ସାଧାରଣ ଲୋକଙ୍କ ଦୈନ୍ୟଦିନ ର ଜୀବନ ଶୈଳୀ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ଅଭିନୟ କ୍ଷେତ୍ରରେ ସେଲିବ୍ରେଟି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେଉଁ କଳାକାରଙ୍କ ଅଭିନୟ ଦର୍ଶକ ଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି। ସେମାନଙ୍କ ଦୈନ୍ୟଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ କୌତୁହଳ ପ୍ରକାଶ କରିଥାନ୍ତି।
ଲୋକ ମାନେ ନିଜର କର୍ମମୟ ଜୀବନରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସେମାନେ ସବୁବେଳେ ମନରଞ୍ଜନ କରିବା ପାଇଁ ଭୁଲନ୍ତି ନାହିଁ। ରାତି ହେଲେ ସମସ୍ତେ ବସି ଟିକିଏ ଟିଭି ସିରିଏଲ ଦେଖିବା ପାଇଁ କେବେ ହେଲେ ଭୁଲନ୍ତି ନାହିଁ। ବର୍ତ୍ତମାନ ସମୟରେ ଆମ ଓଡିଶାରେ ନୂଆ ବୋହୂ ସିରିଏଲ ବହୁତ ଲୋକପ୍ରିୟତା ହାସଲ କରିପାରିଛି। ଯେଉଁଥିରେ ଲାଭରିନଙ୍କ ଚରିତ୍ର ବେଶ ପସନ୍ଦ ଆସିଛି ଦର୍ଶକ ମାନଙ୍କୁ। ଆଜି ଆମେ ତାଙ୍କ ବିଷୟରେ କିଛି ଅଫ ସ୍କ୍ରିନ ଏବଂ ଅନ୍ ସ୍କ୍ରିନ ବିଷୟରେ ଜଣେଇବା।
ବନ୍ଧୁଗଣ ନୂଆ ବହୁ ସିରିଏଲ ବର୍ତ୍ତମାନ ସମୟରେ ବହୁତ ଲୋକପ୍ରିୟ ହାସଲ କରିଛି। ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ପସନ୍ଦ କରିଛି। ରାଜ ରାଜେନ୍ଦ୍ରକୁ ସମସ୍ତେ ଡରନ୍ତି। ହେଲେ ସେ କିନ୍ତୁ ଡରନ୍ତି ନାହିଁ। ସେ ପ୍ରଥମେ ଝିଇ ଥିଲେ, ବହୁତ ମସ୍ତି କରୁଥିଲେ। ଏହାପରେ ବହୁତ ଶୀଘ୍ର ବୋହୂ ହେଲେ। ତେବେ ବୋହୁ ହେଲା ପରେ ତାଙ୍କର ଦାୟିତ୍ୱ ବଢ଼ିଲା। ହେଲେ ସେ କାହାରିକୁ ଡରନ୍ତି ନାହିଁ। ଯାହାବି ହେଉ ଲାଭରିନଙ୍କ ଚରିତ୍ର ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ। ଅନେକ ଓଡ଼ିଆ ଏହି ସିରିଏଲ ରେ କେବଳ
ଲାଭରିନଙ୍କୁ ପସନ୍ଦ କରନ୍ତି ତାହା ନୁହେଁ ବରଂ ଏଥିରେ ଅନ୍ୟ ଯେଉଁ ସବୁ ଚରିତ୍ର ଅଛନ୍ତି ସେମାନଙ୍କୁ ମଧ୍ୟ ବହୁତ ପସନ୍ଦ କରନ୍ତି।
ଲାଭରିନଙ୍କ ସେ ଅନ୍ ସ୍କ୍ରିନ ଏବଂ ଅଫ ସ୍କ୍ରିନ ବିଷୟରେ କହିଛନ୍ତି। ତାଙ୍କର କହିବା କଥା ଅଫ ସ୍କ୍ରିନ ରେ କଣ କରନ୍ତି ସେ ବିଷୟରେ କଥା କହିଛନ୍ତି। ତାଙ୍କର କହିବା କଥା ଯେ ସେ ଅଫ ସ୍କ୍ରିନରେ ବହୁତ ମସ୍ତି କରନ୍ତି। ଏବଂ ତାଙ୍କର ସମସ୍ତଙ୍କ ସହିତ ଭଲ ସଂପର୍କ ଅଛି। ତାଙ୍କର ଦୁଇଟି ଗ୍ରୁପ କରି ଦିଆହୋଇଛି। ପ୍ରଥମ ଗ୍ରୁପ ରେ ଝିଅ ସେମାନେ ସବୁ ମଜା ମସ୍ତି କରନ୍ତି ଆଉ ଅନ୍ୟ ଗ୍ରୁପ ରେ ପୁଅ ମାନେ ରହିଛନ୍ତି। ସେମାନେ ବିଭିନ୍ନ ପ୍ରକାର ମଜା ମସ୍ତି କରନ୍ତି। ଯାହାବି ହେଉ ଏହି ସିରିଏଲ ଟି ବର୍ତ୍ତମାନ ସମୟରେ ବେଶ ଲୋକ ପ୍ରିୟତା ହାସଲ କରିପାରିଛନ୍ତି। ଆପଣ ମାନେ ମଧ୍ୟ ପ୍ରାଥନା କରନ୍ତୁ ସେ କିଭଳି ଆଗକୁ ତାଙ୍କର ଅଭିନୟ ଜାରି ରଖିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।