ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରଭୁ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି ବୋଲି ମାନାଯାଏ । ମହାଦେବ ହିଁ ସୃଷ୍ଟିର ପାଳନ ହାର ବୋଲି କୁହାଯାଇଥାଏ । ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଯାଆନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷାଇଥାନ୍ତି । ଊଗବାନ ଭୋଳାନାଥ ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି । ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ । ତେବେ ମହାଦେବ ଏବେ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହେଇଛନ୍ତି । ମହାଦେବ ତାଙ୍କର ଭକ୍ତିରେ ଏବେ ଖୁସି ହୋଇ ସାରିଛନ୍ତି ।
ଯାହା ଫଳରେ କି ଆଜି ରାତି ଠାରୁ ଏହି ରାଶି ମାନେ ମାଲାମାଲ ହେବାକୁ ଯାଉଛନ୍ତି । ଭଗବାନ ଭୋଳାନାଥଙ୍କର କୃପାରୁ ଆପଣ ମାନଙ୍କର ଦୁଃଖର ଦିନ ଏବେ ଶେଷ ହେବ । ଏହା ସହିତ ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆପଣ ମାନଙ୍କୁ କେବେବି ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ ।
ଭଗବାନ ଭୋଳାନାଥଙ୍କର କୃପାରୁ ଆପଣଙ୍କର ସମସ୍ତ ଅଧା ରହିଥିବା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ସେ ସମସ୍ତ ପୂରଣ ହେବାରେ ଲାଗିବ । ଆପଣ ମାନଙ୍କର ଜୀବନରେ ଆଗକୁ ଆସୁଥିବା ସମସ୍ତ ଅସୁବିଧା ଏବେ ସେ ସମସ୍ତ ମଧ୍ୟ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବ କଣ ହେଉଛନ୍ତି ସେହି ରାଶି ମାନେ ଯାହାଙ୍କ ଉପରେ ପ୍ରଭୁ ଭୋଳାନାଥଙ୍କର କୃପା ବର୍ଷିବାକୁ ଯାଉଛି ।
1–କର୍କଟ ରାଶି
ଭୋଳାନାଥଙ୍କର କୃପାରୁ କାର୍ଯ୍ୟ କ୍ଷେତ୍ରରେ ବହୁତ ବଡ ସଫଳତା ମିଳିବାକୁ ଯାଉଛି । ଲୋକମାନେ ଆପଣଙ୍କୁ ସମସ୍ତ କଥା ବୁଝି ବିଚାରି କାମ କରିବେ । ପରିବାରରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ବଢିବାରେ ଲାଗିବ । ଭୋଳାନାଥଙ୍କ କୃପାରୁ ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ସମସ୍ୟା ଦୂର ହେବାକୁ ଲାଗିବ ।
2–ସିଂହ ରାଶି
ଏହି ରାଶିରେ ଧନ ବର୍ଷା ହେବାକୁ ଯାଉଛି , ଧନର କେବେବି ଅଭାବ ଏହି ରାଶିରେ ଦେଖାଯିବ ନାହିଁ । ଆସନ୍ତା ଦିନ ଠାରୁ ଏମାନଙ୍କ ପରିବାରରେ ସୁଖ ଶାନ୍ତି ଲାଗି ରହିବ । ପ୍ରେମ ଜୀବନରେ ସୁଖ ମିଳିବାକୁ ଯାଉଛି । ପାଠ ପଢାରେ ମଧ୍ୟ ଉଚ୍ଚ ଫଳ ମିଳିବ । ଏମାନେ ଯଦି ବ୍ୟପାର ବାଣିଜ୍ୟ କରୁଥିବେ ତେବେ ସେଥିରୁ ସେମାନଙ୍କୁ ବହୁତ ଲାଭ ମିଳିବାକୁ ଯାଉଛି ।
3–ବୃଷ ରାଶି
ଏହି ରାଶି ଭୋଳାନାଥଙ୍କର ଦୟାରୁ ବହୁତ ବଡ ସଫଳତା ପ୍ରାପ୍ତ ହେବ । ଧନ ପ୍ରାପ୍ତି ହେବ ଏବଂ ଚାକିରୀରେ ଥିଲେ ଭଲ ସଫଳତା ପାଇବେ ଏବଂ ଉନ୍ନତି ମଧ୍ୟ କରିବେ । ମାତ୍ର ସତର୍କ ରୁହନ୍ତୁ କାରଣ ବେକାର ଖର୍ଚ୍ଚ ଲାଗି ରହିବ । ଯାହା ଫଳରେ ଯେତେ ଧନ ଆସିଲେ ମଧ୍ୟ ଧନ ଖର୍ଚ୍ଚ ହେବାର ସମ୍ଭାବନା ରହିଛି ।
4–ମିଥୁନ ରାଶି
ଆପଣ ଯଦି କୌଣସି ଚାକିରୀ କରିଛନ୍ତି ତେବେ ସେଥିରେ ଆପଣ ମାନଙ୍କୁ ପଦୋନ୍ନତି ମିଳିବ । ଏହା ସହ ଯେଉଁ ମାନେ ଚାକିରୀର ସନ୍ଧାନରେ ରହିଛନ୍ତି ସେମାନଙ୍କୁ ନିଶ୍ଚିତ ରୂପରେ ଶନି ଦେବଙ୍କ କୃପାରୁ ଚାକିରୀ ପ୍ରାପ୍ତ ହେବ । ଏହା ସହିତ ଆସୁଥିବା ସମୟ ଆପଣ ମାନଙ୍କ ପାଇଁ ଆନନ୍ଦ ଦାୟକ ରହିବ ।
5–କୁମ୍ଭ ରାଶି
ଆଣମ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବ୍ୟାପାର ସହିତ ଜଡିତ ଲୋକମାନଙ୍କୁ ଆର୍ଥିକ ଧନ ଲାଭ ହେବାର ଯୋଗ ବନୁଅଛି । ଭୋଳାନାଥ ଆପଣ ମାନଙ୍କ ସମସ୍ତ କଷ୍ଟକୁ ଦୂର କରିବେ । ଲଭ ଲାଇଫ କ୍ଷେତ୍ରରେ ଆପଣ ମାନଙ୍କୁ ସଫଳତା ମିଳିପାରେ । ଦୀର୍ଘ ଦିନରୁ ଚାଲି ଆସୁଥିବା ସମସ୍ୟା ମାନଙ୍କର ଅନ୍ତ ଘଟିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।