ଭସାଣୀରେ ଦୁର୍ଗା ମୂର୍ତ୍ତିରୁ ଖଣ୍ଡା ଓ ତ୍ରିଶୂଳ ଭିଡ଼ି ଉତ୍ପାତ ହେଲେ ଯୁବତୀ… ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖୁଥିବେ ନିଶ୍ଚିତ |ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |ମା ଦଶଭୋଜା ଙ୍କ ପୂଜା ପାରେ ଏବେ ସବୁଆଡେ ମାଙ୍କ ମୂର୍ତ୍ତି ବିସର୍ଜନ ଚାଲିଛି |ମାଙ୍କ ମୂର୍ତ୍ତି ବିସର୍ଜନ ମଧ୍ୟ୍ୟ ଖୁବ ଯାକ ଯମକରେ ହେଉଛି | ଏକ ସ୍ଥାନରେ ମାଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଏକ ଯୁବତୀ ମାଙ୍କ ହାତରୁ ତାଙ୍କ ଖଣ୍ଡା ଓ ତ୍ରିଶୁଳ ଛଡେଇ ଆଣି ମାଙ୍କ ରୂପ ଧରିଥିଲା, ଏହି କାର୍ଯ୍ୟ କେତେ ମାତ୍ରାରେ ଠିକ କି ଭୁଲ ସେ ବିଷୟରେ ଏବେ ଆଲୋଚନା ଚାଲିଛି |ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ବନ୍ଧୁଗଣ ମନୁଷ୍ୟକୁ କେବେ ଦେବତା ରୂପରେ ପୂଜା କରାଯାଏ ନାହିଁ, ଏହି ପରି କଲେ ଦେବତା ମାନଙ୍କ ପ୍ରତି ବହୁତ ଅପମାନ ହୋଇଥାଏ |ଦେବତା ମାନଙ୍କୁ ଆମେ କେତେ ଶ୍ରଦ୍ଧା ଆଉ ଭକ୍ତିରେ ପୂଜା କରିଥାଉ |ମା ଦଶଭୂଜାଙ୍କ ପୂଜା ସବୁଠାରେ କେତେ ଆଡମ୍ବରରେ ପାଳନ କରା ଯାଇଥିଲା| ଆସନ୍ତାକାଲି ଏକ ସ୍ଥାନରେ ମା ଦୁର୍ଗାଙ୍କର ବିସର୍ଜନ କରିବା ପାଇଁ କେତେ ଆଡମ୍ବର ରେ ମାଙ୍କୁ ନେଇ ଯାଉଥିଲେ |ସେହି ସମୟରେ ଜଣେ ମହିଳା ମାଙ୍କ ମୂର୍ତ୍ତି ଉପରକୁ ଚଢି ଯାଇ ମାଙ୍କ ହାତରୁ ଖଣ୍ଡା ଓ ତ୍ରିଶୁଳ ବାହାର କରି ଆଣିଥିଲା |

ସତରେ ମା ଯେପରି ଏହି ମହିଳାଙ୍କ ଶାରୀରରେ ସବାର ହେଇଛନ୍ତି, ଏହି ଯୁବତୀ ଜଣଙ୍କ ବାମ ହାତରେ ମାଙ୍କ ତ୍ରିଶୁଳ ଏବଂ ଡାହାଣ ହାତରେ ତାରୁଆଲ ଧରି କିଛି ସମୟ ବୁଲାଇ ଥିଲେ |ସତରେ ମା ଏହି ଯୁବତୀ ଙ୍କ ଦେହରେ ସବାର ହୋଇଥିଲେ ନା ଯୁବତୀ ଜଣଙ୍କ ଏହିପରି ଅଭିନୟ କରୁଛନ୍ତି | ଅତି ଭକ୍ତି ଚୋରର ଲକ୍ଷଣ ପରି ଏହି ଅଭିନୟ ନୁହନ୍ତ, ଏତେ ଶ୍ରଦ୍ଧାରେ ମାଙ୍କ ପୂଜକରି ମାଙ୍କୁ ବିଦାୟ ଦେବା ସମୟରେ ମାଙ୍କ ସହ ଏପରି କରିବା ଉପଯୁକ୍ତ ନୁହଁ |ସାମାନ୍ୟ ଜଣେ ମନୁଷ୍ୟ ହୋଇ ମାଙ୍କ ଅସ୍ତ୍ର ଛଡେଇ ଆଣିବା କଣ ଠିକ |

ଏହି ଯୁବତୀ ଜଣଙ୍କ ଏହି ଅସ୍ତ୍ର ଗୁଡିକୁ ନେଇ ବେଶ କିଛି ସମୟରେ ବହୁତ ଉତ୍ପାତ କଲେ ପରେ କମିଟିର କିଛି ମେମ୍ବର ଏହି ଯୁବତୀଙ୍କୁ ଯାଇ ବୁଝାଇ ତଳକୁ ଆଣିଥିଲେ | ପ୍ରାୟ ସମସ୍ତେ ନିଜ ଫୋନରେ ମଧ୍ୟ ଏହି ଭିଡିଓ କରିଛନ୍ତି ଏବଂ ସମସ୍ତ ପ୍ରଶ୍ନ ଯେ ଏହିପରି ବ୍ୟବହାର ଆଦୌ ଠିକ ନୁହଁ | ଯଦି ମାଙ୍କ ପ୍ରତି ତୁମର ଭକ୍ତି ଅଛି ତେବେ ଏହା ତୁମ ମନରେ ରଖ ବାହାରକୁ ଏହିପରି ପ୍ରକାଶ କରିବା ଆଦୌ ବି ଉଚିତ ନୁହଁ |ଏହି ମହିଳା ଜଣଙ୍କ କଉଁ ମାନସିକ ସ୍ଥିତିରେ ଏପରି କରିଛନ୍ତି ତାହା ଏପ୍ରଯ୍ୟନ୍ତ ଜଣା ପଡ଼ିନାହିଁ |ମହିଳାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment