Odisha News Portal

ଖରାଫ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି 8ଟି ସଂଙ୍କେତ ! ଜାଣନ୍ତୁ ସେହି ସଂଙ୍କେତ ଗୁଡିକ କଣ କଣ ?

0 76

ମନୁଷ୍ୟ ଜୀବନରେ ଖରାପ ସମୟ ଆସିବା ପୂର୍ବରୁ ତାହାକୁ ଏହି ପାଞ୍ଚଟି ସଂଙ୍କେତ ମିଳିଥାଏ । ଯଦି କେହି ମନୁଷ୍ୟ ଜୀବନରେ ଏହି ସାଧାରଣ ଘଟଣା ଘଟୁଅଛି ତେବେ ସେ ସାବଧାନ ହୋଇଯିବା ଆବଶ୍ୟକ । ଶ୍ରୀକୃଷ୍ନ କହିଛନ୍ତି କି ଭଲ ଏବଂ ଖରାପ ସମୟ ଏକ ଚକ୍ର ପରି ଘୂରିଥାଏ । ଏହା ନିରନ୍ତର ମନୁଷ୍ୟର ଜୀବନରେ ଗୋଟିଏ ପରେ ଗୋଟିଏ ଆସି ରହିଥାଏ । ଖରାପ ସମୟରେ ଆପଣ ମାନେ କେବେବି ଈଶ୍ୱରଙ୍କର ନିନ୍ଦା କରିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରର କିଛି ବସ୍ତୁ ରହିଛି ଯାହାକି ଖରାପ ସମୟ ଆସିବା ପୂର୍ବରୁ ଆମ ମାନଙ୍କୁ ସଂଙ୍କେତ ଦେବାକୁ ଲାଗିଥାଏ ।

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଏମିତି କେଉଁ ଜିନିଷ ଅଛି ଯାହା ଖରାପ ସମୟ ଆସିବା ପୂର୍ବରୁ ଆମ ମାନଙ୍କୁ ସଂଙ୍କେତ ପ୍ରଦାନ କରିଥାଏ । ଯଦି ଆପଣଙ୍କର ଜୀବନରେ ଖରାପ ସମୟ ଆସିଥାଏ ତେବେ ଏଥିପାଇଁ ଆପଣ ମାନଙ୍କୁ ସାବଧାନ ରହିବା ଉଚିତ । ଆସନ୍ତୁ ଜାଣିବା କଣ ରହିଛି ସେହି ସମସ୍ତ ସଂଙ୍କେତ ଗୁଡିକ ।

1–ତୁଳସୀ ଗଛ

ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଖରାପ ସମୟ ଆସିବା ପୂର୍ବରୁ ଆମକୁ ସଂଙ୍କେତ ଦେବାକୁ ଲାଗିଥାଏ । ତୁଳସୀ ଏକ ବଡ ସମ୍ବେଦନ ଶୀଳ ଗଛ ଅଟେ । ତୁଳସୀ ଗଛ ଯାହାର ଘରେ ରହିଥାଏ ସେହି ଘରେ ସର୍ବଦା ସୁଖ , ଶାନ୍ତି ଲାଗିକରି ରହିଥାଏ । ମାତ୍ରା ଯଦି ତୁଳସୀ ମାତା କୌଣସି କାରଣରୁ ଶୁଖିବାକୁ ଲାଗିଯାଏ ତେବେ ତାହା ପରିବାର ଉପରେ ସଙ୍କଟର ସଂଙ୍କେତ ପ୍ରଦାନ କରିଥାଏ । ସେଥିପାଇଁ ତୁଳସୀ ମାତାଙ୍କୁ ପ୍ରତ୍ୟେକ ଦିନ ଜଳ ଅର୍ପଣ କରିବା ଉଚିତ ।

2–ଘରର ଦ୍ୱାର ମୁହଁକୁ ଗାଈ ନଆସିବା

ଯେଉଁ ଘରେ ଘରର ଗାଈ ଘରର ଦ୍ୱାର ମୁହଁକି ଗାଈ ଆସିନଥାଏ ଏହିପରି ଘରର ସାମ୍ନାରୁ ସେ ଅନ୍ୟର ଦ୍ୱାର ମୁହଁକୁ ଚାଲିଯାଇଥାଏ ମାତ୍ର ସେହି ଦ୍ୱାର ମୁହଁରେ ରହିନଥାଏ । ଯେଉଁ ଘରେ ପାପ କର୍ମ କରାଯାଏ ସେହି ଘରେ ଗୋମାତା ଖାଇନଥାନ୍ତି ତେବେ ଏହାକୁ ଏକ ସଂଙ୍କେତ ରୂପେ ମାନାଯାଇଥାଏ ।

3–ଝାଡୁର ବାରମ୍ବାର ଭାଙ୍ଗିବା

ଯଦି ଘରେ ସଫାସତୁରୁା କରିବା ସମୟରେ ବାରମ୍ବାର ଝାଡୁ ଭାଙ୍ଗିଥାଏ କିମ୍ବା ଏହାର ପତ୍ର ଛିଣ୍ଡିକରି ପଡିଯାଇଥାଏ । ତେବେ ଏହାକୁ ବହୁତ ଅଶୁଭ ବୋଲି ମାନାଯାଇଥାଏ । ଏଥିପାଇଁ ଏହି ଝାଡୁକୁ ତୁରନ୍ତ ବଦଳେଇ ଦେବା ଦରକାର ଏବଂ ନୂଆ ଝାଡୁ ଆଣିବା ଦରକରା । ଏହା ଦ୍ୱାରା ଆପଣ ମାନଙ୍କର ଆର୍ଥିକ ସଂଙ୍କଟ ମଧ୍ୟ ଟଳିଯାଇଥାଏ ।

4–କ୍ଷୀର ଗ୍ଲାସ ତଳେ ପଡିବା

କ୍ଷୀର ଗ୍ଲାସ ଆପଣ ମାନଙ୍କ ହାତରୁ ଖସି ପଡିବା ମଧ୍ୟ ଅଶୁଭ ସଂଙ୍କେତ ବୋଲି ମାନାଯାଇଥାଏ । ଏହା ଆପଣ ମାନଙ୍କୁ ସଂଙ୍କେତ ଦେଇଥାଏ କି ଆପଣଙ୍କର ଜୀବନରେ କିଛି ଖରାପ ହେବାର ଅଛି ।

5–ପକ୍ଷୀ ମରିବା

ଯଦି ଆପଣଙ୍କର ଘରର ଛାତ ଉପରେ ହଠାତ ପକ୍ଷୀଟିଏ ଆସିକରି ମରିଯାଏ ତେବେ ଏହାକୁ ମଧ୍ୟ ଅଶୁଭ ସଂଙ୍କେତ ମଧ୍ୟ ମାନାଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।