Priyanka’s Tips – ବେସନରେ ଏହି ଗୋଟେ ଜିନିଷ ମିଶାଇ ମୁହଁରେ ଲଗାନ୍ତୁ ଚେହେରା ଏତେ ଗୋରା ହୋଇଯିବ ଯେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ..

ଆଜିର ଦିନରେ ପୁଅ ହୁଅନ୍ତୁ ନା ଝିଅ ସମସ୍ତେ ନିଜର ଗ୍ଲୋଇଙ୍ଗ ସ୍କିନ ପାଇବା ପାଇଁ ଚାହିଁଥାନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର କସମେଟିକ ୟୁଜ କରିଥାନ୍ତି , କିନ୍ତୁ ତାହା ଆମ ସ୍କିନ ପାଇଁ ବହୁତ ହାନିକାରକ ହୋଇଥାଏ । ଅନେକ ବ୍ୟକ୍ତିଙ୍କ ଫେସ୍ ରେ କଳାପଣ ଓ ଦାଗର ସମସ୍ୟା ରହିଥାଏ , କିନ୍ତୁ ଆଜି ଆମେ ଏହି ସମସ୍ୟାରୁ ଛୁଟକାରା ପାଇବା ପାଇଁ ଏକ ସହଜ ହୋମ ରେମିଡି ନେଇକରି ଆସିଛୁ । ଯାହାକୁ 5 ମିନିଟ ୟୁଜ୍ କରି ଆପଣ ଗ୍ଲୋଇଙ୍ଗ ସ୍କିନ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ହୋମ ରେମିଡି ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ଆଳୁ
2. ବେସନ
3. ଚାଉଳ ଚୁନା
4. କଞ୍ଚାକ୍ଷୀର
5. ମହୁ

ପ୍ରସ୍ତୁତ ପ୍ରଣାଳୀ :-

ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ହେବ ଆଳୁ , ଆଳୁ ଭିତରେ ନେଚୁରାଲ ବ୍ଲିଚିଙ୍ଗ ଏଜେଣ୍ଡ ଥାଏ ଯାହା ଆମ ଚେହେରାରୁ ପିଗମେଟେସନ ଟ୍ୟାନିକୁ ଦୂର କରିଥାଏ । ଆପଣଙ୍କୁ ଆଳୁର ଜୁସ୍ ବାହାର କରିବାର ଅଛି । ଗୋଟିଏ ବାଉଲରେ ଆଳୁର ଜୁସକୁ ବାହାର କରି ନିଅନ୍ତୁ , ଏହାପରେ ସେଥିରେ ଏଡ୍ କରନ୍ତୁ ହାପ ଚାମଚ ବେସନ । ତୃତୀୟରେ ଏଡ୍ କରନ୍ତୁ ହାପ ଚାମଚ ଚାଉଳ ର ଚୁନା , ନେକ୍ସଷ୍ଟ ଏଥିରେ ଆପଣଙ୍କୁ ଆବଶ୍ୟକ ପଡିବ ହନି , ହାପ ଚାମଚ ହନି ଏଥିରେ ଏଡ୍ କରନ୍ତୁ ।

ହନି ଆମ ସ୍କିନକୁ ଗ୍ଲୋଇଙ୍ଗ ଲୁକ୍ ଦେବାରେ ସାହର୍ଯ୍ୟ କରିଥାଏ , ନେକ୍ସଷ୍ଟ ଏଥିରେ ଏଡ୍ କରନ୍ତୁ କଞ୍ଚା କ୍ଷୀର , କଞ୍ଚା କ୍ଷୀର ଆମ ଫେସ୍ ପାଇଁ ମେଜିକ ପରି କାମ କରିଥାଏ । ବର୍ତ୍ତମାନ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନେବେ ଏବଂ 5 ମିନିଟ ଏହାକୁ ରଖିଦେବେ । ଯାହାଫଳରେ ବେସନଟି ଫୁଲିଯିବ ଏବଂ ବହଳିଆ ମଧ୍ୟ ଦେଖାଯିବ ।

ବ୍ୟବହାର ପ୍ରଣାଳୀ :-

ଏହାକୁ ଆପ୍ଲାଏ କରିବା ପୂର୍ବରୁ ପ୍ରଥମେ ଆପଣ ନିଜ ଫେସ କୁ ଭଲ ଭାବରେ ଧୋଇ ନିଅନ୍ତୁ । ତା ପରେ ଏହି ଫେସ୍ ପେକକୁ ପୂରା ଫେସ୍ ରେ ଆପ୍ଲାଏ କରନ୍ତୁ , ଆପ୍ଲା୍ଏ କରିବା ସହିତ 5 ମିନିଟ ପର୍ଯ୍ୟନ୍ତ ମାସାଜ କରିବେ । ଏହାକୁ ଆପଣ ନେକ ବା ହେଣ୍ଡ ରେ ମଧ୍ୟ ଲଗେଇ ପାରିବେ , ଏହାକୁ 5 ମିନିଟ ମସାଜ କରିବା ପରେ 10 ମିନିଟ ପର୍ଯ୍ୟନ୍ତ ଏମିତି ଫେସ୍ ରେ ଛାଡିଦେବେ ।

ଏହାପରେ ଫେସ୍ କୁ ନରମାଲ ପାଣିରେ ଧୋଇନେବେ , ଏହି ଫେସପେକ ଆପଣଙ୍କ ଫେସ୍ ରେ ଗୋଟେ ଇନଷ୍ଟାନ ଗ୍ଲୋ ଆଣିବ । ତା ସହିତ ଏହା ଆପଣଙ୍କ ସ୍କିନକୁ କ୍ଲିନ ଏବଂ କ୍ଲିଅର କରିଦେବ । ଏଥିରେ ଏଡ୍ ହୋଇଥିବା ସମସ୍ତ ଜିନିଷ ଇଫେକ୍ଟିଭ ହୋଇଥାଏ ଏବଂ ହଣ୍ଡରେଡ୍ ପରସେଣ୍ଟ ନେଚୁରାଲ ହୋଇଥାଏ । ତେଣୁ ଏହାକୁ ନିଶ୍ଚୟ ଆପ୍ଲାଏ କରନ୍ତୁ ଏବଂ ଗ୍ଲୋଇଙ୍ଗ ସ୍କିନ ପାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment