Odisha News Portal

ଭାଇ ଭଉଣୀ ସମ୍ପର୍କ ସମସ୍ତଙ୍କୁ ଚମକେଇ ଦେଉଛି,ଜାଣିଲେ ଆଖିରୁ ଲୁହ ଆସିଯିବ,ଆସନ୍ତୁ ଜାଣିବା ଘଟଣା ସମ୍ପର୍କରେ

ଦୁନିଆରେ ବିଭିନ୍ନ ପ୍ରକାର ର ଲୋକ ଦେଖା ଯାଇଥାନ୍ତି ଏବଂ ସମସ୍ତଙ୍କର ବ୍ୟକ୍ତିତ୍ବ ସମାଜ ହୋଇ ନଥାଏ। ସମାଜରେ ଗୋତୁଏ ପରିବାର ଭିତରେ ସାଧାରଣତଃ ବାପା,ମା,ଭାଇ ଏବଂ ଭଉଣୀ ଥାଆନ୍ତି। ଆମ ଭାରତ ବର୍ଷରେ ସାଧାରଣତଃ ପ୍ରତ୍ୟେକ ପରିବାର ରେ ୪ ରୁ ୫ ଜଣ ସଦସ୍ୟ ରହି ଥାଆନ୍ତି। ପରିବାର ମୁଖ୍ୟ ଅନେକ ସମୟରେ ପୁରୁଷ ଲୋକ ହୋଇ ଥାଆନ୍ତି। ପ୍ରଥମେ ସବୁ ବାପା ବୁଝି ଥାଆନ୍ତି ପରେ ତାଙ୍କ ପୁଅ ଦେଖା ଶୁଣା କରି ଥାଆନ୍ତି ଏବଂ ମହିଳା ମାନେ ସର୍ବଦା ରୋଷେଇ ଆଉ ଘର କାମରେ ସମୟ ଦେଇ ଥାଆନ୍ତି।ସମସ୍ତଙ୍କ ଘରେ ସର୍ବଦା ପୁଅ ହାତରେ ଘରର ଦାୟିତ୍ବ ରହି ଥାଏ। ବାପା ଙ୍କୁ ଅଧିକ ବୟସ ହେଲେ ପୁଅ ମାନେ ସବୁ କିଛି ନିଜେ କରି ଥାଆନ୍ତି।ପରିବାର ଭିତରେ ସବୁବେଳେ ମା ପୁଅ କୁ ଏବଂ ବାପା ଝିଅ କୁ ଭଲ ପାଇଁ ଥାଆନ୍ତି। ତେବେ ଆଜି ଆମେ କହିବାକୁ ଯାଉଛି ଭାଇ ଏବଂ ଭଉଣୀ ସମ୍ପର୍କ ବିଷୟରେ।

ଗୋଟିଏ ପରିବାର ଭିତରେ ୨ ଟି ଭାଇ ଭଉଣୀ ଏବଂ ବାପା ମା ରହୁଥିଲେ। ତାଙ୍କର ଭଉଣୀ ବା ଝିଅ ବିବାହ କରି ଛନ୍ତି।
ତାଙ୍କର ପୁଅ ନାମ ପ୍ରିନ୍ସ। ବାପା ଦିନେ ପୁଅ ପ୍ରିନ୍ସ କୁ ଡାକିଲେ ଜୋରରେ ପରେ ପୁଅ ଆସି ପଚାରିଲା କଣ ହେଲା ବାପା ?
ବାପା କହିଲେ ତତେ କଣ ଜଣା ନାହିଁ ଆଜି ତୋ ଭଉଣୀ ଆସୁଛି ଏବଂ ତାର ଆଜି ଜନ୍ମ ଦିନ ଅଛି ତେଣୁ ସେ ଏଠାରେ ପାଳନ କରିବ।

ବାପା କହିଲେ ତୁ ଜଲଦି ଯା ନେଇକି ଆସେ ଏବଂ ନୂଆ ଗାଡି କୁ ନେଇକି ଯାଆ ସେ ବହୁତ ଖୁସି ହେବି। ପୁଅ କହିଲା ନୂଆ ଗାଡି ମୋର ସାଙ୍ଗ ନେଇକି ଯାଇଛି ଏବଂ ତୁମ ଗାଡି ଡ୍ରାଇଭର ବ୍ରେକ ଲଗେଇବା ପାଇଁ ନେଇ ଯାଇଛି।

ତାପରେ ବାପା କହିଲେ ତୁ ଟ୍ୟାକ୍ସସି କି ଅଟୋ ନେଇକି ଯାଆ ତାପରେ ପୁଅ କହିଲା ସେ କଣ ଛୋଟ ଛୁଆ ହୋଇଛି ଏକା ଆସି ପାରିବ ନାହିଁ। ବାପା କହିଲେ ଘରେ ଗାଡି ରହିକି ଘର ମଣିଷ ଅଲଗା ଗାଡ଼ିରେ କଣ ପାଇଁ ଆସିବ। ବାହା ହୋଇଗଲା ବୋଲି କଣ ପର ହୋଇଗଲା ଏବଂ ଗୋଟିଏ ପୁଅର ଘର ଉପରେ ଯେତିକି ଅଧିକାର ଝିଅ ର ବି ସେତିକି ଅଧିକାର ରହିଛି। ଏହା ଶୁଣିଲା ପରେ ପ୍ରିନ୍ସ କହିଲା ନା ସେ ମୋ ପାଇଁ ପର ହୋଇ ଯାଇଛି। ସଂଗେ ସଂଗେ ବାପା ରାଗିକି ମାରିଲେ।

ଭଉଣୀ ଦିନେ ଭାଇ ପାଇଁ ସବୁବେଳେ ପଇସା ରଖୁଥିଲା ଏବଂ ବାହାଘର ସମୟରେ ଭାଇ କୁ ଧରି ବହୁତ କାନ୍ଦିଥାଏ। ଭାଇ ଭଉଣୀର ସମ୍ପର୍କ ଏମିତି ଯାହା ଯୁଗ ଯୁଗକୁ ମନେ ରହିଥାଏ।ଭାଇ ଭଉଣୀ ସମ୍ପର୍କ ଠାରୁ ବଡ ସମ୍ପର୍କ ଆଉ କିଛି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।