ଦେଖନ୍ତୁ Viral ଭିଡ଼ିଓ : ଭଗବାନ ଙ୍କ ଅଷ୍ଟପ୍ରହରୀ ରେ ଜବରଦସ୍ତ ଡ୍ୟାନ୍ସ , ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି….

ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିଲେ କି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ନୂଆ ନୂଆ ଭିଡିଓ ମାନ ଭାଇରାଲ ହେବାରେ ଲାଗିଥାଏ | ଆଉ ବେଳେ ବେଳେ ଏପରି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଲୋକ ମାନଙ୍କର ମନରେ ମଧ୍ୟ ଖୁସି ଦେଖିବାକୁ ମିଳିଥାଏ ଓ ଅନେକ ସମୟରେ ଲୋକ ମାନେ ଏହାକୁ ଦେଖିକି ବହୁତ ପ୍ରସଂଶା ମଧ୍ୟ କରୁଥାନ୍ତି | ତେବେ ବର୍ତ୍ତମାନ ସେହିଭଳି ଏକ ଭାଇରାଲ ଭିଡ଼ିଓ ଟି ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆରେ | ଆଉ ଯେଉଁଠି ଦେଖା ଯାଉଛି କି ସଂକୀର୍ତ୍ତନରେ ଦେଖିବାକୁ ମିଳିଛି ମଡ଼ର୍ନ ଛୁଙ୍କ ର ଯାଦୁ |ଆଉ ଯେଉଁ ଗୀତ ର ତାଳେ ତାଳେ ଝୁମି ଯାଇଛନ୍ତି ସମସ୍ତେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ଜାଣିଛି କି ସାଧାରଣତଃ ଆମର ଗାଁ ଗହଳି ମାନଙ୍କରେ ସଂକୀର୍ତ୍ତନ ଅଧିକ ଦେଖିବାକୁ ମିଳିଥାଏ | ଆୟୁ ତାହା ସହିତ ଲୋକ ମାନେ ମଧ୍ୟ ଦେଖୁବାକୁ ଆଉ ଶୁଣିବାକୁ ଭଲ ପାଇଥାନ୍ତି | ତେବେ ସେହିଭଳି ଗୋଟିଏ ସଂକୀର୍ଣ୍ଣନ ଶୋଭାରେ ଦେଖିବାକୁ ମିଳିଚ୍ଛି କିଛି ଏଭଳି ଦୃଶ୍ୟ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖା ଯାଉଛି ହରେ କୃଷ୍ଣ ଗୀତ ରେ ଭଗବାନ ଙ୍କ ଗୀତରେ ସ୍ୱର ଦିଆଯାଉଛି ମୋଦର୍ଣ୍ଣ ଗୀତ ର |

ତେବେ ଆହୁରି ମଧ୍ୟ ଦେଖୁବାକୁ ମିଳୁଛି କି ସେହି ସଂକିର୍ତ୍ତନ ରେ ଗୀତ ସାଙ୍ଗକୁ ନାଚର ଯାଦୁ ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଯେଉଁଠି ଦେଖା ଯାଇଥିଲା କି କିଭଳି ଭାବରେ ପୁଅ ଓ ଝିଅ ମାନେ ନିଜର ଯୋଡ଼ି କୄଯ ବାଛିଛନ୍ତି | ଆଉ ସୁନ୍ଦର ଭାବରେ ସେମାନଙ୍କର ଡାନ୍ସ ର ଯାଦୁ ଦେଖାଇବାକୁ ଲାଗିଛନ୍ତି | ଆଉ ଯେଉଁ ଡାନ୍ସ କୁ ଦେଖୁକି ଲୋକ ମାନେ ଅଧିଜ ପସନ୍ଦ କରିବାରେ ଲାଗି ଛନ୍ତି | ତେବେ କୁହାଯାଏ କି ସଂକୀର୍ଣ୍ଣନ ରେ କେବଳ ଭଗବାନ ଙ୍କ ଭଜନ ଆଉ ତାଙ୍କର ନାମ କରାଯାଇଥାଏ |ତେବେ ଏହିଭଳି ଏକ ନିଆରା ଢଙ୍ଗ ରେ ଗାଇବା କୁ ଦେଖିକି ସମସ୍ତେ ବେଶ ପସନ୍ଦ କରିଛନ୍ତି |

ତେବେ କୁହାଯାଉଛି କି ଗୀତ ଟି ଗୋଟିଏ ବାରିପଦିଆ ଗୀତ ର ଟିଉନ ରେ କରାଯାଇଛି, ଆଉ ଯେଉଁଠି ପୁଅ ଝିଅ ମାନେ ସେମାନଙ୍କର ଡାନ୍ସ ର ଯାଦୁ ମଧ୍ୟ ଦେଖାଉଛନ୍ତୁ ଆଉ ଯାହା ସମସ୍ତଙ୍କୁ ବେଶ ଆକୃଷ୍ଟ ମଧ୍ୟ କରିଛି ବୋଲି କୁହାଯାଉଛି | ଆଉ ସମସ୍ତଙ୍କ ମନକୁ ମଧ୍ୟ ଛୁଇଁଛି ଏହି ନିଆରା ଢଙ୍ଗରେ ହେଇଥିବା ଏହି ଗୀତ ଟି | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଆଉ ଯାହାକୁ ଦେଖି ଲୋକ ମାନେ ପସନ୍ଦ ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment