ଭଲ ପାଇଥିଲି , OYO ହୋଟେଲ ଯାଇଥିଲି… ସବୁ ସାରିଦେଲା… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ପ୍ରେମ ସମ୍ପର୍କ କୁ ନେଇକି ଚର୍ଚ୍ଚା ଜୋର ଧରିଛି | ଆଉ ବର୍ତ୍ତମାନ ସେହିଭଳି ଏକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ପ୍ରେମିକ ଜଣଙ୍କ ବିବାହ କରିବାର ପ୍ରତିଶୃତି ଦେଇଥିଲେ ତାଙ୍କର ପ୍ରେମିକା ଙ୍କୁ ଆଉ ଏହି ସବୁ କହିକି ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ | ଆଉ ଘର ଠୁ ଆରମ୍ଭ କରିକି ହଟେଲ ପର୍ଯ୍ୟନ୍ତ ସବୁଠି ବୁଲିଥିଲେ ଆଉ ଯେତେବେଳେ ମନ ପୁରିଗଲା ସେତେବେଳେ ତାଙ୍କ ସହିତ ସମସ୍ତ ସମ୍ପର୍କ ତୁଟାଇ ଦେଇଥିଲେ | ଆଉ ଯେଉଁଥିପାଇଁ ଯୁବତୀ ଜଣଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି |ତେବେ ଏମିତି କିଛି ଘଟଣା ବିଷୟରେ ଆସନ୍ତୁ ଆଲୋଚନା କରିବା |

ତେବେ ମିଳିଥିବା ସୂଚନା ଅନୁସାରେ ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା, ମହାକାଳପଡା ପଞ୍ଚାୟତ ର, ମାର୍ଶାଖର ଥାନା ଅନ୍ତର୍ଗତ, ଖୁରୁସୁଆ ପଞ୍ଚାୟତ ର ବନ୍ଧ କୁନ୍ଧା ପଞ୍ଚାୟତ ର ରମେଶ ଙ୍କ ପୁଅ ରଞ୍ଜନ ଭଲ ପାଉଥିଲେ ଝାଡ଼ଖଣ୍ଡ ର ୠମୁଟା ମାଇଲ ହାଡ଼ୱାର ରେ କାମ କରୁଥିଲେ | ଆଉ ପ୍ରେମିକା ଜଣଙ୍କର ଘର ହେଉଛି ଯାଜପୁର ଜିଲ୍ଲାର ଝଡ଼ପଦା ଥାନା ର ଗୌତମ ରାଉତ ଙ୍କ ଝିଅ ପ୍ରତୀକ୍ଷା ରାଉତ | ଆଉ ଯେଉଁଠି ଜଣା ପଡିଥିଲା କି ଇନଷ୍ଟାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା |

ଆଉ ଯାହା ଜଣା ପଡୁଛି କି ଦୀର୍ଘ 14 ମାସ ର ସମ୍ପର୍କ ପରେ ଏବେ ଯୁବତୀ ଜଣଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇକି ମନା କରିବରୀ ପ୍ରେମିକ ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି ପ୍ରେମିକ ଜଣଙ୍କ | ଆଉ ସେପଟେ ପ୍ରେମିକ ଜଣଙ୍କ ଫୋନ କରିକି ପ୍ରେମିକା ଙ୍କୁ କହୁଛନ୍ତି କି ମୋର ଘର ଆଗରେ ବସିବାରୁ ମର ସଂମାନ ହାନୀ ହେଉଛି ତେଣୁ ତୁ ଉଠିଯା ଘର ଆଗରୁ | ଆଉ ଯାହାର ପ୍ରତି ଉତ୍ତର ରେ ଯୁବତୀ ଜଣ ଙ୍କ କହିଥିଲେ କି ଘର କୁ ନେଇଗଲ, ଭଉଣୀ ଘରକୁ ନେଇଗଲ ଆଉ ଏମିତି କି, OYO କୁ ବି ନେଇଗଲ | ଆଉ ଏବେ ଯେତେବେଳେ ଘର ଆଗରେ ବସିଛି ନ୍ୟାୟ ପାଇଁ ସମ୍ନାନ ହାନୀ ହେଉଛି ବୋଲି କହୁଛ |

ଆଉ ଝିଅ ଜଣଙ୍କ କହିଛନ୍ତି କି ମୋର ଆଉ କେଉଁ ସଂମ୍ମାନ ଅଛି କି ତୁ ଆଉ ନଷ୍ଟ କରିବୁ, ସ୍ତ୍ରୀ ର ମର୍ଯ୍ୟାଦା ଦେବୁ ବୋଲି କହିକି ଏବେ ଧୋକା ଦେଉଛ ଆଉ ବିବାହ କରିବାକୁ ମନା କରିଛ | ଘରେ ବାହାରେ ଚାରିଆଡେ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଗ୍ରହଣ କରିବାକୁ ମନା କରୁଛ | ଏଭଳି କିଛି କହିଛନ୍ତି ଯୁବତୀ ଜଣଙ୍କ | ଆଉ ଯାହାର ପ୍ରତିଉତ୍ତର ରେ ଯୁବକ କହିଛନ୍ତି ମୁଁ ହଟେଲ କୁ ବି ନେଇଥିଲି ଯା ସେଠି ବସିବୁ | ତେବେ ଏହି ସବୁ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଆଉ ନ୍ୟାୟ ନ ମିଳିବ ପର୍ଯ୍ୟନ୍ତ ଯୁବତୀ ଏମିତି ବାସୀ ରହିବେ ବୋଲି କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment