ଦେଖନ୍ତୁ Viral ଭିଡ଼ିଓ : ଭଗବାନ ଙ୍କ ଅଷ୍ଟପ୍ରହରୀ ରେ ଜବରଦସ୍ତ ଡ୍ୟାନ୍ସ , ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି….

ବନ୍ଧୁଗଣ ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।

ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ସେହିଭଳି ଏକ ଭାଇରାଲ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁ ଭିଡିଓ ରେ ଆପଣ ଏକ ଭିନ୍ନ ଧରଣର ଜିନିଷ ଦେଖିବାକୁ ପାଇବେ। ସାଧାରଣତଃ ଯେତେବେଳ ଯେଉଁଠି ବି ମହୋତ୍ସବ ପାଳନ କରାଯାଏ କିମ୍ୱା ଅଷ୍ଟମ ପ୍ରହରୀ ହୁଏ ସେତେବେଳ ଢାଲ, ମୃଦଙ୍ଗ, ଶଙ୍ଖ, ଝାଞ୍ଜ ଆଦି ବାଜି ଥାଏ ଏବଂ ଭଗବାନଙ୍କ ନାମ ମଧ୍ଯ ସଂକୀର୍ତ୍ତନ ହୁଏ। ଏମିତି ଏବେବି ହେଉଛି ଏବଂ କାହିଁ ପୁରାତନ କାଳରୁ ଏହିଭଳି ଭାବରେ ଅଷ୍ଟମ ପ୍ରହରୀ ସବୁ ହେଉଥିବାର ମଧ୍ଯ ଆପଣ ଦେଖିବାକୁ ପାଉଥିବେ।

ତେବେ ଏହା ଏକ ଆଧ୍ୟାତ୍ମିକତା ଏବଂ ସୁନ୍ଦର୍ ଐଶ୍ୱରିକ ମାହଲ୍ ସୃଷ୍ଟି କରିଥାଏ।ତେବେ ଆଜିର ଏହି ଯୁଗରେ କିନ୍ତୁ ସବୁକିଛି ମଡର୍ଣ୍ଣ ହୋଇ ଗଲାଣି। ଲୋକେ ଭଗବାନଙ୍କ ପାଇଁ ଏବଂ ଭଗବାନଙ୍କୁ ଡାକିବା ର ତରିକା ମଧ୍ଯ ଆଧୁନିକ କରି ଦେଲେଣି। ଆଧୁନିକତା ର ସ୍ପର୍ଶ ପ୍ରାୟତଃ ସବୁ ଆଡ଼େ ଦେଖିବାକୁ ମିଳୁଛି। ଏମିତି ଏଥିପାଇଁ ହେଉଛି ଯେ ଲୋକେ ଏହାକୁ ଅଧିକ ପସନ୍ଦ କରିବେ ଏବଂ ଏଥିପ୍ରତି ଅଧିକ ଆକର୍ଷିତ ହେବେ। ଆଉ ଏହିଭଳି ଏକ କାର୍ଯ୍ୟକ୍ରମ, ଅଷ୍ଟମ ପ୍ରହରୀ ଦେଖାଉଥିବା ପାର୍ଟି କୁ ମଧ୍ଯ ଅଧିକ କଲ୍ ଆସିବ। ଏଥିପାଇଁ କେବଳ ଆଧୁନିକତା ଦାୟୀ ନୁହଁ ବରଂ ଏଥିପାଇଁ ଉଭୟ ଦର୍ଶକ ମଧ୍ଯ ଦାୟୀ।

ସେମାନେ ପସନ୍ଦ କରୁଛନ୍ତି ବୋଲି ଏପରି ମନୋରଂଜନ ପୂର୍ଣ୍ଣ ଅଷ୍ଟମ ପ୍ରହରୀ ହେଉଛି ଏବଂ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ଦେଖା ଦେଉଚି।ତେବେ ସେହିପରି ଏକ ଆଧୁନିକତା ର ସ୍ପର୍ଶ ଥିବା ଏକ ଅଷ୍ଟମ ପ୍ରହରୀ ର ଦୃଶ୍ୟ ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି। ଯେଉଁଠି ତୁଝେ ଦେଖା ତୋ ୟେ ଜାନା ସନମ’ ଭଳି ଏକ ଲୋକପ୍ରିୟ ହିନ୍ଦୀ ଗୀତ ର ସ୍ଵରରେ ହରେକୃଷ୍ଣ ହରେରାମ ନାମ ନେଉଛନ୍ତି ଏବଂ ଡାନ୍ସ କରୁଛନ୍ତି ଏହି ଯୁବତୀ ମାନେ। ଯାହାକୁ ଦର୍ଶକ ଦେଖି ଆନନ୍ଦ ନେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment