Odisha News Portal

ହେ ଭଗବାନ !! ବ୍ରେନ୍ ଷ୍ଟ୍ରୋକର ଶିକାର ହେଲେ ଅଭିନେତା ରାହୁଲ୍ ରୟ ,ଡାକ୍ତର କହିଲେ ସେ ମାତ୍ର ବେସିଦିନ ନୁହେଁ ମାତ୍ର….ତାଙ୍କର ସୁସ୍ଥତା ପାଇଁ ଇଶ୍ବରଙ୍କ ଠାରେ କାମନା କରନ୍ତୁ…

0 2

ବଲିଉଡ ଦୁନିଆରୁ ପାଇଁ ପୁଣି ଏକ ଦୁଃଖଦ ଖବର ସାମ୍ନକୁ ଆସିଛି । ବଲିଉଡ ଅଭିନେତା ରାହୁଲ ରୟ ବ୍ରେନ ଷ୍ଟ୍ରୋକର ଶିକାର ହୋଇଛନ୍ତି । ତେବେ ଚଳିତ ବର୍ଷ ବଲିଉଡ ପାଇଁ ଗୋଟିଏ ପରେ ଗୋଟିଏ ଦୁଃଖଦ ଘଟଣା ଘଟିବାରେ ଲାଗିଛି । ଯାହା କି ସାରା ବଲିଉଡ ଜଗତକୁ ଗୋଟିଏ ଗୋଟିଏ ଶକ୍ତ ଆଘାତ ତଥା ଅପୂରଣୀୟ କ୍ଷତି ପହଞ୍ଚାଇ ଦେଇ ଯାଉଛି । କହିବାକୁ ଗଲେ ଚଳିତ ବର୍ଷଟି ବଲିଉଡ ପାଇଁ ବହୁତ ଖରାପ ବୋଲି ପ୍ରମାଣିତ ହୋଇଛି । ଯାହା ଆପଣ ମାନେ ବହୁତ ଭଲ ଭାବରେ ମଧ୍ୟ ଜାଣିଥିବେ । ତେବେ ପୁଣି ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଗୋଟିଏ ଘଟଣା ସାରା ବଲିଉଡ ଜଗତକୁ ବହୁତ ଦୁଃଖ ତଥା କଷ୍ଟ ପହଞ୍ଚାଇଛି ।

ତେବେ ବଲିଉଡ ଅଭିନେତା ରାହୁଲ ରୟ ବ୍ରେନ ଷ୍ଟ୍ରୋକର ଶିକାର ହୋଇଛନ୍ତି । ଆଉ ‘ଏଲଏସି’ ନାମକ ଫିଲ୍ମ ସୁଟିଂ ବେଳେ ସେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଛନ୍ତି । ଏବେ ସେ ମୁମ୍ୱାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ 1990 ମସିହାର ‘ଆଶିକି’ ସିନେମା ଜରିଆରେ ରାତି ରାତି ସୁପରଷ୍ଟାର ପାଲଟି ଥିଲେ ଅଭିନେତା ରାହୁଲ୍ । ଆଉ ସେହି ଦିନ ଠାରୁ ତାଙ୍କୁ ଲୋକମାନେ ବହୁତ ସାରା ପସନ୍ଦ ଏବଂ ଭଲ ମଧ୍ୟ ପାଇଥାନ୍ତି । ତାଙ୍କର ଏପରି ପରିସ୍ଥିତିରେ ତାଙ୍କର ପ୍ରଂଶସକ ମାନେ ତଥା ବଲିଉଡ ଇଣ୍ଡଷ୍ଟ୍ରି ବହୁତ ସାରା ଦୁଃଖ ପ୍ରକାର କରୁଛି ଏବଂ ତାଙ୍କର ଶିଘ୍ର ଆରୋଗ୍ୟ ପାଇଂ ମଧ୍ୟ ଅନେକ ପ୍ରାର୍ଥନା କରୁଛନ୍ତି ।


ତେବେ ଏହି 54 ବର୍ଷୀୟ ଅଭିନେତା ରାହୁଲ 7 ଦିନ ପୂର୍ବରୁ କାରଗିଲରେ ସୁଟିଂ ଚାଲିଥିବା ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ଥିଲେ । ଏହା ପରେ ତାଙ୍କୁ ଶ୍ରୀନଗରର ଏକ ହସ୍ପିଟାଲରେ ଭର୍ତ୍ତି କରା ଯାଇ ଥିଲା । ଆଉ ଏହା ପରେ ନଭେମ୍ବର 28 – 29 ତାରିଖ ରାତି ପ୍ରାୟ 1. 25 ମିନଟରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ତେବେ ସୂଚନା ଅନୁଯାୟୀ, ଅଭିନେତା ରାହୁଲ ବର୍ତ୍ତମାନ ଆଇସିୟୁରେ ରହିଛନ୍ତି । ଆଉ ଏବେ ସେ ସୁରକ୍ଷିତ ଏବଂ ବିପଦ ବାହାରେ ମଧ୍ୟ ରହିଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ହେବା ପାଇଁ ତାଙ୍କୁ ଆଉ କିଛି ସମୟ ଲାଗି ପାରେ ବୋଲି ଡାକ୍ତର ଟିମ୍ ସୂଚନା ଦେଇଛନ୍ତି ।


ଆପଣ ମାନେ ଜାଣିଥିବେ ଏହି ମହାମାରୀ କରୋନା କଟକଣା ପାଇଁ ବଲିଉଡ ଇଣ୍ଡଷ୍ଟ୍ରି ଦୀର୍ଘ 3 ମାସ ଧରି ସୁଟିଂ ସ୍ଥଗିତ ରହିଥିଲା । ଆଉ ବର୍ତ୍ତମାନ ସମୟରେ ପୁଣି ଅଭିନେତା ରାହୁଲ୍ ରୟଙ୍କର ବ୍ରେନଷ୍ଟୋକ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି । ତେବେ ବର୍ତ୍ତମାନ ସମୟରେ କେବଳ ଭାରତ ନୁହେଁ କି ଓଡିଶା ନୁହେଁ ବରଂ ସାରା ପୃଥୀବର ଲୋକମାନେ ଏହି ମହାମାରୀ କରୋନା ସହିତ ଦିନ ରାତି ଲଢୁଛନ୍ତି । ଆଉ ଏଥିରୁ କେହି ବି ବାଦ ପଡି ନାହାଁନ୍ତି । ଏହା ଦ୍ବାରା ଦେଶର ବହୁ ବିଶିଷ୍ଠ ତଥା ବରିଷ୍ଠ ଲୋକାମାନଙ୍କ ଜୀବନ ଯିବା ସହିତ ସାଧାରଣ ଲୋକାମାନେ ମଧ୍ୟ ବାଦ୍ ପଡି ନାହାଁନ୍ତି ।