Gk Question – ଭାରତର କେଉଁ ରାଜ୍ୟରେ ଗରିବ ଲୋକଙ୍କ ସଂଖ୍ୟା ସର୍ବାଧିକ ? ଏହାର ଉତ୍ତର ୯୯% ଲୋକ ଜାଣନ୍ତିନି…

ଆମେ ସମସ୍ତେ ଜାଣିଛେ ଦର୍ଶକ ବନ୍ଧୁ ଆମ ରାଜ୍ୟ ହେଉ ବା ଦେଶ ହେଉ ସବୁ ବିଷୟରେ ଅନେକ କଥା ରହିଛି | ଆଉ ସେ ବିଷୟରେ ଜାଣିବାର ଆବଶ୍ୟକତା ମଧ୍ୟ ଆମର ରହିଛି | ଏହି gk ବା ସାଧାରଣ ଜ୍ଞାନ ମଣିଷକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି | ତେବେ ଆଜି କାଲି କେବଳ ପୁସ୍ତକ କୁ ପଢିକି ଆମେ ଆମର ଜ୍ଞାନ ର ବିକାଶ କରି ପାରିବା ତାହା ନୁହଁ ଆମେ ଆମର ଜ୍ଞାନ ର ବିକାଶ ମଧ୍ୟ ଆମର ଦେଶ ଓ ରାଜ୍ୟ ବିଷୟରେ ଅନେକ କଥା ଜଣିକି ମଧ୍ୟ କରି ପାରିବା ବୋଲି କୁହାଯାଉଛି | ତେବେ ସେମିତି କିଛି ସୋସିଆଲ ସାଇନ୍ସ ସମ୍ପର୍କୀୟ ପ୍ରଶ୍ନ ଉତ୍ତର ଗୁଡିକ ବିଷୟରେ ଆସନ୍ତୁ ଜାଣିବା ଯାହା ଆମର ଜ୍ଞାନ ଓ ବୁଦ୍ଧି ର ବିକାଶ କରିବାରେ ବିଶେଷ ସାହାଯ୍ୟ କରିଥାଏ |

ପ୍ରଶ୍ନ 1:-ମଣିଷ ଶରୀରର ମୁଖ୍ୟ ଅଂଶ ଟି କଣ?

ଉତ୍ତର :-ମସ୍ତିଷ୍କ

ପ୍ରଶ୍ନ 2:- ଜଣେ ମଣିଷ କେତେ ଗ୍ଲାସ ପାଣି ପିଇବା ଆବଶ୍ୟକ?

ଉତ୍ତର :-10-12 ଗ୍ଲାସ

ପ୍ରଶ୍ନ 3:-ମଣିଷ ଶରୀରରେ ମୋଟ କେତେ ଖଣ୍ଡ ହାଡ଼ ରହିଛି?

ଉତ୍ତର :-206

ପ୍ରଶ୍ନ 4:-ଭାରତରେ କେଉଁ ରାଜ୍ୟରେ ଗରିବ ଲୋକଙ୍କ ସଂଖ୍ୟା ସର୍ବାଧିକ?

ଉତ୍ତର :-ଉତ୍ତରପ୍ରଦେଶ

ପ୍ରଶ୍ନ 5:-ଆମେ ହାଇମାରୁ କାହିଁକି?

ଉତ୍ତର :-ଅଧିକ ଅମ୍ଳଜାନ ପାଇଁ

ପ୍ରଶ୍ନ 6:-କେଉଁ ରାଜ୍ୟ କୁ ଏକ ସ୍ୱତନ୍ତ୍ର ରାଜ୍ୟ ର ମାନ୍ୟତା ଦିଆଯାଇଛି?

ଉତ୍ତର :-ଦିଲ୍ଲୀ


ପ୍ରଶ୍ନ 7:-ନଖ ଓ ବାଳ କାଟିଲେ କଷ୍ଟ ହୁଏ ନାହିଁ କାହିଁକି?
ଉତ୍ତର:-ସ୍ନାୟୁ ସହିତ ସଂଯୋଗ ନ ଥିବାରୁ
ପ୍ରଶ୍ନ 8:-ଆମ ନାକ କେତେ ପ୍ରକାରର ମୌଳିକ ଗନ୍ଧ ବାରି ପାରେ?

ଉତ୍ତର:-20 ପ୍ରକାରର

ପ୍ରଶ୍ନ 9:-କିଏ ଆମ ଶରୀରରେ ରକ୍ତ କୁ ବିଶୁଦ୍ଧ କରେ?

ଉତ୍ତର :-ଫୁସଫୁସ

ପ୍ରଶ୍ନ 10:- ପୃଥିବୀ ର କେଉଁ ଦେଶ ପ୍ରଥମେ ଆମ୍ବୁଲେନ୍ସ ବ୍ୟବହାର କରିଥିଲେ?

ଉତ୍ତର :-ୟୁରୋପ

ପ୍ରଶ୍ନ 11:-କପା ଚାଷ କେଉଁ ମୄର୍ତ୍ତିକା ରେ ଭଲ ହୁଏ?

ଉତ୍ତର :-କୃଷ୍ଣ କାର୍ପାସ

ପ୍ରଶ୍ନ -12:-ପୃଥିବୀ ରେ କେଉଁ ପରିବା ଚାଷ ପ୍ରଥମେ କରାଯାଇଥିଲା?

ଉତ୍ତର :-ଆଳୁ

ପ୍ରଶ୍ନ 13:-ଭାରତ ର କେଉଁ ରାଜ୍ୟ ରେ ଅଧିକ କୁକୁର ଅଛି?

ଉତ୍ତର :-ଉତ୍ତର ପ୍ରଦେଶ

ପ୍ରଶ୍ନ 14:-ଏମିତି କେଉଁ ନଦୀ ଅଛି ଯାହାର ପାଣି ସବୁବେଳେ ଗରମ ରହେ?

ଉତ୍ତର :-ନୀଳ ନଦୀ

ତେବେ ଏହା ଥିଲା ଆମର ଦେଶ ଓ ରାଜ୍ୟ ବିଷୟରେ ଜାଣିବାକୁ ଥିଲା ସୋସିଆଲ ସାଇନ୍ସ ବିଷୟରେ କିଛି ପ୍ରଶ୍ନ ଉତ୍ତର ଯାହା ଆମ ସାଧାରଣ ଜ୍ଞାନ କୁ ବଢ଼ାଇଥାଏ ଓ ଆମର ଜ୍ଞାନ ର ବିକାଶ କରେଇଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment