Odisha News Portal

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ ?ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି

ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ କାରଣ ଆଜିର ସମୟରେ ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ସାଧାରଣ ଜ୍ଞାନ ଆସିଥାଏ । ଯାହା ଆମକୁ ଆମର ଲକ୍ଷ ସ୍ଥଳରେ ପହଞ୍ଚିବାକୁ ସାହାର୍ଯ୍ୟ କରିଥାଏ ଏବଂ କ୍ୟାରିଅର ଗଠନରେ ମଧ୍ୟ ସାହାର୍ଯ୍ୟ କରିଥାଏ । ତେବେ ଆଜି ଆମେ ଆଉ କେତେକ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ଉତ୍ତର ସମ୍ପର୍କରେ ।

1 ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ଥିଲେ ?
ଉତ୍ତର – ଇନ୍ଦିରା ଗାନ୍ଧୀ ।

2 ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ଥିଲେ ?
ଉତ୍ତର – ସୂଚେତା କ୍ରିପଲାନି ।

3 ଭାରତର ସବୁଠାରୁ ବଡ ରାଜ୍ୟର ନାମ କଣ ?
ଉତ୍ତର – ରାଜସ୍ଥାନ ।

4 ଭାରତର ସବୁଠାରୁ ଛୋଟ ରାଜ୍ୟର ନାମ କଣ ?
ଉତ୍ତର – ଗୋଆ ।

5 ଭାରତର ପ୍ରଥମ ନାଗରିକ କିଏ ?
ଉତ୍ତର – ରାଷ୍ଟ୍ରପତି ।

6 ଭାରତର ଦ୍ୱିତୀୟ ନାଗରିକ କିଏ ?
ଉତ୍ତର – ଉପରାଷ୍ଟ୍ରପତି ।

7 ଭାରତର ତୃତୀୟ ନାଗରିକ କିଏ ?
ଉତ୍ତର – ପ୍ରଧାନମନ୍ତ୍ରୀ ।

8 ଆମ୍ଭେମାନେ କେଉଁ ଦିନ ସ୍ୱାଧୀନତା ଦିବସ ପାଳନ କରୁ ?
ଉତ୍ତର – ଅଗଷ୍ଟ 15 ।

9 ଆମ୍ଭେମାନେ କେଉଁ ଦିନ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରୁ ?
ଉତ୍ତର – ଜାନୁଆରୀ 26 ।

10 ଆମ୍ଭେମାନେ କେଉଁ ଦିନ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରୁ ?
ଉତ୍ତର – ଅକ୍ଟୋବର 2 ।

11 ପୃଥିବୀର ବୃହତ୍ତମ ମହାଦେଶର ନାମ କଣ ?
ଉତ୍ତର – ଏସିଆ ମହାଦେଶ ।

12 ପୃଥିବୀର ବୃହତ୍ତମ ମହାସାଗରର ନାମ କଣ ?
ଉତ୍ତର – ପ୍ରଶାନ୍ତ ମହାସାଗର ।

13 ପୃଥିବୀର ବୃହତ୍ତମ ଓସାର ନଦୀର ନାମ କଣ ?
ଉତ୍ତର – ଆମାଜନ ।

14 ପୃଥିବୀର ବୃହତ୍ତମ ଲମ୍ୱା ନଦୀର ନାମ କଣ ?
ଉତ୍ତର – ନୀଳ ନଦୀ ।

15 ପୃଥିବୀର ବୃହତ୍ତମ ଦ୍ୱୀପର ନାମ କଣ ?
ଉତ୍ତର – ଗ୍ରୀନଲାଣ୍ଡ ।

16 ପୃଥିବୀର ବୃହତ୍ତମ ହ୍ରଦର ନାମ କଣ ?
ଉତ୍ତର – କାସ୍ପିଆନ ସାଗର ।

17 ପୃଥିବୀର ବୃହତ୍ତମ ମରୁଭୂମିର ନାମ କଣ ?
ଉତ୍ତର – ଆଣ୍ଟାର୍କାଟିକା ।

18 ପୃଥିବୀର ବୃହତ୍ତମ ପକ୍ଷୀର ନାମ କଣ ?
ଉତ୍ତର – ଓଟପକ୍ଷୀ ।

19 ପୃଥିବୀର ବୃହତ୍ତମ ସ୍ଥଳଚର ପ୍ରାଣୀର ନାମ କଣ ?
ଉତ୍ତର – ହାତୀ ।

20 ପୃଥିବୀର ବୃହତ୍ତମ ଦେଶର ନାମ କଣ ?
ଉତ୍ତର – ଋଷିଆ ।

21 ପୃଥିବୀର ବୃହତ୍ତମ ପାଠାଗାରର ନାମ କଣ ?
ଉତ୍ତର – ଲାଇବ୍ରେରୀ ଅଫ୍ କଂଗ୍ରେସ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।