Odisha News Portal

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଭାଗ୍ୟବତୀ ନାରୀ ମାନଙ୍କୁ କେମିତି ଜାଣିବେ ! କେବେଳ ଏହି ସବୁ ଲକ୍ଷଣ ରହିଥିଲେ ଆପଣ ଜାଣିପାରିବେ ….

ଆଜି ଆମେ ଆପଣ ମାନଙ୍କୁ କହିବୁ କି କେଉଁ ପ୍ରକାର ଝିଅ ମାନଙ୍କୁ ପ୍ରେମ କଲେ ଆପଣ ମାନେ ଅଧିକ ସୁଖରେ ରହିବେ । ଆମେ ମାନେ ଯଦି ଲଭ କରିବା ପାଇଁ ଚାହୁଁଛେ ବା ବିବାହ କରିବା ପାଇଁ ଚାହୁଁଛେ ତେବେ ଏମିତି ଏକ ଝିଅକୁ ପସନ୍ଦ କରିବା ଏମିତି ଏକ ଝିଅକୁ ଚଏସ କରିବା ଯାହା ଦ୍ୱାରା ଆମ ଲାଇଫ ବହୁତ ହିଁ ସୁଖମୟ ହେବ । ଏମିତିରେ କହିବାକୁ ଗଲେ ନାରୀ ମାନଙ୍କ ଜୀବନ ବହୁତ ରହସ୍ୟପୂର୍ଣ୍ଣ ହୋଇଥାଏ । ଆମେ ନାରୀ ମାନଙ୍କ ବିଷୟରେ କିଛି ଜାଣିବା ପାଇଁ ଚାହିଁଲେ ମଧ୍ୟ ତାହା ଜାଣି ପାରୁନାହିଁ କାହିଁକିନା ନାରୀ ମାନଙ୍କ ମଧ୍ୟରେ ମନରେ କଣ ରହିଛି ତାହା ଜାଣିବା ବହୁତ ହିଁ କଷ୍ଟକର ଅଟେ । ମାତ୍ର ଆଜି ଆମେ ଆପଣ ମାନଙ୍କୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ କେଉଁ ନାରୀ ମାନେ ଭାଗ୍ୟଶାଳୀ ହୋଇଥାନ୍ତି ସେ ବିଷୟରେ ଜାଣିବା । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଯେଉଁ ନାରୀର ବେକ ଲମ୍ବା ଏବଂ ସରୁ ହୋଇଥାଏ ସେହି ନାରୀ ମାନେ ଭାଗ୍ୟଶାଳୀ ହୋଇଥାନ୍ତି । ସେହି ନାରୀ ମାନେ ସ୍ୱୟଂ ଲକ୍ଷ୍ମୀ ସ୍ୱରୂପ ହୋଇଥାନ୍ତି । ସେ ଘରେ ଧନରେ ସର୍ବଦା ପରିପୂର୍ଣ୍ଣ ହୋଇ ରହିଥାଏ । ଏହା ମହିତ ଘର ମଧ୍ୟରେ କେବବି ଅଶାନ୍ତି ଏବଂ ସମସ୍ୟା ମାନ ଦେଖା ଦେଇନତାଏ । ଯଦି ବା କୌଣସି ସମସ୍ୟା ଆସେ ତେବେ ଏହି ନାରୀ ମାନେ ତାହାକୁ ବହୁତ ସହଜରେ ସମାଧାନ କରିଦିଅନ୍ତି । ସର୍ବଦା ଅନ୍ୟ ମାନଙ୍କର ସେବା , ଯତ୍ନ କରିଥାନ୍ତି ।


ଏହା ସହିତ ଯେଉଁ ନାରୀ ମାନଙ୍କର କପାଳ ବଡ ହୋଇଥାଏ ସେମାନେ ଭାଗ୍ୟବତୀ ହୋଇଥାନ୍ତି ଓ ସ୍ୱାଭିମାନୀ ହୋଇଥାନ୍ତି । ଏମିତି ନାରୀ ଭାଗ୍ୟବାନ ପୁରୁଷର ସ୍ତ୍ରୀ ହୋଇଥାନ୍ତି । ଏମାନଙ୍କୁ ଯେଉଁମାନେ ବିବାହ କରିଥାନ୍ତି ସେମାନଙ୍କର ଭାଗ୍ୟରେ ପରିବର୍ତ୍ତନ ଦେଖା ଦେଇଥାଏ ସେମାନେ ଏକ ସୁସ୍ଥ , ସୁନ୍ଦର ବୈବାହିକ ଜୀବନ ଯାପନ ମଧ୍ୟ କରନ୍ତି । ଏମାନେ ସର୍ବଦା ଅନ୍ୟ ମାନଙ୍କର ହିତ କଥା ଚିନ୍ତା କରିଥାନ୍ତି ଏବଂ କେବେବି ଅନ୍ୟ ମାନଙ୍କର ଦୁଃଖ ଦେଖି ପାରନ୍ତି ନାହିଁ । ଏମାନେ ନିଜର ଶତ୍ରୁକୁ ମଧ୍ୟ ବହୁତ ଭଲ ପାଇଥାନ୍ତି ସେମାନଙ୍କୁ ପ୍ରତି କେବେ ହେଲେ ମଧ୍ୟ ଘୃଣା ଭାବ ରଖନ୍ତି ନାହିଁ ।


ଯେଉଁ ନାରୀ ମାନଙ୍କର ଆଇ ବ୍ରେ ମଧ୍ୟରେ ଦୂରତା ରହିଥାଏ ସେହି ନାରୀ ମାନେ ଚରିତ୍ରବାନ ଏବଂ ହୃଦୟବାନ ହୋଇଥାନ୍ତି । ସମସ୍ତଙ୍କର ମଙ୍ଗଳ ଚାହିଁଥାଏ ଏବଂ କୌଣସି କଥାକୁ ଗୁପ୍ତରେ ରଖେ ନାହିଁ ।

ଯେଉଁ ନାରୀ ମାନଙ୍କର ଆଣ୍ଟି କୋଡି ହୋଇ ବାହାରକୁ ରହିଥାଏ ସେହି ନାରୀ ମାନେ ବହୁତ ଶାନ୍ତ , ସରଳ ଏବଂ ଦୟାଳୁ ସ୍ୱଭାବର ହୋଇଥାନ୍ତି । ଏ ପ୍ରକାର ନାରୀ ସମାଜରେ ନିଜର ନାମ ଅର୍ଜନ କରିବା ସହିତ ଯେଉଁ ଘରେ ପାଦ ଦେଇଥାନ୍ତି ସେ ଘରେ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ।


ଯେଉଁ ନାରୀ ମାନଙ୍କର ନାକ ଛୋଟ ଏବଂ ସିଧା ହୋଇଥାଏ ସେ ନାରୀ ବହୁତ ଚତୁର ଏବଂ ଭାଗ୍ୟବତୀ ହୋଇଥାଏ । ସେମାନେ ଯେଉଁ କାମରେ ହାତ ଦିଅନ୍ତି ସେ କାମରେ ସଂପୂର୍ଣ୍ଣ ମାତ୍ରାରେ ସଫଳ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।