Odisha News Portal

ଦେଖନ୍ତୁ ଭିଡିଓ : ଭାଗ୍ୟରେ ଥିଲେ ଏଭଳି ଶାଶୁ ମିଳେ ବିବାହ ପରେ କିଭଳି ଜାଙ୍କଲିନ୍ ଙ୍କୁ କୋଳରେ ବସାଇ ପଖାଳ ଖୋଆଇଲେ ଶାଶୁ…

ପୁଣି ସାମ୍ନାକୁ ଆସିଲା ଅଭିନେତ୍ରୀ ଜାଙ୍କଲିନ ଙ୍କ ଆଉ ଏକ ଭିଡିଓ। ଯାହା ସୋସିଆଲ ମିଡିଆରେ ଏବେ ପ୍ରଶଂସକ ମାନଙ୍କ ମହଲରେ ବେଶ୍ ଗ୍ରହଣୀୟ ହୋଇ ପାରିଛି।କଳା ପ୍ରେମୀ ଓଡିଶା ବାସୀ ସିନେମା ଓ ଧାରାବାହିକ କୁ ବହୁତ୍ ପସନ୍ଦ କରିଥାନ୍ତି। ଏହାଛଡା ଆପଣ ତ ଜାଣିଛନ୍ତି ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ଭିନ୍ନ ରହସ୍ୟ ଭରି ରହିଥାଏ କାରଣ ଏମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର। ତେଣୁ ବାସ୍ତବିକ ଭାବରେ ଯେତେବେଳେ ସିନେମା ବା ଅଭିନୟ ଜଗତ ର କଥା ଆସେ ସେତେବେଳେ ସମସ୍ତେ ସାମାନ୍ୟ ଚକିତ ହୋଇଥାନ୍ତି ଏବଂ ସେମାନଙ୍କ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।

କଳାକାର ମାନଙ୍କ ଜୀବନଶୈଳୀ କୁ ଜାଣିବାକୁ ଅନେକ ଇଚ୍ଛା କରିଥାନ୍ତି।ତେବେ ଷ୍ଟାର୍ ନାୟକ ଓ ନାୟିକା ମାନେ ସେମାନଙ୍କର ଦୈନନ୍ଦିନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ଯେଉଁ ସବୁ ପୋଷ୍ଟ କରିଥାନ୍ତି ତାହାକୁ ନେଇ ସେମାନେ ସେଥିପାଇଁ ବହୁତ୍ ଚର୍ଚ୍ଚାରେ ରହିଥାନ୍ତି। ଅନେକ କଳାକାର ପ୍ରତି ମୁହୂର୍ତ୍ତକୁ ସେମାନଙ୍କ ପ୍ରଶଂସକ ମାନଙ୍କ ସହିତ ସେୟାର କରିଥାନ୍ତି। ପ୍ରେମ କାହାଣୀ ହେଉ କି ଅଭିନୟ କିମ୍ବା ସୁନ୍ଦରତା କି ଘରୋଇ କାର୍ଯ୍ୟ କଲାପ ର କଥା ହେଉ। ଏଠାରେ ପ୍ରତିଟି କଥା କିଛି ନିଆରା ଢଙ୍ଗ ରେ ଦେଖିବାକୁ ଓ ଶୁଣିବାକୁ ମିଳେ। ଆଉ ସେସବୁ ପ୍ରଶଂସକ ମାନଙ୍କୁ ସେମାନଙ୍କ ସହ ଜଡ଼ିତ କରି ରଖିଥାଏ।

ଯେମିତି ଅଭିନେତ୍ରୀ ଜାଙ୍କଲିନ ବିବାହ ବନ୍ଧନରେ ବାନ୍ଧି ହେବା ପରେ ସେ ତାଙ୍କର ବିବାହ ସମୟର କିଛି ଦୃଶ୍ୟ ଏବଂ ମୁହୂର୍ତ୍ତକୁ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଅପଲୋଡ଼ କରିଥିଲେ। ତାଙ୍କ ବିବାହରେ ହାତ ଗଣ୍ଠି ପଡ଼ିବା, ସିନ୍ଦୂର ପିନ୍ଧେଇବା ଆଦି ଦୃଶ୍ୟକୁ ସେ ଏଠାରେ ଦେଖାଇଥିଲେ।ଏହା ପୂର୍ବରୁ ଘର ଲୋକଙ୍କ ସହ ତାଙ୍କର ମଜା ମସ୍ତିର ଝଲକ ମଧ୍ୟ ସେ ଏହି ଭିଡ଼ିଓରେ ଦେଖାଇ ଥିଲେ। ବିଭିନ୍ନ ପ୍ରକାର ଢଙ୍ଗରେ ସେ ଫଟୋ ଉଠାଇବା ସହ ବହୁତ ମଜା ମସ୍ତି ମଧ୍ୟ କରୁ ଥିବାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇଥିଲୁ।ତେବେ ଏବେ ପୁଣି ସେ ତାଙ୍କ ବିବାହ ପରେ ଶଶୁର ଘରେ ରହି ତାଙ୍କର ସ୍ବାମୀ ଅରବିନ୍ଦ ଙ୍କ ସହ ମଜା ମସ୍ତି କରିଥିବାର ଏକ ଭିଡିଓ କୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ସେ ତାଙ୍କ ସ୍ବାମୀଙ୍କ ସହ ବହୁତ ଖୁସିର ସହିତ ଗୀତ ଗାଇ ଗାଇ ଭିଡିଓ କରୁଛନ୍ତି। ବିଭିନ୍ନ ଢ଼ଙ୍ଗରେ ମଜା ମସ୍ତି କରି ଉଭୟ ଏହି ଭିଡିଓ ରେ ସେମାନଙ୍କ ଅଭିନୟ କୁ ଦେଖାଉଛନ୍ତି। ବିବାହ ପରେ ଘରେ ପ୍ରଥମଥର ପାଇଁ ସେମାନଙ୍କ ଦୁଇଜଣଙ୍କର ଏଭଳି ଖୁସିର ମୁହୂର୍ତ୍ତକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ସେମାନଙ୍କ ଯୋଡ଼ି ମଧ୍ୟ ଏଥିରେ ବହୁତ୍ ସୁନ୍ଦର୍ ଲାଗୁଚି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।