Odisha News Portal

ଭଣଜା ଆଉ ମାଉସୀ ରାତିରେ ଆଖୁ କିଆରୀ କୁ ଯାଇ କରୁଥିଲେ ଏମିତି କାମ…ଠିକ ସେତିକି ବେଳେ……

0 1

ସତରେ ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି । ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ କହିବାକୁ ଗଲେ ଆଜି କାଲିର ପ୍ରେମ ହେଉଛି ପ୍ରେମ ନାଁର ଗୋଟିଏ ଗୋଟିଏ କଳଙ୍କ ପାଲଟି ଗଲାଣି । ଆଉ ଏସବୁରୁ ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକ ମାନେ ଯାହା କି ହେଉଛି ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ ।

ପ୍ରେମରେ ଜାତି,ଧର୍ମ, ବୟସ, ଉଚ୍ଚ ନିଚ୍ଚ କିଛି ନଥାଏ । ପ୍ରେମ ଏମିତି ଏକ ଜିନିଷ ତାହା କେତେବେଳେ କାହା ସହ ଘଟିଥାଏ କହିବା ସମ୍ଭବ ନୁହେଁ। ଦୁନିଆର କୌଣସି ସମ୍ପର୍କ, ବନ୍ଧନ, ପ୍ରତିବନ୍ଧକ , ବୟସ, ସୁନ୍ଦରତା ଏବଂ ଉଚ୍ଚତା ଆଦି କୁ ପ୍ରେମ ମାନି ନଥାଏ। ପ୍ରେମ ଏକ ଏଭଳି ଶବ୍ଦ ଯାହା ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ।ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।ପ୍ରେମରେ ଜଣ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।


ଆଉ ଏହି ପ୍ରେମ ଏମିତି ଏକ ଜିନିଷ ଯେଉଁଠି ଜଣେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମର ବାସ୍ନାରେ ଆନ୍ଦୋଳିତ ହୋଇ ବହୁ ପ୍ରେମୀଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲି ଯାଇଥାଆନ୍ତି । ପ୍ରେମରେ ଥାଏ କେବଳ ତ୍ୟାଗ ହିଁ ତ୍ୟାଗ ଆଉ ଏଥିରେ ବେଳେବେଳେ ଭୁଲ୍ ନିଷ୍ପତ୍ତିର ମଧ୍ୟ ଶିକାର ହୋଇଥାନ୍ତି ପ୍ରେମୀଯୁଗଳ ।

କିନ୍ତୁ ଆଜିକାଲିର ପ୍ରେମକୁ ଯୁବପିଢିମାନେ ବଜାରର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। କାରଣ ଉଚିତ୍ ସମ୍ପର୍କକୁ ସମସ୍ତେ ବୁଝି ପାରୁ ନାହାଁନ୍ତି। ସେହିବଳି ଗୋଟିଏ ଘଟଣା ଘଟିଛି ମାଉସୀ ଭଣଜାଙ୍କ ଭିତରେ ।

ଘଟଣା ଅନୁସାରେ, ମାଉସୀ ଏବଂ ଭଣଜା ଦୁଇଜଣ ପ୍ରେମରେ ପଡ଼ିବା ପରେ ଶେଷରେ ସେମାନଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟିଛି । ଦିନେ ସନ୍ଧ୍ୟାରେ ଏମାନେ ଦୁଇଜଣ ଗାଆଁର ଆଖୁ ଖେତକୁ ଯାଇଥିବା ବେଳେ ସକାଳେ ସେମାନଙ୍କ ମୃତ ଶରୀର କ୍ଷେତରୁ ଉଦ୍ଧାର କରାଯାଇଛି । ଏହାପରେ ସେଠାକାର ସଂମ୍ପୂର୍ଣ୍ଣ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଉତ୍ତରପ୍ରଦେଶର ସମ୍ବଲ ଅଞ୍ଚଳର ଥାନା ପୋଲିସ ଘଟଣା ସ୍ଥଳରେ ଖବର ପାଇ ପହଞ୍ଚି ଥିଲେ ଏବଂ ଡି ସି ପି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସମସ୍ତେ ଏହାର କାରଣ ଜାଣିବା ପାଇଁ ଚାହୁଁଥିଲେ କିନ୍ତୁ ଜଣା ପଡି ନଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।