ରେ ଥିଲା , ସେ ମଉସା ମାଉସୀ ଙ୍କ ଜୀବନ ବଦଳି ଯାଇଥିଲା। ତେବେ ବର୍ତ୍ତମାନ ସମୟ ରେ ତାଙ୍କ କହିବା କଥା, ତାଙ୍କ ପାଖକୁ କେହି ବି ଖାଇବା ପାଇଁ ଯାଉନାହାନ୍ତି, ସେ ବର୍ତମାନ ହିରୋ ରୁ ଜିରୋ ହୋଇ ଯାଇଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଗତବର୍ଷ ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳରେ ଅବସ୍ଥିତ ‘ବାବା କା ଢାବା’ ବହୁ ଚର୍ଚ୍ଚାର ବିଷୟ ପାଲଟି ଥିଲା। ଗୌରବ ନାମକ ଜଣେ ୟଟୁଵର ୭୦ ବର୍ଷ ବୟସର ବୁଢା ବୁଢ଼ୀ ତାଙ୍କର , ତେଲ ଚଣା ଦୋକାନ ଯାଇଥିଲେ , ତେବେ ସେଠାରେ ବୁଢା ବୁଢ଼ୀ ଅତ୍ୟାନ୍ତ କହଭରା କଥାରେ ନିଜର ଦୁଃଖ ଜଣାଇଥିଲେ ଏହା ପରେ ଗୌରବ ୟୁଟୁବରେ ଭିଡ଼ିଓ କରିଥିଲେ , ତାପରେ ସୋସିଆଲ ମିଡିଆରେ ଏହି ବୃଦ୍ଧ ଦମ୍ପତ୍ତିଙ୍କ କଥା ଶୁଣି ସବୁଲୋକ ତାଙ୍କ ପାଖକୁ ଆସିଲେ। ଏହା ପରେ ମଧ୍ୟ ଫିଲ୍ମ ଷ୍ଟାର ମାନେ ମଧ୍ୟ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ମାନଙ୍କ ରେ ସେମାନଙ୍କ ବିଷୟରେ ପ୍ରମୋଟ କରିବା ଆରମ୍ଭ ହେଲଗଲା।

ତେବେ ଏହା ପରେ ବାବାଙ୍କ ଢ଼ାବା ରେଷ୍ଟୁରାଣ୍ଟ ରେ ବଦଳି ଯାଇଥିଲା। ତେବେ ଉଭୟ ବୁଢ଼ା ବୁଢ଼ୀ ଙ୍କ ଜୀବନ ବହୁତ ସୁଧୁରି ଯାଇଥିଲା। ଏବଂ ସେ ଏକ ନୂତନ ତିଆରି କରିଦେଉଥିଲେ।। ତେବେ ତାଙ୍କର ବ୍ୟବସାୟ ଠିକ ଚଳିଥିଲ। କିନ୍ତୁ ପରେ ଯେଉଁ ବ୍ୟକ୍ତି ତାଙ୍କୁ ଫେମସ କରିଥିଲା, ତାଙ୍କରି ନାମରେ କେସ କରିଦେଇଥିଲା। ପଇସା ଖାଇ ଦେଇଛି ବୋଲି କହି ତାଙ୍କ ନାମରେ କେସ କରିଥିଲା। ତେବେ ଲୋକ ମାନଙ୍କ ଆଖିରେ ବୁଦ୍ଧା ଜଣକ ଏପରି ଆତ୍ମ ଗର୍ବ ପାଇଁ ସେ ଜିରେ ରୁ ହିରୋ ହୋଇଥିଲେ। ତେଣୁ ଆପଣ ମାନେ ଗର୍ବ କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।