Odisha News Portal

ଭିକାରି ବି ହେବ କୋଟିପତି, ଯଦି ଶନିବାର ସଂଧ୍ୟାରେ ଜପିବେ ଏହି ମହାମନ୍ତ୍ର ||

ପ୍ରତ୍ୟେକ ମନୁଷ୍ୟ ଜୀବନରେ ସମସ୍ୟା ରହିଥାଏ , ସେହି ସମସ୍ୟ ଦୂର କରିବା ପାଇିଁ ବ୍ୟକ୍ତି ଅନେକ ପ୍ରୟାସ କରିଥାଏ ।ଯଦି ଆପଣ ଜୀବନରେ ସମସ୍ୟା କେବେବି ପାଖ ଛାଡୁ ନାହିଁ ତେବେ ଆଦଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ବାରା ଆପଣ ସମସ୍ୟା ରୁ ମୁକ୍ତି ହୋଇପାରିବେ । ସମସ୍ତେ ଧନୀ ହେବାକୁ ଚାହିଁଥାନ୍ତି କିନ୍ତୁ ବେଳେବେଳେ ଏମିତି ହୋଇଥାଏ ବ୍ୟକ୍ତି ଯେତେ ଟଙ୍କା ଆୟ କରିବା ପରେ ମଧ୍ୟ ଅଭାବତାର ପାଖ ଛାଡେ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଶନିବାର ଦିନ ଏମିତି ଏକ ଉପାୟ ବିଷୟ ରେ ଯାହାକୁ କରିବା ଦ୍ବାରା ଆପଣ ଙ୍କୁ ଶନିଙ୍କର କୃପା ତ ମିଳିବ ଏହା ସହିତ ଆପଣ ଙ୍କର ଭାଗ୍ୟର ତାଲା ମଧ୍ୟ ଖୋଲିଯିବ ।

ଆପଣ ମାନେ ଜାଣିଥିବେ ସପ୍ତାହରେ କୌଣସି ଦିନ କୌଣସି ଦେବା ଦେବୀଙ୍କର ସମର୍ପିତ ହୋଇଥାଏ । ଶନିବାର ଦିନ ଶନିଦେବଙ୍କୁ ସମର୍ପିତ ହୋଇଥାଏ ଏବଂ ଏହି ଦିନ କରାଯାଉଥିବା ଉପାୟ ଖୁବ୍ ଶିଘ୍ର ଶୁଭ ପ୍ରାପ୍ତି ହୋଇଥାଏ । ଯଦି ସମସ୍ୟା ଆପଣ ଙ୍କ ପିଛା ଛାଡୁ ନାହିଁ ତେବ ଶନିବାର ଦିନ ଆପଣ ଙ୍କୁ ଏହି ଉପାୟ କରିବାକୁ ପଡିବ ।

ଶନିବର ଦିନ ଟି ଭଗବାନ ଶନିଦେବ ଙ୍କୁ ନୁହେଁ ଭଗବାନ ହନୁମାନ ଙ୍କୁ ମଧ୍ୟ ସମର୍ପିତ କରାଯାଏ ତେଣୁ ଏହି ଦିନ କରାଯାଇଥିବା କାର୍ଯ୍ୟ ଦୁଇ ଦେବତା ଙ୍କର ଆର୍ଶିବାଦ ପ୍ରାପ୍ତ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଏହି ଦିନ ହନୁମାନ ଚାଳିଶାର ପାଠ କରେ ତେବେ ତାର ଭାଗ୍ୟ ରେ ରାଜଯୋଗ ର ସୁଖ ପ୍ରାପ୍ତି ହୋଇଥାଏ । ଏଥି ପାଇିଁ କୁହାଯାଏ ଯେ ଶନିବାର ଦିନ 11 ଥର ହନୁମାନ ଚାଳିଶାର ପାଠ ନିଶ୍ଚୟ କରିବା ଦରକାର ।


ଯଦି ଆପଣ କାର୍ଯ୍ୟ କରିବାକୁ ଯାଉଛନ୍ତି କିନ୍ତୁ ଅନୁକୂଳ ହେଉନାହିଁ ତେବେ ଶନିବାର ଦିନ ଆପଣ କୌଣସି କଳା କୁକୁର କିମ୍ବା କଳା ଗାଈ କୁ ରୁଟି ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ବାରା ଆପଣ ଙ୍କର ସବୁ ଇଚ୍ଛା ପୁରଣ ହୋଇଯିବ ।ଶାସ୍ତ୍ରରେ ଏହା କୁହାଯାଇଛି କି ଜନ୍ଦା ପିମ୍ପୁଡି ଏବଂ ମାଛ ମାନକୁ ଅଟାଗୋଳା କରି ଖାଇବାକୁ ଦେବା ଦ୍ବୂାରା ଅଶେଷ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ । ଶନିବାର ଦିନ ଏମିତି କାମ କରିବା ଦ୍ବାରା ତାର ଭାଗ୍ୟ ତା ସାଥ୍ ଦେଇଥାଏ , ଏହା ମଧ୍ୟ ମାନ୍ୟତା ରିହିଛି ଯେ ଶନିବାର ଦିନ ଶନିଦେବଙ୍କୁ ତେଲ ଚଢାଇବା ଦ୍ବାରା ଶନିଦେବର ଖରାଫ୍ ଦୋଷ ଟଳି ଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।