ବଲିଉଡ ଜଗତରେ ପ୍ରତିଦିନ କିଛି ନାଁ କିଛି ରୋଚକ ପୂର୍ଣ୍ଣ କଥା ସାମ୍ନାକୁ ଆସି ଥାଏ । ଆଜି ଆମେ ବଲିଉଡ ଇଣ୍ଡଷ୍ଟ୍ରିର ଗୋଟିଏ ନିଆରା କଥା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ବଲିଉଡ୍ ତଥା ସାଉଥ୍ ଫିଲ୍ମ ଜଗତର ଲୋକପ୍ରିୟ କୋରିଓଗ୍ରାଫର ପ୍ରଭୁଦେବା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ତେବେ ଆପଣ ମାନେ ନିଶ୍ଚିତ ଭବାରେ ଜାଣିଥିବେ ଯେ ବଲିଉଡରେ ପ୍ରତ୍ୟେକ ଦିନ ଏପରି ଘଟଣା ସବୁ ସାମ୍ନକୁ ଆସିଥାଏ , ଯାହାକୁ ଆମର ପ୍ରଂଶସକ ମାନେ ଶୁଣି ସହଜରେ ବିଶ୍ବାସ କରି ପାରନ୍ତି ନାହିଁ । ଏହା ସହିତ ସେମାନ ଏ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାନ୍ତି ।
ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଘଟଣାଟି ନିଶ୍ଚିତ ଭାବରେ ସେହିପରି କିଛି ଖାସ୍ । ଚାଲନ୍ତୁ ଜାଣି ନେବା ସେହି ଖାସ୍ ଘଟଣାଟି ବିଷୟରେ ।
ତେବେ ଚାଲନ୍ତୁ ଜାଣିନେବା କଣ ସେହି ଘଟଣା ବିଷୟରେ ଏବଂ କିଏ ସେହି ଝିଅ ଯାହାକୁ କି କୌରିଓ ଗ୍ରାଫର ପ୍ରଭୁଦେବା ବି୍ବାହ କରିବାକୁ ଯାଉଛନ୍ତି । କିନ୍ତୁ ସେଥିପାଇଁ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଥରେ ପଢନ୍ତୁ । ଆସନ୍ତୁ ଆରମ୍ଭ କରିବା ।
ତେବେ ବଲିଉଡ୍ ତଥା ସାଉଥ୍ ଫିଲ୍ମ ଜଗତର ଲୋକପ୍ରିୟ କୋରିଓଗ୍ରାଫର ପ୍ରଭୁଦେବା ପୁଣି ଥରେ ସେକେଣ୍ଡ ମ୍ୟାରେଜ କରିବା ପାଇଁ ଯାଉଛନ୍ତି । ଦୀର୍ଘ 9 ବର୍ଷ ହେବ ପତ୍ନୀଙ୍କ ଠାରୁ ଛାଡପତ୍ର ନେଇଥିବା ପ୍ରଭୁ ଏବେ ତାଙ୍କ ଭାଣିଜୀଙ୍କ ସହ ସଂପର୍କରେ ରହୁ ଥିବାର ଶୁଣିବାକୁ ମିଳୁଛି ।
ଆଉ ଖୁବ୍ ଶୀଘ୍ର ଉଭୟ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହେବାକୁ ଯାଉଛନ୍ତି । ତେବେ 2011 ମସିହାରେ ତାଙ୍କର ପତ୍ନୀ ହେମଲତା ଙ୍କ ଠାରୁ ପ୍ରଭୁ ଦେବ ଛାଡପତ୍ର ନେଇଥିଲେ । ତେବେ ହେମଲତା ଏବଂ ପ୍ରଭୁଙ୍କର 3ଟି ସନ୍ତାନ ମଧ୍ୟ ଥିଲେ । କିନ୍ତୁ 2008 ରେ ବଡ ପୁଅ କର୍କଟ ରୋଗର ମୃତ୍ୟୁ ବରଣ କରିବା ପରେ ଏବେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି ।
ତେବେ 2010 ମସିହାରେ କୋରିଓଗ୍ରାଫର ପ୍ରଭୁଦେବା ସାଉଥ୍ ଅଭିନେତ୍ରୀ ନୈନତାରାଙ୍କ ସହିତ ଅଫେୟାର୍ ଥିବା ଶୁଣିବାକୁ ମିଳୁ ଥିଲା । ତେବେ 2011 ରେ ପ୍ରଭୁଙ୍କ ଡିଭୋର୍ସ ହେବା ପରେ ନୈନତାରା ମଧ୍ୟ କହି ଥିଲେ ଯେ ତାଙ୍କର ପ୍ରଭୁଙ୍କ ସହ କିଛି ସମ୍ପର୍କ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ଶୁଣିବାକୁ ମିଳିଛି୍ ଯେ ପ୍ରଭୁ ତାଙ୍କ ଭାଣିଜୀଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ଆଗାମୀ ସମୟରେ ସଲମାନ୍ ଖାନ୍ଙ୍କ ଅଭିନୀତ ଫିଲ୍ମ ‘ରାଧେ’ର ନିର୍ଦ୍ଦଶନା ଦେଉଛନ୍ତି ପ୍ରଭୁଦେବା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।