Odisha News Portal

ଭୟଙ୍କର ରୋଗ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ଝିଅର ମୁହଁରେ ଗଛ ପରି ଗଛର ଶାଖାପ୍ରଶାଖା ସଦୃଶ ବାହାରିଛି , ଯାହା ସମସ୍ତଙ୍କୁ ଆଚମ୍ୱିତ କରାଇଛି

ଆଜିର ସମାଜ ବହୁତ ଉନ୍ନତି ଦିଗରେ ଗତି କଲାଣି ଏବଂ ବିଜ୍ଞାନର ମଧ୍ୟ ବହୁତ ଆଗକୁ ଗଲାଣି । ଲୋକମାନଙ୍କର ସମସ୍ତ କାର୍ଯ୍ୟକୁ ସହଜ ଓ ସୁନ୍ଦର କରିବା ପାଇଁ ବିଜ୍ଞାନ ଅନେକ ପ୍ରକାର ଯନ୍ତ୍ରପାତିର ଉଦ୍ଭାବନ କରିଛନ୍ତି । ବୈଜ୍ଞାନିକ ମାନେ ସମସ୍ତ ସମସ୍ୟାର ସମାଧନ ବହୁତ ଭଲ ଭବାରେ କରି ପାରୁଛନ୍ତି ଏବଂ ଟେକ୍ନୋଲୋଜି ଦ୍ୱାରା ସମସ୍ତ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇ ପାରୁଛି । ସମାଜ ଯେପରି ନୂଆ ନୂଆ ଦିଗରେ ଗତି କରିବାକୁ ଲାଗୁଛି , ଠିକ ସେହିପରି ଲୋକମାନେ ବିଭିନ୍ନ ଅଜଣା ରୋଗର ମଧ୍ୟ ସଂକ୍ରମିତ ହେବାରେ ଲାଗିଛି । ତେବେ ସେହି ଅଜଣା ରୋଗକୁ ଚିହ୍ନିବା ମଧ୍ୟ ବହୁତ କଷ୍ଟକର ହୋଇ ପଡିଛି ଏବଂ ଡକ୍ଟରମାନେ ମଧ୍ୟ ଜାଣି ପାରୁନାହାନ୍ତି ଏହା କେମିତିକା ରୋଗ । ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ତାହା ଆପଣ ମାନେ ଜାଣିଲେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ।

ଘଟଣାଟି ଦେକିବାକୁ ମିଳିଛି ଭାରତର ପୋଡଶୀ ରାଜ୍ୟ ବାଂଲାଦେଶରେ ଏହି ରୋଗ ବାହାରିଛି , ଯାହାକୁ ସମସ୍ତ ଲୋକମାନେ ଟ୍ରି ମ୍ୟାନ ବୋଲି କୁହାଯାଇଛି । ଜଣେ ମହିଳା ଏହି ଅଜଣା ରୋଗରେ ପିଡୀତ ହୋଇ ଧୀରେ ଧୀରେ ବୃକ୍ଷ ବା ଗଛ ହେବାରେ ଲାଗିଛନ୍ତି । ସମ୍ପୂର୍ଣ୍ଣ ତଥ୍ୟଟି ହେଉଛି ବାଂଲାଦେଶର ଗୋଟିଏ ଗ୍ରାମରେ ଜଣେ ଦିନ ମଜୁରିଆ ମହମ୍ମଦ ସାହାଜାନଙ୍କର କନ୍ୟା ସୁହାନା ଖାତୁନ ଏହି ଅଜଣା ରୋଗରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଶରୀରର କେତେକ ଅଂଶେର ଗଛ ଓ ତାର ଶାଖା ପ୍ରଶାଖା ବାହରିବାରେ ଲାଗିଥିଲା ।

ସୁହାନା ଛୋଟ ବେଳରୁ ତାଙ୍କ ମା ମୃତ୍ୟୁ ବରଣ କରିଥିଲେ ଏବଂ ତାଙ୍କର ଯତ୍ନ ନେବା ପାଇଁ କେହି ନଥିଲେ । ଗତ 4 ମାସ ପୂର୍ବରୁ ତାଙ୍କୁ ମୁହଁ ଓ ନାକରେ ଏହି ଗଛ ଓ ତାର ଶାଖା ପ୍ରଶାଖା ବାହରିବା ଆରମ୍ଭ କରିଥିଲା । ବାପା ମହମ୍ମଦ ଏହା ଜାଣିବା ପରେ ତାଙ୍କ ଗାଁରେ ଏକ ଡାକ୍ଟରଙ୍କ ପାଖରେ ଦେଖାଇଥିଲେ ,କିନ୍ତୁ ତାଙ୍କର ଏହି ରୋଗ ଭଲ ହେବା ବଦଳରେ ଧୀରେ ଧୀରେ ବଢିବାରେ ଲାଗିଲା ।

ବାପା ଏହା ଦେଖି ଝିଅ ସୁହାନାକୁ ଏକ ବଡ ଡାକ୍ତରଖାନାକୁ ନେଇ ଯାଇଥିଲେ । ଡକ୍ଟରଙ୍କ କହିବା ମୁତାବକ ଏହି ରୋଗ ପ୍ରଥମ ନୁହଁ ଆଉ କେତେକ ବ୍ୟକ୍ତି ମାନଙ୍କ ପାଖରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଥିଲା ।

ସୁହାନାଙ୍କ ଚିକିତ୍ସା ଏବେ ଏକ ବଡ ହସ୍ପିଟାଲରେ କରାଯାଉଛି ଏବଂ ଏମିତି ବଡ ବଡ ଅଜଣା ରୋଗ ଲୋକମାନଙ୍କ ଠାରେ ଦେଖିବାକୁ ମିଳୁଛି । ଏହି ରୋଗ ସମ୍ପର୍କରେ ଅନ୍ୟମାନେ ଜାଣିବା ପରେ ବହୁତ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । କାରଣ ଜଣେ ମଣଷ ଶରୀରରେ ଏପରି ଗଛ ସୃଷ୍ଟି ହେବା ବହୁତ ଆଶ୍ଚର୍ଯ୍ୟ ଜନକ କଥା , କିନ୍ତୁ ଏହି ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ ଘଟଣା ଅଟେ , ଯାହା ଏବେ ସୁହାନାଙ୍କ ପାଖରେ ଦେଖିବାକୁ ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।