Odisha News Portal

Bayagita – ସ୍ତ୍ରୀ ର ଏହି ଗୋଟିଏ ଭୁଲ୍ ସ୍ୱାମୀ କୁ କରିଦିଏ କାଙ୍ଗାଳ ଆଉ ଭିକାରୀ ଜାଣନ୍ତୁ କେଉଁ କେଉଁ ଭୁଲ୍

0 75

ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କର ଏପରି କିଛି କଥା ବିଷୟରେ କହିବୁ , ଯାହାକୁ କରିବା ଦ୍ୱାରା ସେମାନେ ନିଜ ସ୍ୱାମକୁ ଭିକରୀ କରିଦେଇଥାନ୍ତି । ଆପଣ ମାନେ ତ ଜାଣିଛନ୍ତି ଆମ ଦେଶରେ ଅନେକ ଧର୍ମର ଲୋକମାନେ ରହିଛନ୍ତି ଏବଂ ସେମାନଙ୍କର କିଛି ନିତି ନିୟମ ମଧ୍ୟ କରିଛି । ତେବେ ସେହି ସମସ୍ତ ଧର୍ମ ମଧ୍ୟରୁ ହିନ୍ଦୁ ଧର୍ମ କୁ ବହୁତ ପବିତ୍ର ଏବଂ ଶ୍ରେଷ୍ଠ ଧର୍ମ ବୋଲି ମନା ଯାଇଥାଏ । ଏହା ସହିତ ଏହି ହିନ୍ଦୁ ଧର୍ମରେ ଅନେକ ନିୟମ ରହିଛି ଯାହା ଆମର ଜୀବନ ଶୈଳୀ ସହିତ ବହୁତ ଭାବରେ ଜଡିତ ହୋଇଥାଏ ।

ଏହା ସହିତ ଆମେ ଆମର ଶାସ୍ତ୍ର ଅନୁସାରେ ମଧ୍ୟ ପ୍ରତ୍ୟେକ ଦିନର କାମ କାର୍ଯ୍ୟ କରିଥାଉ । ଶାସ୍ତ୍ରରେ ଏପରି ମଧ୍ୟ କୁହାଯାଇଛି କି ଯଦି ଜଣେ ବିବାହିତା ନାରୀ କିଛି ଭୁଲ୍ କାମ କରି ଥାଏ ତେବେ ତାହାର କୁପ୍ରଭାବ ସିଧା ସଳଖ ଭାବେ ସ୍ୱାମୀ ଙ୍କ ଉପରେ ପଡିଥାଏ ।

ସେଥିପାଇଁ କୁହାଯାଏ ସଫଳ ପୁରୁଷ ପଛରେ ଗୋଟିଏ ନାରୀ ର ହିଁ ହାତ ଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ନାରୀ ର ଏକ କାର୍ଯ୍ୟ ସମ୍ପର୍କରେ କହିବୁ ଯାହାକୁ କି ନାରୀ ମାନେ ନିଶ୍ଚିତ ଭାବେ ଜାଣିବା ଉଚିତ, କାରଣ ଏହା ଦ୍ୱାରା ସ୍ୱାମୀ ର ବହୁତ କ୍ଷତି ହୋଇଥାଏ ।

ବିବାହ ପରେ ନାରୀ ମାନେ ଅନେକ ପ୍ରକାର ଗହଣା ବା ଅଳଙ୍କାର ପରିଧାନ କରିଥାନ୍ତି । ମହିଳା ମାନେ ମଥା ଠାରୁ ଆରମ୍ଭ କରି ଗୋଡ ଆଙ୍ଗୁଳି ପର୍ଯ୍ୟନ୍ତ ଗହଣା ସବୁ ପିନ୍ଧି ଥାଆନ୍ତି, ଗୋଡ ର ଆଙ୍ଗୁଳି ର ଅଳଙ୍କାର ତଥା ଗୋଡ ମୁଦି ଶେଷ ଅଳଙ୍କାର ହୋଇଥାଏ ।

ସେହି ମଧ୍ୟରୁ ଗୋଟିଏ ଅଳଙ୍କାର ହେଉଛି ଗୋଡର ମୁଦି , ତେବେ ଗୋଡ ରେ ମୁଦି କେବଳ ବିବାହିତା ଭାରତୀୟ ନାରୀ ମାନେ ହିଁ ପିନ୍ଧି ଥାଆନ୍ତି । ବେଦ ଅନୁସାରେ ଏହା ମନା ଯାଏ କି ମହିଳା ମାନେ ଦୁଇ ଗୋଡରେ ଗୋଡ ମୁଦି ପିନ୍ଧିବା ଦ୍ୱାରା ମହିଳା ମାନଙ୍କ ର ମାସିକ ଚକ୍ର ସଠିକ୍ ଭାବେ ହୋଇଥାଏ ଏହା ସହିତ ଗର୍ଭାଶୟ ନିୟନ୍ତ୍ରଣ ହୋଇଥାଏ ।

ଜ୍ୟୋତିଷ ମାନଙ୍କ ମତରେ ଗୋଡ ରେ ଗୋଡ ମୁଦି ପିନ୍ଧିବା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ର ମାନଙ୍କ ର ଦୃଷ୍ଟି ସ୍ୱାମୀ ସ୍ତ୍ରୀ ମାନଙ୍କ ଉପରେ ଲାଗି ରହିଥାଏ। ତେଣୁ କରି ମହିଳା ଯେଉଁ ମହିଳା ମାନେ ବିବାହିତ ସେମାନେ ଗୋଡର ମୁଦି କେବଳ ରୂପାର ପିନ୍ଦିବା ଉଚିତ କେବେବି ସୁନାର ଗୋଡ ମୁଦି ପିନ୍ଧିବା ଟିକ ନୁହେଁ । କାରଣ ସୁନାର ଗୋଡ ମୁଦି ପିନ୍ଦିଲେ ସ୍ୱାମୀ ଗରିବ ଓ ଭିକାରୀ ହୋଇଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।