ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଆଶ୍ଚର୍ଯ୍ୟ ଲାଗିଥାଏ | କିନ୍ତୁ ସେହିଭଳି ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା ଟି ଦେଖିବାକୁ ମିଳିଛି ଆଉ ଯେଉଁଠି କୁହାଯାଉଛି କି ଭାରତୀୟ ଯୁବକଙ୍କ ପ୍ରେମ ଜାଲରେ ପଡ଼ି ଯାଇଛନ୍ତି ଜର୍ମାନୀ ଝିଅ |ଆଉ ଜର୍ମାନୀ ରୁ ଭାରତ କୁ ଆସି ହିନ୍ଦୁ ଧର୍ମ ଓ ଶାସ୍ତ୍ର ଅନୁସାରେ ମଧ୍ୟ ବିବାହ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଟି ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ବିହାର ର ସହରସା ଠାରେ | ଆଉ ଯାହା କୁହାଯାଉଛି କି ସେହି ଅଞ୍ଚଳରେ ରହୁଥିଲା ଜୟଦେବ ଙ୍କ ସହିତ ଜର୍ମାନୀ ରେ ରହୁଥିବା ମାର୍ଥା ଙ୍କ ସହିତ ପ୍ରେମ ହୋଇ ଯାଇଥିଲା |,ପଟୁଆହା ଜିଲ୍ଲାର ଆମ କାଛି ରେ ଏମାନଙ୍କର ବିବାହ ହୋଇଛି ଭାରତୀୟ ବୌଦିକ ରୀତି ନୀତି ଅନୁସାରେ |ଆଉ ଯାହା କୁହାଯାଉଛି କି ଏହି ବିବାହରେ ପୁଅ ଘରର ଗ୍ରାମ ବାସୀ ଙ୍କ ସହିତ ଗାଁ ର ମୁଖିଆ ମଧ୍ୟ ଯୋଗ ଦେଇଥିଲେ | ଆଉ ଠିକ ସେମିତି ଝିଅ ଘରୁ ତାଙ୍କର ମା , ଭଉଣୀ ଙ୍କ ସହିତ ତାଙ୍କର ସମ୍ପର୍କୀୟ ମଧ୍ୟ ଆସିଥିଲେ |
ତେବେ ଵର ହେଉଛି ଚୌତନ୍ୟ ଜିଲ୍ଲାର ପଟୁଆ ଗାଁ ର ବାସିନ୍ଦା ହୋଇଥିବା ବେଳେ ଝିଅ ଜର୍ମାନୀ ର ବାସିନ୍ଦା ବୋଲି କୁହାଯାଉଛି | ଆଉ ଉଭୟ ଙ୍କ ମଧ୍ୟରେ ପ୍ରେମ ଆଉ ବନ୍ଧୁତା ଭଳି ସମ୍ପର୍କ ଗଢି ଉଠିଥିଲା | ଆଉ ଦୁଇଜଣ ଜର୍ମାନୀ ରେ ପି ଏଚ ଡି କରିଥିଲେ |ତେବେ ବର ର ମାମୁ କହିଛନ୍ତି କି ଵର ର ଅଧ୍ୟୟନ ସୋହରାଜ ରେ ହୋଇଛି |ଶ୍ରୀଲୋମ ରୁ ବି ଟେକ କରିବା ପରେ ବେଲଜୀୟମ ରୁ ଏମ ଏସ ଡିଗ୍ରୀ ହାସଲ ପରେ ଜର୍ମାନୀ ଯାଇଥିଲେ ଆଉ ସେଠାରେ ପିଇ ଏଚ ଡି କରୁଥିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା |
ଆଉ ଯାହା କୁହାଯାଉଛି କି ଝିଅ ଘରୁ ପ୍ରଥମେ ବିବାହ ର ପ୍ରସ୍ତାବ ଆସିଲା ପରେ ପୁଅ ଓ ଝିଅ ଙ୍କର ସହମତି ରେ ବିବାହ ହୋଇଥିଲା | ଆଉ ଝିଅ ଜଣଙ୍କ ଜର୍ମାନୀ ରୁ ଭାରତ ଆସି ବୌଦିକ ରୀତି ନୀତି ଅନୁସାରେ ଫ୍ଲିମ ଷ୍ଟାଇଲ ରେ ବିବାହ ମଧ୍ୟ କରିଥିଲେ | ଆଉ ଯାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।