Odisha News Portal

ଏହି ଦିନରେ ଜନ୍ମ ହୋଇ ଥିବା ଝିଅ ମାନେ ବହୁତ ଆଦର୍ଶବାଦୀ ଓ ଭାଗ୍ୟଶାଳୀ ହୋଇଥାନ୍ତି ! ଜାଣନ୍ତୁ କେଉଁ ମାସରେ ଭାଗ୍ୟଶାଳୀ ଝିଅ ଜନ୍ମ ହୋଇଥାନ୍ତି ….

ଆଜି ଆମେ ଜାଣିବା ମୂଲ୍ୟାଙ୍କର ଆଧାରରେ ଝିଅ ମାନଙ୍କ ସହିତ ଜଡିତ କିଛି ଖାସ୍ କଥା । ତେବେ ଚାଲନ୍ତୁ ଜାଣି୍ବା ।ମୂଲ୍ୟାଙ୍କ- 1ଯେଉଂ ଝିଅ ମାନଙ୍କର ଜନ୍ମ କେଉଂ ବି ମାସର 1,10,19. କିମ୍ବା 28 ତାରିଖରେ ହୋଇଛି ଏମାନଙ୍କର ମୂଲ୍ୟାଙ୍କ 1 ହୋଇଥାଏ । ଏହା ସୂ୍ର୍ଯ୍ୟଙ୍କ ଅଂକ ଅଟେ । ଏହି ଦିନରେ ଜନ୍ମ ହୋଇ ଥିବା ଝିଅ ମାନେ ବହୁତ ଆଦର୍ଶବାଦୀ ତଥା ବହୁତ ବୁଝିବା ଝିଅ ହୋଇଥାନ୍ତି । ଏମାନେ ଯାହା ସହିତ ବି ଫ୍ରେଣ୍ଡସିଫ୍ କରିଥାନ୍ତି ପୂରା ହୃଦୟର ସହିତ କରିଥାନ୍ତି , ତାସହିତ ନିଜର ପାର୍ଟନର ପାଖରୁ ଆଶା ବି ରଖିଥାନ୍ତି ଯେ ସେମାନେ ଏମାନଙ୍କର ସବୁ କଥା ମାନିବେ । କିନ୍ତୁ ଏମାନଙ୍କୁ ଭଲ ପାଇବା ଦେଖାଇବା ଟିକେ କମ୍ ଆସିଥାଏ ।

ମୂଲ୍ୟାଙ୍କ-2
ଯେଉଁ ଝିଅ ମାନଙ୍କର ଜନ୍ମ କେଉଂ ବି୍ ମାସର 2,11,20,29 ତାରିଖରେ ହୋଇଥାଏ ତେବେ ଏମାନଙ୍କର ମୂଲ୍ୟାଙ୍କ 2 ଅଟେ । ମୂଲ୍ୟାଙ୍କ 2 ଏହା ଚନ୍ଦ୍ରମାଙ୍କର ଅଂକ ଅଟେ । ଏହି ଦିନରେ ଝନ୍ମ ହୋଇଥିବା ଝିଅ ମାନେ ବହୁତ ଶାନ୍ତ ସ୍ବଭାବର ହୋଇଥାନ୍ତି । ଏମାନେ ସବୁବେଳେ ଭାବୁକ ଏବଂ ସମ୍ବେଦନଶୀଳ ହୋଇଥାନ୍ତି , ତାସହିତ ଏମାନେ ନିଜ ସାଥୀଙ୍କ ଠାରୁ ବେଶି ଆଶା ମଧ୍ୟ ରଖନ୍ତି ନାହିଁ ।

