Odisha News Portal

ଦେଖନ୍ତୁ ଭିଡ଼ିଓ : ଭାଲୁ ସହ ଲଢେଇ କରି ଯୁବତୀ ବଞ୍ଚାଇଲେ ପୋଷା କୁକୁରର ଜୀବନ, ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ…

ଆପଣ ମାନେ ପ୍ରତି ଦିନ କିଛି ନା କିଛି ଖବର ଶୁଣିବା ପାଇଁ ପାଇଥାନ୍ତି, ଖୁବ ସହଜରେ । ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ କ୍ଷଣିକ ମଧ୍ୟରେ ଦେଶ ଦୁନିଆ ବିଷୟରେ ଜାଣି ପାରୁ, ଯଦି କୌଣସି ସ୍ଥାନରେ କିଛି ଘଟଣା ଘଟୁଛି ତାହାଲେ ଆମେ ଗୋଟିଏ ସ୍ଥାନରେ ବସି ସେହି ଘଟଣା ବିଷୟରେ ଅବଗତ ହୋଇପାରୁଛୁ। ବେଳେ ବେଳେ ଏପରି କିଛି ଖବର ଶୁଣିବାକୁ ମିଳେ ଯାହା ଆମେ ବିଶ୍ୱାସ କରିପାରୁନା, କିନ୍ତୁ ବିଶ୍ୱାସ ନ ହେଲେ ମଧ୍ୟ ଘଟଣା ଗୁଡିକ ସତ୍ୟ ହୋଇଥାଏ। ତେବେ ବର୍ତ୍ତମାନ ର ସୋସିଆଲ ମିଡ଼ିଆ ଯୁଗରେ ପ୍ରତ୍ୟେକ ଦିନ ଏପରି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି,

ତେବେ ବନ୍ଧୁଗଣ ବର୍ତ୍ତମାନ ବର୍ତ୍ତମାନ ସମୟରେ ଏପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି। ଘଟଣାଟି ହେଉଚି ଜଣେ ମହିଳା ଭାଲୁ ସହ ଲଢେ଼ଇ କରି ଠେଲି ତଳକୁ ପକେଇ ଦେଇଥିଲା। ତେବେ ଏଭଳି ଭିଡ଼ିଓ ଭାଇରାଲ ହେବାପରେ, ମହିଳାଙ୍କର ଏପରି ସାହାସିକତା ପାଇଁ ତାଙ୍କୁ ସବୁଠି ପ୍ରଶଂସାର ସୁଅ ଛୁଟୁଛି। ତେବେ ଆସନ୍ତୁ ଜାଣିବା ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଭାଇରାଲ ହେଉଥିବା ବିଡ଼ିଓଟିର ଘଟଣା କାର୍ଲିଫନିଆର ବୋଲି ଜଣାପଡିଛି। ତେବେ ସୂଚନା ଅନୁସାରେ, ଡେଲି ମାରିନି ନାମକ ଜଣେ ୧୭ ବର୍ଷୀୟା ଯୁବତୀ ନିଜ ଘରେ ଥିଲେ, ହଠାତ ତାଙ୍କ ଘରେ ରହିଥିବା ପୋଷା କୁକୁରର ଖୁବ ଜୋର ରେ ଭୁକିବାକୁ ଲାଗିଲେ। ସେ ସଙ୍ଗେ ସଙ୍ଗେ ଛାତ ଉପରକୁ ଦୌଡ଼ି ଆସିଲେ ଏବଂ ସେ ଦେଖିଥିଲେ, ଗୋଟିଏ ବଡ଼ ମାଆ ଭାଲୁ ତା ଛୁଆଙ୍କ ସହିତ ତାଙ୍କ ପୋଷା କୁକୁରକୁ ଆକ୍ରମଣ କରିବା ପାଇଁ ଲାଗିଛନ୍ତି। ସେ ଆଗ ପଛ କିଛି ନ ଭାବି ସିଧା ଦୌଡ଼ି ଯାଇଥିଲେ। ଆକ୍ରମଣ କରୁଥିବା ଭାଲୁ ପାଖକୁ ଆଉ ଭାଲୁକୁ ଠେଲି ଛାତ ଉପରୁ ତଳକୁ ପକେଇଦେଉଛନ୍ତି।

ତାପରେ ଡେଲି ମାରିନି ତାଙ୍କ କୁକୁରଙ୍କୁ ସେଠୁ ନେଇ ଆସିବା ପାଇଁ ଉଦ୍ୟମ କରୁଛନ୍ତି। ସେ ଭାଲୁକୁ ଠେଲୁ ଥିବା ସମୟରେ ଆପଣ ମାନେ ଦେଖି ପାରୁଥିବେ, କିପରି ଭାବରେ ନିଜେ ଆଣ୍ଠେଇ ବସିପଡୁଛନ୍ତ। ଏଥିରେ ତାଙ୍କର ବିଶେଷ କିଛି କ୍ଷତି ହୋଇ ନାହିଁ, କେବଳ ତାଙ୍କର ଗୋଡ଼ ଟିକିଏ ଖଣ୍ଡିଆ ହୋଇ ଯାଇଛି। ତେବେ ଏସବୁ ଭିଡ଼ିଓ ଘରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ରେକଡ଼ିଂ ହୋଇଥିଲା।

ଯୁବତୀ ଜଣଙ୍କ ଯେତେବେଳେ ଏହି ଭିଡ଼ିଓ ଟିକୁ ଦେଖିଥିଲେ, ସେ ନିଜେ ମଧ୍ୟ ବିଶ୍ୱାସ କରି ପାରିଲେ ନାହିଁ କି ତାଙ୍କର ଏଭଳି ସାହସ କେଉଁଠୁ ଆସିଲା। ତେବେ ବର୍ତ୍ତମାନ ସମୟରେ ଏହି ଭିଡ଼ିଓ ଟି ଦେଖିବା ସମୟରେ ଡେଲିଙ୍କ ପ୍ରତି ସୋସିଆଲ ମିଡିଆରେ ସାହାସିକତା ପାଇଁ ଅନେକ ଧନ୍ୟବାଦ ମଧ୍ୟ ଜଣାଛନ୍ତ। ଯଦି ଆମେ ଦେଖିବା ଯେ ଇଛା ଶକ୍ତି ଆଗରେ ସବୁକିଛି ହାର ମାନି ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।