Odisha News Portal

ଭିଣେଇ ସହ ଶୋଇଥିଲେ ଶାଳୀ ଘର ଲୋକ ଯାଇ ଦେଖିଲା ବେଳକୁ କରିପକିଛନ୍ତି ଏପରି କାଣ୍ଡ ଜାଣିଲେ ଆପଣ ମଧ୍ୟ ହେବେ ଅବାକ୍….

ଆଜି ଆମେ ଆପଣ ମାନଙ୍କୁ ୟେଉଁ କତା କହିବୁ ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ କଥାଟି ହେଉଛି କି ଭିଣେଇ ସହ ଶୋଇଥିଲେ ଶାଲୀ ଏବଂ ତାହା ପରେ ଘର ଲୋକମାନେ ଯାହା ଶବ୍ଦ ଶୁଣିଲେ ତାହା ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ରାତି ସମୟରେ ଘର ଭିତରୁ ଆସିଲା କିଛି ଏପରି ଶବ୍ଦ ଏବଂ ପରେ ଘର ଲୋକମାନେ ଯାହା ଯାଇକରି ଦେଖିଲେ ଆପଣ ମାନେ ଆପଣଙ୍କ ମୁଣ୍ଡ ମଧ୍ୟ କାମ କରିବ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।ଅନେକ ଥର ଏପରି ଏକ ପ୍ରକାର ଆଶ୍ଚର୍ଯ୍ୟ ଜନକ ଘଟଣା ଆମେ ଶୁଣିବାକୁ ପାଇଥାଉ ।

ଏହା ସହିତ ଅନେକ ଥର କିପରି ଏମିତି ଘଟଣା ଘଟିଥାଏ ଯାହା କେବଳ ସନ୍ଦେହ କରି ହିଁ ସମଗ୍ର ପରିବାର ସେହି ଘଟଣାର ସତ୍ୟାତାରେ ପହଞ୍ଚିଥିବାର ଦେଖାଯାଏ । ଏପରି ଘଟଣା ଗୁଡିକ ଶୁଣିବା ପରେ ସଂପର୍କୀୟ ମାନଙ୍କ ଉପରୁ ତ ବିଶ୍ୱାସ ତୁଟି ଯାଇଥାଏ ।

ତେବେ ଆଜି ମଧ୍ୟ ସେହିପରି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଯୁବକ ତାର ଭାଇର ବିବାହକୁ ଯାଇଥିଲା ଏବଂ ବିବାହକୁ ଯାଇ କରି ସେ ତାର ବାଉଜର ଭଉଣୀକୁ ପସନ୍ଦ କରିଥିଲା । ଉଭୟ ଉଭୟଙ୍କୁ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଯୁବକ ଜଣକ କିଚି ନା କିଛି ବାହାନା କରି ଭାଉଜଙ୍କର ବାପ ଘରକୁ ଚାଲି ଯାଆନ୍ତି । ଏହା ପରେ ଉଭୟଙ୍କ ମଧ୍ୟରେ ଦୂରତା କମିବାକୁ ଲାଗିଲା । ଏହା ପରେ ଉଭୟ ଉଭୟଙ୍କ ପ୍ରତି ନିକଟତର ହୋଇ ଯାଇଥିଲେ । ଏହା ପରେ ଉଭୟ ବାହାନ କରି ପରସ୍ପରକୁ ଭେଟିବା ପାଇଁ ଲାଗିଲେ ।

ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଶାରିରୀକ ସଂପର୍କ ମଧ୍ୟ ଗଢି ଉଠିଥିଲା । ତେବେ ଏହା ପ୍ରାୟ 6 ମାସ ଧରି ଚାଲିଥିଲା ତେବେ ଏ ସଂପର୍କରେ ଘର ଲୋକମାନେ ସୂଚନା ପାଇଥିଲେ କିନ୍ତୁ ନୂଆ ନୂଆ ସଂପର୍କ ହେତୁ କେହି କିଛି କହିପାରୁନଥିଲେ । ଯାହା ଫଳରେ ଉଭୟ ଖୁଲମ ଖୁଲା ଭାବରେ ପରସ୍ପରକୁ ଭେଟିବା ପାଇଁ ଲାଗିଲେ ।

ଏହା ପରେ ଦିନେ କଣ ହୋଇଛି ନା ଯୁବକ ଜଣକ ବାହାନା କରି ଭାଉଜଙ୍କ ଘରେ ଯାଇକରି ପହଞ୍ଚିଲେ । ଏହା ପରେ ଝିଅର ପରିବାର ତାହାଙ୍କୁ ରାତିରେ ରହିଯିବା ପାଇଁ ଚାପ ପକାଇଲା । ତେବେ ସେହି ସମୟରେ ମଧ୍ୟ ଯୁବକ ଜଣକ ଏହିପରି ଏକ ସୁଯୋଗର ଅପେକ୍ଷାରେ ରହିଥିଲେ ।

ମାତ୍ର ଝିଅର ପରିବାର ତାହାକୁ ଯେ ରହିବା ପାଇଁ କହିଲେ ତାଙ୍କର ମନରେ ଏକ ଉଦ୍ଦେଶ୍ୟ ରକି କରି ସେ ତାହାକୁ ରହିବା ପାଇଁ ବାଧ୍ୟ କରିଥିଲେ । ଝିଅର ପରିବାର ଲୋକଙ୍କ ମାନେ ଉଭୟଙ୍କର ସଂପର୍କ ଜାଣିବା ପାଇଁ ଉଦ୍ଦେଶ୍ୟ ରଖିଥିଲେ ସେଥିପାଇଁ ସେ ତାହାକୁ ରହିବା ପାଇଁ କହିଥିଲେ ।

ଏହା ରାତିରେ ଯେତେ ବେଳେ ରାତି ପାଖେଇ ଆସିଲା ସେହି ସମୟରେ ଉଭୟ ପ୍ରେମୀ ଯୁଗଳ ପରସ୍ପରକୁ ଭେଟିବା ପାଇଁ ଲାଗିଲେ । ଏହା ପରେ ଉଭୟ ଲୁଚି ଲୁଚି ଶାରିରୀକ ସଂପର୍କ ସ୍ଥାପନ କରିବା ପାଇଁ ଲାଗିଲେ । ଯାହାକୁ ଝିଅର ପରିବାର ନିଜ ଆଖିରେ ଦେଖିଥିଲେ । ଏହା ଦେଖିବା ପରେ ସେ ଦୁହିଁଙ୍କର ବିବାହ ସେମାନେ ସ୍ଥିର କରି ଦେଇଥିଲେ । ତେବେ ଏହା ହେଉଚି ଏହି ଘଟଣାଟିର ସଂପୂର୍ଣ୍ଣ ବିଷୟ ବସ୍ତୁଟି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।