ମୂଲ୍ୟାଙ୍କ -3

ଯେଉଁ ଝିଅ ମାନଙ୍କର ଜନ୍ମ କେଉଁ ବି ମାସର 3,12,21,30 ତାରିଖରେ ହୋଇଥାଏ ସେମାନଙ୍କର ମୂଲ୍ୟାଙ୍କ 3 ଅଟେ । ଏହା ଗୁରୁଙ୍କର ଅଂକ ଅଟେ । ଏହି ଦିନ ଜନ୍ମ ହୋଇଥିବା ଝିଅମାନେ ସମସ୍ତଙ୍କର ବେଶ ଧ୍ୟାନ ରଖିଥାନ୍ତି । ପରିବାରରେ ଭଲ ପ୍ରଭାବ ରହିଥାଏ ଏବଂ ବଡମାନଙ୍କୁ କେମିତି ନିଜ କଥାରେ ମନାଇବେ ଏହା ଭଲ ଭାବରେ ଜଣାଥାଏ ଏମାନଙ୍କୁ ।

ମୂଲ୍ୟାଙ୍କ -4

ଯେଉଁ ଝିଅମାନଙ୍କର ଜନ୍ମ କେଉଁ ବି ମାସର 4,13,22,31ତାରିଖରେ ହୋଇଥାଏ . ଏମାନଙ୍କର ମୂଲ୍ୟାଙ୍କ 4 ଅଟେ ଏବଂ ଏହା ରାହୁଙ୍କର ଅଂକ ଅଟେ । ଏମାନେ ଭଲ ମିତ୍ର ବୋଲି ପ୍ରମାଣିତ ହୋଇଥାନ୍ତି ଏବଂ ଏମାନେ ବହୁତ ସଜେଇ ମଧ୍ୟ ହୋଇଥାନ୍ତି ।
ମୂଲ୍ୟାଙ୍କ -5
5,14,23 ତାରିଖରେ ଜନ୍ମ ହୋଇଥାନ୍ତି । ଏମାନେ ପୂରା ଖୋଲାବିଚାରର ହୋଇଥାନ୍ତି । ସାମାଜିକ କାର୍ଯ୍ୟରେ ଅଧିକ ରୁଚି ରଖିଥାନ୍ତି ।

ମୂଲ୍ୟାଙ୍କ -6

ଯେଉଁ ଝିଅ ମାନଙ୍କର ଜନ୍ମ କେଉଁ ବି ମାସର 6,15,24 ତାରିଖରେ ହୋଇଥାଏ ଏହା ଶୁକ୍ରଙ୍କର ଅଂକ ଅଟେ । ଏହି ଦିନରେ ଝନ୍ମ ହୋଇଥିବା ଝିଅ ମାନେ ବହୁତ ଶାନ୍ତ ସ୍ବଭାବର ହୋଇଥାନ୍ତି । ଏମାନେ ସବୁବେଳେ ଭାବୁକ ଏବଂ ସମ୍ବେଦନଶୀଳ ହୋଇଥାନ୍ତି । ଏମାନଙ୍କର ମନ ପୂରା ସଫା ଏବଂ ମମତାରେ ଭରି ରହିଥାଏ ।

ମୂଲ୍ୟାଙ୍କ -77,16.25 ଏହା କେତୁଙ୍କର ଅଙ୍କ ଅଟେ । ଏମାନେ ସମସ୍ତଙ୍କର ଦୁଃଖ ଖୁବ ଶିଘ୍ର ବୁଝିପାରିଥାନ୍ତି ।
ମୂଲ୍ୟାଙ୍କ -8
8,17,26 ଏହା ଶନିଙ୍କର ଅଂକ ଅଟେ । ଏମାନେ ସ୍ବଭାବରେ ନ୍ୟାୟ ପ୍ରିୟ ଅଟନ୍ତି ।ଏମାନେ ସ୍ବଭାବରେ ଶାନ୍ତ ହୋିଥାନ୍ତି କିନ୍ତୁ କଥାରେ ଟିକେ ରାଗି ମଧ୍ୟ ୟାଇଥାନ୍ତି ।
ମୂଲ୍ୟାଙ୍କ -9
9,18,27 ତାରିଖରେ ଜନ୍ମ ହୋଇଥାନ୍ତି । ଏହା ମଙ୍ଗଳଙ୍କର ଅଂକ ଅଟେ ।ଏମାନେ ବହୁତ ଭରଷାବାଦୀ ଏବଂ ଆତ୍ମ ବିଶ୍ବାସୀ କହୋିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।