ବର୍ତ୍ତମାନ ସମୟରେ ସମାଜ ଡେ ଏକ ଭିନ୍ନ ଭିନ୍ନ ପ୍ରକାର ର ଘଟଣା ମାନ ନଜରକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଅନେକ ସମୟରେ ଭାଇରଲ ହୋଇଥିବାର ନଜରକୁ ଆସିଥାଏ। ଆଉ ବିଭିନ୍ନ ସମୟରେ ମହିଳା ଙ୍କ ପାଇଁ ସରକାର ବିଭିନ୍ନ ସୁବିଧା ଓ ସୁଯୋଗ କରିଥିବା ବେଳେ ଏବେ ବି ସେମାନେ ଅବହେଳିତ ଓ ନିର୍ଯ୍ୟାତନା ପାଉଛନ୍ତି। ତେବେ ଆସନ୍ତୁ ଜାଣିବା ଜଣେ ମହିଳାଙ୍କୁ ଶାଶୁ ଘର ଲୋକେ ଏଠାରେ କିପରି ବାହାର କରି ଦେଇଛନ୍ତି ଏବଂ ନିଜ ପୁଅ ର ବ୍ରତ ଘର ସମୟରେ।
ଏହିଠାରେ ଏକ ଘଟଣା ସାମ୍ନାକୁ ଆସୁଛି ଯେଉଁଠି ଜଣେ ମହିଳା ନଜର ରେ ଆସିଛନ୍ତି ଏବଂ ଏହା ଏବେ ସୋସିଆଲମିଡ଼ିଆରେ ଘୁରି ବୁଲୁଛି। ଏହିଠାରେ ଜଣେ ମହିଳା ଙ୍କୁ ଅବହେଳିତ କରୁଥିବାର ଅଭିଯୋଗ ଆଣିଛନ୍ତି। ଆଉ ଏହି ସମୟରେ ଜଣେ ମହିଳା ଙ୍କୁ ଘରୁ ବାହାର କରି ଦେବା ତାହା ନିନ୍ଦନୀୟ। ଏମିତି ଏବେ ଘଟଣା ଏକ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ହେଲେ ଏବେ ଆମ ପ୍ରଶାସନ ଘଟଣା ପାଇଁ ଠିକ ଭାବରେ ତଦନ୍ତ କରିବା ନିହାତି ଆବଶ୍ୟକ ରହିଛି। ଆଉ ଏମିତି ଏକ ଦୃଶ୍ୟ ଯେଉଁଠାରେ ଜଣେ ମହିଳା ବିବାହ ଏତେ ଦିନ ପରେ ମଧ୍ୟ ଏହିପରି ନିର୍ଯ୍ୟାତନା ପାଉଛନ୍ତି ଯାହା ପାଇଁ ଏବେ ସାମ୍ନାକୁ ଆସିଛନ୍ତି।
ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ଙ୍କୁ ଘରୁ ବାହାର କରି ଦେଇଛନ୍ତି ଯାହାର ବହୁତ ଦିନ ହୋଇ ଗଲାଣି ବାହାଘର ଯାହା ସେ ଏଠାରେ ନିଜର ମତ ମଧ୍ୟ ରଖିଛନ୍ତି। ଆଉ ଏବେ ଏହି ଘଟଣା କୁ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଆଉ ଏଠାରେ ଦେଖିବାକୁ ମିଳିଛି ଏବଂ ସୂଚନା ମିଳିଛି ଯେ ଗୋଟିଏ ପଟେ ନିଜ ପୁଅର ବିବାହ ଘର ହୋଇଥିବା ବେଳେ ଅନ୍ୟ ପଟେ ମାଆ ଙ୍କୁ ଘରୁ ବାହାର କରି ଦେଇଛନ୍ତି। ଆଉ ଏଠାରେ ସେ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି। ଘଟଣା ଏବେ ବର୍ତ୍ତମାନ ପୋଲିସ ହାତ କୁ ଯାଇଛି ଯାହା ଏଠାରେ ତାଙ୍କର ସ୍ୱାମୀ ଜଣଙ୍କ ମଧ୍ୟ ମୁଁହ ଖୋଲି ଛନ୍ତି।
ଆଉ ଏଠାରେ ସେହି ମହିଳା ଜଣଙ୍କ କହୁଛନ୍ତି ଯେ ” କିଛି ଦିନ ତଳେ ଘରୁ ବାହାରି ବାପ ଘର କୁ ପଳେଇ ଥିଲେ ହେଲେ ପରବର୍ତ୍ତୀ ସମୟରେ ପୁଅ ର ଏମିତି ଏକ କାର୍ଯ୍ୟକ୍ରମ ହୋଇଛି ବୋଲି ଆସିବାରି ଘରୁ ବାହାର କରି ଦେଇଛନ୍ତି ଏବଂ ସେ ମଧ୍ୟ କହୁଛନ୍ତି ଯେ ତାଙ୍କର ସ୍ୱାମୀ ଜଣେ ଶିକ୍ଷକ। ଆଉ ଏହି ଘଟଣା ଏବେ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି ଯାହା ସୂଚନା ଯୋଗ୍ୟ। ଆଉ ତାଙ୍କର ବାହାଘର ଆଜିକି ୨୦ ବର୍ଷ ହୋଇଗଲାଣି ହେଲେ ଏବେ ଏମିତି ଘଟଣା ନଜର କୁ ଆସିଛି। ଆଉ ମଧ୍ୟ ସେହି ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ଶାଶୁ, ଶଶୁର, ନଣଦ,ଛୋଟ ଝିଆରୀ ସମସ୍ତେ ମିଶିକରି ବହୁତ ମାରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।